Latest Odisha News

BREAKING NEWS

Browsing Tag

Nuakhai Festival

ନୂଆଁଖାଇ ପରଦିନ ଦୁଇଟି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା

ଭୁବନେଶ୍ୱର: ରାଜ୍ୟ ସରକାର ନିଜ କର୍ମଚାରୀଙ୍କ ପାଇଁ  ସେପ୍ଟେମ୍ୱର ୧ ତାରିଖରେ ସରକାରୀ ଛୁଟି ଘୋଷଣା କରିଥିଲେ । ନୂଆଁଖାଇ ପଶ୍ଚିମ ଓଡିଶାର ମୁଖ୍ୟ ଗଣ ପର୍ବ ହୋଇଥିବାରୁ ରାଜ୍ୟ ସରକାର ନୂଆଁଖାଇ ପରଦିନ ଦୁଇଟି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ…

କେଉଁ ରୀତିନୀତି ଓ ବିଧି ସହ ପାଳନ ହୁଏ ନୂଆଁଖାଇ ପର୍ବ, ଜାଣନ୍ତୁ

ଭୁବନେଶ୍ୱର: ସମଗ୍ର ଓଡ଼ିଶାରେ ବିଶେଷ କରି ଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲାସମୂହରେ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । କିପରି ହୁଏ ପାଳନ: ଏହି ଦିନଟିର ଅମୃତବେଳା ବା ଶୁଭବେଳା ଜ୍ୟୋତିଷମାନଙ୍କ ଦ୍ଵାରା ନିର୍ଣ୍ଣୟ କରାଯାଇ ସେହି ମୁହୂର୍ତ୍ତରେ ନୂଆଭାବରେ ଅମଳ କରାଯାଇଥିବା ଷାଠିଆଧାନରୁ…

ନୂଆଁଖାଇ ପାଇଁ ସାଧାରଣ ଲୋକଙ୍କୁ ମା’ ସମଲେଶ୍ୱରୀ ମନ୍ଦିର ମନା

ସମ୍ବଲପୁର: ରାତି ପାହିଲେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ । ଏହା ପୂର୍ବରୁ ଆଜି ପାହୁର ଯାତ୍ରା ପାଳନ ହୋଇଛି । ଏହି ଅବସରରେ ନୂଆଁଖାଇ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ଶୋଭାଯାତ୍ରା ସହ ଦେବାଦେବୀଙ୍କ ମନ୍ଦିରକୁ ଯାଇଥାଏ । ନୂଆଁଖାଇ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ…

ଲୋକଗୀତରେ ନୂଆଖାଇକୁ ସ୍ୱାଗତ କଲା ଦେବଗିରି

ଭବାନୀପାଟଣା : ମହାନ ଗଣପର୍ବ ନୂଆଖାଇକୁ ସ୍ୱାଗତ କରିବା ପାଇଁ ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ଓ କଳାହାଣ୍ଡି ଥିଏଟର୍ ପକ୍ଷରୁ  ‘ଲୋକଗୀତ ଲାଇଭ୍‌’ ସମାରୋହ ଆୟୋଜିତ ହୋଇଯାଇଛି । ନ୍ୟୁଜ୍ ପୋର୍ଟାଲ୍ ‘ଓଡ଼ିଆ ବାର୍ତ୍ତା’ ପକ୍ଷରୁ ସିଧାପ୍ରସାରଣ କରାଯାଇଥିବା ଏହି…