Latest Odisha News

BREAKING NEWS

Browsing Tag

Odia Poem

କବିତା : ଫେରିବାର ବେଳ

ସାଧନା ପଣ୍ଡା ଦକ୍ଷିଣକୁ ଯେବେ ମୋଡ ହେଲା ରଥ ସେ ଦିନୁ ତା ମୁହଁ ଶୁଖିଛି ନଅଦିନ ଖେଳ ସରିଆସୁଅଛି ଯାଣି ତଳମୁହାଁ ବସିଛି । ଶୂନ୍ୟପଣ ଭରି ସେ ଚକାନୟନେ ଗୋଟିଗୋଟି କୁ ସେ ଚାହିଁଛି ଫେରିବାକୁ ତିଳେ ମନ ନାହିଁ ତାର ଅଧରୁ ଯେ ହସ ଲିଭିଛି। ଗୁଣ୍ଡିଚା ପରଷା ସରି ସରି ଆସେ…

କବିତା : ନନ୍ଦିଘୋଷ

ଅଜୟ କୁମାର ମହାନ୍ତି  ପ୍ରସ୍ତୁତିର‌ ପର୍ବ ପ୍ରାୟ ଶେଷ ବଡ଼ଦାଣ୍ଡରେ ସଜ୍ଜିତ ତିନି ରଥ ସବୁ ଚାଲିଛି ଵ୍ଯବସ୍ଥା ମୁତାବକ ରଥେ ବିଜେ ହେବେ ଜଗନ୍ନାଥ। ପହଣ୍ଡିରେ ବିଜେ ହେବେ ଦର୍ଶନେ ଆତୁର ଦେଶ ବିଦେଶ ରଥଯାତ୍ରା ପାଇଁ ହେଇ ସଜବାଜ ଦାଣ୍ଡେ ଗଡ଼ିଯିବ ନନ୍ଦିଘୋଷ।। ମନରେ ଦୁଃଖର…

କବିତା : କାଳିଆ ସାଆନ୍ତେ ହୋ

ଡମ୍ବରୁଧର ବେହେରା  କାଳିଆ ସାଆନ୍ତେ ଡାକନ୍ତି ସଭିଏଁ ଧନୀ, ଦୀନ, ହିନ ଜନ ଘୋଷ ଯାତରାରେ ଦେଖନ୍ତେ ତୁମ୍ଭଙ୍କୁ ଫେଡି ଯେ ' ଦୁଇ ନୟନ।। ହରିବୋଲ ହୁରି ହୁଳହୁଳି ଡାକେ ହରି ଥା'ନ୍ତ ଭକ୍ତ ମନ ହେ ଚକା ନୟନ କରୁଣା ସାଗର କପାଳେ ଦେଇ ଚନ୍ଦନ ।। ମନ କି ବଳୁନି ସୁନା ବେଶ ଲାଗି…

କବିତା : ମାଦଳା ୨୦୨୧

ପ୍ରମେଶରଙ୍କ ରଥ ବଡଦାଣ୍ଡେ ଗଡିଲା କେତେ ନୂଆ ନୂଆ କଥା ଘଟିଲା ନିରିଘଣ୍ଟ କାଳରେ ନୀତି ବଢିଲା ଧାଡି ପହଣ୍ଡିରେ ଟାହିଆ ଝୁଲିଲା ଗଜପ୍ତି ଛେରା ପହଁରା କଲେ ଏସନ ବିରଳ ଯାତ ବୋଲି ମାନିଲେ ସ୍ନାହାନ ବେଦିକୁ ଆସିନଥିଲେ ଗୁରୁଜୀ ରଥରେ ଦରଶନ କଲେ ସବୁ ପ୍ରମେଶରଙ୍କ ଲୀଳା ବୋଇଲେ ।…

କବିତା : ମୋ ଚକାନୟନ

ବନ୍ଦନା ପଣ୍ଡା  ଧନ ମୋର! କାହିଁକି ଶୁଖେଇଛୁ ମୁହଁ ? ପହଣ୍ଡିରେ ଯେମିତି ଆସୁଥିଲୁ ସେମିତି ଆସିବୁ ଝୁଲି ଝୁଲି, ରାଗିଛୁକି ଆମେ କେହି ଯାଇନାହୁଁ ବୋଲି ? ବଡ଼ଦାଣ୍ଡେ ଗଲାବେଳେ ଶଗଡ଼ିରେ ଗଡ଼ି ଖୋଜିବୁନି ପାଗଳ ଭକତ ଗହଳି ଚହଳି। ହାତଟେକି କେହି ଡେଇଁବେନି, ଡାକିବେନି କେହି…

