Latest Odisha News
Browsing Tag

news

ଆସୁଛି ବର୍ଷା, ଦୁଇ ଦିନ ପରେ ପ୍ରବଳ ବର୍ଷିବ

ନୂଆଦିଲ୍ଲୀ: ତାତି କମିବ । ଆସୁଛି ବର୍ଷା । କେରଳରେ ଆଜିଠାରୁ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତାକାଲି ଆନ୍ଧ୍ର ଏବଂ ଓଡ଼ିଶାରେ ବର୍ଷା ହେବାର ସଂଭାବନା ରହିଛି ।  ଆସନ୍ତାକାଲିଠୁ ଦେଶର ଦକ୍ଷିଣଭାଗରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।  ଓଡ଼ିଶାରେ ପ୍ରବଳ…

ଆରଏସଏସ କାର୍ଯ୍ୟାଳୟକୁ ଉଡାଇବାକୁ ଧମକ ଦେଇଥିବା ରାଜ୍ ଅହମ୍ମଦ ଗିରଫ

ଲକ୍ଷ୍ନୈା:  ଆରଏସଏସ କାର୍ଯ୍ୟାଳୟକୁ ଉଡାଇବାକୁ ଧମକ ଦେଇଥିବା ଯୁବକ ଗିରଫ  ।  ଧମକ ଦେଇଥିବା ରାଜ ମହମ୍ମଦକୁ ଲକ୍ଷ୍ନୈା ଏଟିଏସ୍  ଗିରଫ କରିଥିବା କହିଛି ।  ହ୍ୱାଟସଆପରେ ସଂଘ କାର୍ଯ୍ୟାଳୟକୁ ବିସ୍ଫୋରଣରେ ଉଡାଇଦେବାକୁ ମେସେଜ ଦେଇଥିଲା ରାଜ୍ । ମେସେଜରେ ରାଜ୍  ଲକ୍ଷ୍ନୌ, ଗୋଣ୍ଡା,…

ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିବା ୮ ସାର୍ପ ସୁଟର ଚିହ୍ନଟ

ଚଣ୍ଡିଗଡ଼: ବହୁ ଚର୍ଚ୍ଚିତ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ ମାମଲାରୁ ପରଦା ଉଠିଛି । ସିଦ୍ଧୁଙ୍କୁ ହତ୍ୟା କରିଥିବା ସାର୍ପ ସୁଟରଙ୍କୁ ଚିହ୍ନଟ କରିସାରିଛି ପୋଲିସ । ପୋଲିସ କହିବା ଅନୁସାର ହତ୍ୟାକାଣ୍ଡରେ ଜଡିତ ସାର୍ପ ସୁଟରମାନେ ହେଉଛନ୍ତି ମନପ୍ରୀତ ଭୋଲୁ, ଜଗରୂପ ସିଂ ରୂପା, ସନ୍ତୋଷ…

ଯୁବକମାନଙ୍କ ପାଇଁ ସେନା ଆଣୁଛି ନୂଆ ସୁଯୋଗ

ନୂଆଦିଲ୍ଲୀ: ଭାରତୀୟ ସେନାରେ ଯୁବକମାନଙ୍କୁ ନିଯୁକ୍ତି ଦେବା ପାଇଁ ସେନା ନୂଆ ପ୍ଲାନ କରିଛି । ଅଧିକରୁ ଅଧିକ ଯୁବକ ଦେଶସେବାରେ ଯୋଗଦେବାକୁ ସେନା  ନିଯୁକ୍ତି ପ୍ରକ୍ରିୟା ସବୁଦିନ ପାଇଁ ବଦଳିବାକୁ ଯାଉଛି । ଏବେ ସେନାରେ ଅଧିକ ଯୁବ ଗାେଷ୍ଠୀଙ୍କୁ ନିଯୁକ୍ତି ଦିଆଯିବ ପୁଣି କମ ଦିନ ପାଇଁ…

ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଟାର୍ଗେଟ କିଲିଂ ପରେ ଆତଙ୍କବାଦୀଙ୍କୁ ମୁହଁତୋଡା ଜବାବ ଦେଉଛି ସୁରକ୍ଷାବାହୀନି । ବିଭିନ୍ନ ଅଞ୍ଚଳରେ ସର୍ଚ ଅପରେସନ ଚାଲିଥିବା ବେଳେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ଲଗାତାର ଘଟୁଛି ।  ଜମ୍ମୁକାଶ୍ମୀରର କୁପୱାରାର ଚକଟତରାସ କାଣ୍ଡି ଅଞ୍ଚଳରେ ସୁରକ୍ଷାବାହିନୀର ଏନ୍‌କାଉଣ୍ଟରରେ ୨…

