Latest Odisha News

BREAKING NEWS

Browsing Tag

Odia Poem

କବିତା : ପ୍ରେମ ଏକ

ମିନାକ୍ଷୀ ଦ୍ବିବେଦୀ    ଜୀବନ ନଈର ସାୟାହ୍ନରେ ଉଆଁସି ଜହ୍ନ ତାର ଅବାଞ୍ଛିତ ପ୍ରଶ୍ନ... ପ୍ରେମ ତ ଥିଲା ତା ଶାଶ୍ବତ ଆତ୍ମାର ତାର ପବିତ୍ର ଭାବନା ର, ତା ର ଅସଂଖ୍ୟ ଫୁଲ ଫୁଟା ହସର, ଆଜି ସେ ପ୍ରେମର ନିରୀହ ଦୀର୍ଘଶ୍ଵାସରୁ ପବନ ଚାଲିଯାଏ ଜ୍ୟୋସ୍ନା ର ବାୟୁକୋଷକୁ, ଆଉ ବର୍ଷ…

କବିତା : ମଙ୍ଗଳ ଗୀତି

ଗଦାଧର ସାହୁ  ଶୁଭେଚ୍ଛୁ ମାନଙ୍କ ସ୍ନେହ ଶ୍ରଦ୍ଧା ପ୍ରେମ ଶ୍ରଦ୍ଧେୟ ମଙ୍ଗଳ ପାଇଁ, ଥାଉ ଚିରଦିନ ରହୁ ଅମଳିନ ଏତିକି ବିନତି ସାଇଁ । ଯେ ପଥେ ଚାଲିବୁ ତାଙ୍କରି ଆଶିଷେ ଆମରି ମଙ୍ଗଳ ପାଇଁ, ସେ ପଥ ତାଙ୍କରି ଆମେ ପଥଚାରି ଦି ଦିନ ପଥିକ ହୋଇ । ଏ ଜୀବନ କ୍ଷୀଣ ନୁହେଁ…

କବିତା : ଲକ୍ଷ୍ମୀ ଶୋଇଲେଣି

ଦେବଜ୍ୟୋତି ଅବିନାଶ ଠିକ୍ ମାଣବସା ପରଦିନ, ଥଣ୍ଡା ପଡ଼ି ଯାଇଥାଏ ଲକ୍ଷ୍ମୀଙ୍କ ପାଦ। ହାତରେ ଆଉ ନଥାଏ ସେ ସେନେହ ପରଶ। ପରଷି ଦିଅନ୍ତିନି ଆଉ ସେ ଷାଠିଏ ପଉଟି। ଉଠାଇ ନିଅନ୍ତିନି ତଳେ ପଡିଥିବା ଅଇଁଠା। ପିନ୍ଧା ଶାଢ଼ୀର ନାଲି ପଣତରୁ ଲିଭି ସାରିଥାଏ ମମତା। ରୋଷ ଘର ଏବେ ଖାଲି।…

କବିତା : ଅବ୍ୟକ୍ତ

ଡମ୍ବରୁଧର ବେହେରା  ଅବ୍ୟକ୍ତ ଅଟନ୍ତି ପ୍ରଭୁ ନିରାକାର ଆଦି ଅନାଦି ଅନନ୍ତ ଯୁଗ ଯୁଗ ଧରି ମୁନି ଋଷିଗଣ ନ ପାଆନ୍ତି ଆଦି ଅନ୍ତ। ସୃଷ୍ଟି ସର୍ଜନାର ବିଶିଷ୍ଠ ବିନ୍ଧାଣୀ ରଚେ ଚର୍ମ ହାଡ଼ ମାଂସ ଦୁର୍ଲଭ ଜୀବନ ଶରୀର ମଣିଷ ଚତୁର୍ଦ୍ଦିଗେ ବେଢ଼ି ଫାଶ। ସଂସାର ରୂପକ ଗଭୀର ଜଳରେ…

କବିତା : ମତେ ମୋ ପରି

ସାଗରିକା ଦାସ ଅଦୃଶ୍ଯ ମୋ ଇଛାର ପରିଧିରେ ମୋତେ ମୋ ପରି ରହିବାକୁ ଦିଅ , ଯେମିତି ମୁଁ ମୋତେ ବୁଝାଇ ନେଇଛି ଥାପୁଡାଇ ମନକୁ ଫୁସଲେଇ ଦେଇଛି ଯାହା ନଥିଲା ମୋର , ନପାଇବାର ହିଁ ଥିଲା...... ସବୁ ପାଇଲେ ଅବା ଜୀବନ ନଷ୍ଟ ! ତୁମ ଦୁନିଆର ଝାପସା ଆଲୋକ ସଞୁଆ ପବନରେ କିଛି ମହକ…