କବିତା : ଅଷ୍ଟମ ଗର୍ଭର ଝିଅ

ମାନସ ରଞ୍ଜନ ମହାପାତ୍ର ଅଷ୍ଟମ ଗର୍ଭରେ ଶୂନ୍ୟରୁ ମିଳିଥିବା ଝିଅ ମିଳେଇଯାଏ ପବନରେ ଅଜାଣତରେ ଦିଗବଳୟରେ ସମଗ୍ର ଇତିହାସକୁ ବଞ୍ଚେଇରଖିବାକୁ ସବୁକାଳେ ବଳିପଡନ୍ତି ଝିଅମାନେ କେବେ ବଞ୍ଚେଇବାକୁ ଇଶ୍ଵର ତ କେବେ ରାଜମୁକୁଟ ହଜିଯାଏ ଗୋଟେ କୋମଳ ସ୍ଵର ଜୟଜୟକାର ନିନାଦରେ…

କବିତା : ସ୍ୱପ୍ନ

ରବି ପଣ୍ଡା  ଆକାଶର ଅଗଣାରୁ ଉଙ୍କି ମାରେ କିଏ ଏ ରୂପସୀ ରୂପେଲୀ ପଣତ ତାର ଦିଗନ୍ତରୁ ଦିଗନ୍ତକୁ ଛୁଏଁ ମୁହେଁ ତା' ଝଲସୁଥାଏ ମାୟାବିନୀ ଝକମକି ହସ କଥାକୁହା ଆଖିରେ ସେ ଅକୁଣ୍ଠିତ ଆମନ୍ତ୍ରଣ ଦିଏ। କୃଷ୍ଣଚୂଡ଼ା ଠିଆ ଥାଏ, ଡାଳେଡାଳେ ପେନ୍ଥା ପେନ୍ଥା ଫୁଲ ଛାତିରେ ଛାତିଏପ୍ରେମ,…

କବିତା : କରୋନା-କାରୁଣ୍ୟ ପ୍ରତ୍ୟୁତ୍ତର

ସତ୍ୟନାରାୟଣ ଆଚାର୍ଯ୍ୟ  ମହାମନ୍ୟା ବିଶ୍ୱବନ୍ଦ୍ୟା ଉଗ୍ରତାରା କଲ୍ୟାଣମୟୀ-ଜଗଦ୍ଧାତ୍ରୀ-ଜଗଦମ୍ବିକେ ସୂକ୍ଷ୍ମାତି ସୂକ୍ଷ୍ମ ରୂପିଣୀ ମୃତ୍ୟୁଭେଦ ସଂଚାରିଣୀ ଶବ ଶିବାରାଧ୍ୟା ଆରୁଡ଼ା ମହାତାଣ୍ଡବ ତଟିନୀ ଜନମୁଖେ -ଆର୍ତ୍ତ ଚିତ୍କାର-ଜନପଦେ, ଶ୍ମଶାନେ , ବିଶ୍ୱ କ୍ରୀଡ଼ାଙ୍ଗନ ।…

କବିତା : ବୋଉ

ସ୍ମୃତି ରଞ୍ଜନ ତ୍ରିପାଠୀ ଗୋଟେ ପାହାଡକୁ ଦେଖିଲି ଝରିବାର ଲୁଚାଚୋରା ସମ୍ପର୍କ ସବୁ ଏବେ ଆଗ ଧାଡିରେ ସେ ସବୁ ବି ଅମାନିଆ କୋଉଠି ଫେରିବାର ନାଁ ଧରୁନାହାଁନ୍ତି ସତେ ଯେମିତି ଆଖିରୁ ପୁଣି ଆଖିକୁ ଗୋଟେ ବୁଢା ବରଗଛ କୋରଡ ଖୋଜିବା ବାହାନା କରୁଛି।। ଆଜି ଜାଣିଲି ଲୁହର ଘର ନ ଥାଏ…

କବିତା : ତୁମକୁ ଯେ ପ୍ରେମ କରିବି

ମାନିଲି ଯେ କେବେ ନା କେବେ ଥରେ ମରିବା ଦରକାର ହେଲେ ସେଥିପାଇଁ ମୁଁ ଯେ ନିଜେ ନିଜକୁ ହାଣିବି ତା' ଜରୁରୀ ନୁହେଁ ।୧। ମାନିଲି ଯେ ଗାଁରେ ଘର କରିଥିଲେ ବେଳେବେଳେ ଭୋଟ ଦେବାକୁ ପଡ଼େ ହେଲେ ସେଥିପାଇଁ ଯେ ଜିତିବାକୁ ଥିବା ଲୋକର ବୋତାମ ଚିପିବି ତା' ଜରୁରୀ ନୁହେଁ…