ଆତଙ୍କବାଦୀ ବଲିଉଲ୍ଲାହକୁ ମିଳିଲା ଫାଶୀଦଣ୍ଡ

ବାରଣାସୀ: ଶେଷରେ ଆତଙ୍କବାଦୀ ବଲିଉଲ୍ଲାହକୁ  ମିଳିଲା ଫାଶୀ ଦଣ୍ଡ । ୟୁପିରେ ସିରିଜ ବିସ୍ଫୋରଣ ଘଟାଇଥିବା ଅପରାଧରେ ଆତଙ୍କବାଦୀ ବଲିଉଲ୍ଲାହକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ଗାଜିଆବାଦ କୋର୍ଟ  ।  ୧୬ବର୍ଷ ଧରି ଚାଲିଥିବା ଏହି ମାମଲାରେ ଦୋଷୀକୁ ଦଣ୍ଡ ମିଳିଛି  । ଉତ୍ତରପ୍ରଦେଶର ବାରଣାସୀରେ…

ନବୀନ କରିବେ ସଂଗଠନରେ ଅଦଳବଦଳ: ବିବାଦୀୟଙ୍କୁ ମିଳିବ ସଂଗଠନ ଦାୟିତ୍ୱ

ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ବହୁଦିନରୁ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ନବୀନ ସରକାରଙ୍କ ମୁଣ୍ଡବିନ୍ଧା ସାଜିଥିବା ମନ୍ତ୍ରୀମାନଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କରି ନୂଆ ମନ୍ତୀମଣ୍ଡଳ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁଠୁ ବଡ଼ କଥା ହେଉଛି…

5 T ରେ ଯୋଡି ହେଲା ନୂଆ T ଟୁର୍

ଭୁବନେଶ୍ବର: ନୂଆ ମନ୍ତ୍ରୀମଣ୍ଡଳ ଗଠନ ପରେ ସମସ୍ତ ମନ୍ତ୍ରୀଙ୍କୁ ନବୀନ ନିବାସ ଡକାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମାନଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି । 2024 ନିର୍ବାଚନ ପୂର୍ବରୁ ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଁଚାଇବା ପାଇଁ ମନ୍ତ୍ରୀମାନେ ମୋ ସରକାର ଅଧିନରେ ଏବେ 6ଟି…

ନୂପୁର ଶର୍ମାଙ୍କ ମନ୍ତବ୍ୟ ନୂଆଦିଲ୍ଲୀ ମତାମତର ପ୍ରତିଫଳନ ନୁହେଁ :  ଭାରତ

ନୂଆଦିଲ୍ଲୀ: ଟିଭିରେ ଜ୍ଞାନବାପି  ପ୍ରସଙ୍ଗରେ  ଡିବେଟ୍ ଚାଲିଥିବା ବେଳେ  ମହାପୁରଷ ମହମ୍ମଦଙ୍କ ବିଷୟରେ କିଛି ବିବାଦୀୟ ମନ୍ତ୍ରବ୍ୟ ଦେଇଥିଲେ ବିଜେପି ନେତ୍ରୀ ନୂପୁର ଶର୍ମା । ଏହାକୁ ନେଇ ବିବାଦ ଉଠିବା ପରେ ବିଜେପି ତାଙ୍କୁ ଦଳରୁ ନିଲମ୍ବନ କରିଛି ।  ନୂପୁର ଶର୍ମାଙ୍କ ମନ୍ତବ୍ୟ ବିଜେପିର…

ଉତ୍ତରକାଶୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨୫ ମୃତ

ଡେରାଡୁନ: ଚାରିଧାମ ଯାତ୍ରାରେ ବାହାରିଥିବା ଏକ ତୀର୍ଥଯାତ୍ରୀ ବସ  ଯମୁନେତ୍ରି  ଯାଉଥିବା ବେଳେ ବସ୍ ଗଭୀର ଖାତକୁ ଖସିପଡ଼ିବାରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ମଧ୍ୟପ୍ରଦେଶର  ୨୫ ଜଣ ଯାତ୍ରୀ ମୃତ୍ୟୁ ହୋଇଥିବା କୁହାଯାଉଛି ।  ଏହି ଦୁର୍ଘଟଣା ଯମୁନେତ୍ରୀ ହାଇଓ୍ବେର ଡାମଟା…