Latest Odisha News
Browsing Tag

no entry

ଢ଼େଙ୍କାନାଳକୁ ୮ ଜିଲ୍ଳାର ଲୋକଙ୍କ ପ୍ରବେଶ ମନା

ଢ଼େଙ୍କାନାଳ: କରୋନା ପାଇଁ ଚାରିଆଡେ ବଢ଼ୁଛି କଟକଣା । ଢ଼େଙ୍କାନାଳ ଜିଲ୍ଲାରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ୮ ଜିଲ୍ଲାର ଲୋକଙ୍କ ପ୍ରବେଶ ବ୍ୟାନ୍ କରାଯାଇଛି । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର, ସୁନ୍ଦରଗଡ, ଅନୁଗୁଳ ଆଦି ଜିଲ୍ଲାର ଲୋକଙ୍କୁ ଢ଼େଙ୍କାନାଳ ଆସିବାକୁ…

ମାଲକାନଗିରି ଜିଲ୍ଲାକୁ ୧୩ ଜିଲ୍ଲାବାସୀଙ୍କୁ ମନା

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାକୁ ୧୩ ଜିଲ୍ଲାବାସୀଙ୍କୁ ପ୍ରବେଶ ମନା । ଜିଲ୍ଲାରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ଏଭଳି କଟକଣା ଜାରି କରିଚନ୍ତି ମାଲକାନଗିରି ଜିଲ୍ଲା ପ୍ରଶାସନ । ଗଂଜାମ, କଟକ, ଭଦ୍ରକ, ଖୋର୍ଧା, ଯାଜପୁର, ନୟାଗଡ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦ୍ରାପଡା,…

ରାଜଭବନରେ ପ୍ରବେଶ ମନା

ଭୁବନେଶ୍ୱର: ରାଜଭବନକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ କୋଭିଡ-୧୯ ମାର୍ଗଦର୍ଶିକା ଆଧାରରେ ରାଜଭବନକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଆବଶ୍ୟକ ହେଲେ ଟେଲିଫୋନ୍‌,…

ଜୁଲାଇ ୩୧ ଯାଏଁ ବାହାର ଜିଲ୍ଳାର ଲୋକଙ୍କୁ ପୁରୀ ମନା

ପୁରୀ: ଆସନ୍ତା ଜୁଲାଇ ୩୧ ଯାଏଁ ବାହାର ଲୋକଙ୍କୁ ପୁରୀ ମନା । ପୁରୀକୁ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ଜିଲ୍ଳା ପ୍ରଶାସନ । ବିନା କାରଣରେ କେହି ଜିଲ୍ଲାରେ ପ୍ରବେଶ କରିପାରିବେ ନାହି ବୋଲି ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି । ଯଦି ଆସୁଛନ୍ତି ତେବେ ପରିଚୟ ପତ୍ର ଆଣିବା ବାଧ୍ୟତା…

ସାଧାରଣ ଲୋକଙ୍କୁ ସରକାରୀ କାର୍ଯ୍ୟାଳୟ ମନା

ଯାଜପୁର: ସରକାରୀ କାର‌୍ୟ୍ୟାଳୟକୁ ସାଧାରଣ ଲୋକଙ୍କୁ ଯିବା ମନା । ଜୁଲାଇ ୮ ଯାଏଁ ଜିଲ୍ଲାର ସମସ୍ତ ସରକାରୀ କାର‌୍ୟ୍ୟାଳୟକୁ ଏହି କଟକଣା ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କର୍ମଚାରୀମାନେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ମାନି କାର‌୍ୟ୍ୟ କରିବେ । ଯାଜପୁରରେ କରୋନା ସଂକ୍ରମଣ…