କବିତା : ଘର
ନିରୂପମା ପତି
ସରଗଠୁଁ ଵଡ ଏହି ଆମ ଘର
ଘର ନୁହେଁ ସେହି ଭାଵର ମନ୍ଦିର
ସ୍ନେହ, ଶ୍ରଦ୍ଧା, ପ୍ରୀତି ଥାଏ ନିରନ୍ତର
ଶାନ୍ତି ମୈତ୍ରୀର ସେ ଏକାନ୍ତ ନିର୍ଝର
ସେଘରେ ଜନମ ମୋର
ଵାପା,ମା, ଭାଇ, ଭଉଣୀଙ୍କୁ ନେଇ
ଏକସୂତ୍ରେ ପରିବାର ।
ଆକାଶଠୁଁ ଵଡ ପୂଜ୍ୟ ପିତା ମୋର
ଧର୍ମ, ସ୍ବର୍ଗ,ତପ…
BREAKING NEWS