କବିତା : ନିବେଦନ

ଗଦାଧର ସାହୁ  ହେ ପ୍ରଭୁ ! ମୋ ଗର୍ବ ମୋ ଅହଂକାର ଅତି ଦାନର ବଡିମା, ତୁମର ଗୋଟିଏ ପାଦ ତଳକୁ ନିଅଣ୍ଟ । ଥରେ ତୁମେ ଚାପିଥିଲ ତୁମ ପାଦ ବଳି ରାଜା ମଥା ପରେ, ଲଭିଥିଲେ ଶାନ୍ତି, ମୁକ୍ତି ମୋକ୍ଷ ପ୍ରାପ୍ତି ସେ ପାଦ ସ୍ପର୍ଶରେ । ଏବେ ତୁମେ ଆଉଥରେ ଚାପିଦିଅ ସେହି ପାଦ ସକଳ…

କବିତା : ନିର୍ଣ୍ଣୟ

ବଳରାମ ପୂଜାରୀ ବାହୁଡୁଥିଲେ ତମାମ ମୃତ୍ୟୁ ମୁହାଁ ପ୍ରତିଜ୍ଞାସବୁ ? ଖୋଳପା ଛଡେଇ ଆୟୁଷମାନେ ପାଲଟୁ ଥିଲେ ପ୍ରାରବ୍ଧର ପାଲଟାବାଘ ? ଦିର୍ଘାୟୁ ପ୍ରାପ୍ତ ଆଶୀର୍ବାଦର ଆହୁତିରେ ଭସ୍ମ ହେଉଥିଲେ ଭ୍ରମିତ ଆଣ୍ଟପଣର ଅସୀମ ଧୈର୍ଯ୍ଯ, ବାଟ ଭାଙ୍ଗୁଥିଲେ, ଅଭେଦ୍ଯ ଅସହିଷ୍ଣୁ ଓ ଅନଭିଜ୍ଞ…

କବିତା : ଗୁରୁ

ସୁପ୍ରିୟା ପଣ୍ଡା ଆପଣ ନ ଥିଲେ ହୁଏତ , ମୁଁ ଦେଖି ପାରିନଥାନ୍ତି ଜ୍ଞାନର ଆଲୁଅ । ମିଞ୍ଜି ମିଞ୍ଜି ଜଳୁଥିବା ଡିବିରିର ଧୂଆଁର ପରସ୍ତ ଶୁଖି ପାରିନଥାନ୍ତା ବି ଲୁହ । କେତେ ମୋର ଅପାରଗପଣ ଉଡ଼ିବାର ଅଳ୍ପ ଟିକେ ଆଶା ପରାଜିତ କ୍ଷଣର ସଂଶୟ । କାଉଁରିଆ କାଠିର କି ବଳ ସମ୍ମୋହନ…

କବିତା : ବର୍ଷା ଆଉ ତୁମେ

ଶୁଭ୍ରାଂଶୁ ଶେଖର ମାହୁନ୍ତ  ତନୁମନ ମୋର ବିମୋହିତ ହୁଏ ବରଷାକୁ ଆଜି ଦେଖି , ବରଷାରେ ଭିଜି ଆସନ୍ତ କି ତୁମେ ଆଖି ମୋ ଯାଆନ୍ତା ଲାଖି । ଓଦା କବରୀର ନିଆରା ବାସ୍ନାରେ ହଜି ମୁଁ ଯାଆନ୍ତି ସତେ, ତୁମ କଥା ଭାଳି ଶିହରିତ ହୁଏ ଆବେଗପଣରେ କେତେ । ଦୁର୍ଲ୍ଲଭ ଇଛାର ଅଝଟପଣରେ…

କବିତା : ଆହେ ଗଜାନନ

ନିରୁପମା ପତି ଆହେ ଗଜାନନ ପାର୍ବତୀ ନନ୍ଦନ ବିଘ୍ନ ବିନାଶନ ଗଣପତି , ରକ୍ତବର୍ଣ୍ଣ ତୁମେ ପାଶଙ୍କୁଶ ଧାରୀ ସର୍ବ ସିଦ୍ଧିଦାତା ରମ୍ୟକାନ୍ତି ।(୧) ପ୍ରଭୁ ଏକଦନ୍ତ ପାର୍ବତୀ କୁମର ଗଜେନ୍ଦ୍ର ବଦନ ଲମ୍ବୋଦର, ରିଦ୍ଧି-ସିଦ୍ଧିଦାତା ହେ ବିଶ୍ଵ କରତା ଗିରିଜା ତନୟ ପ୍ରିୟବର।(୨)…