Latest Odisha News
Browsing Tag

Odisha BJP

ବୃହତ ବିଜୟ ଅଭିମୁଖେ ବିଜେଡି, ଚିତ୍ ମାରିଲେ ବିରୋଧୀ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବୃହତ ବିଜୟ ଅଭିମୁଖେ ବିଜେଡି । ବର୍ତ୍ତମାନ ସୁଦ୍ଧା ଗଣତିରୁ ରେକର୍ଡ ଜିଲ୍ଲା ପରିଷଦ ଆସନ ହାତେଇଛି ଦଳ । ମୋଟ୍ ୮୫୧ଟି ଜିଲ୍ଲା ପରିଷଦ ଜୋନରୁ ବର୍ତ୍ତମାନ ସୁଦ୍ଧା ୭୮୭ଟିରେ ଫଳାଫଳ ପ୍ରକାଶ ପାଇଛି । ସେଥିରୁ ବିଜେଡି ଏକାକୀ ହାତେଇି ୭୦୩ ଜିଲ୍ଲା ପରିଷଦ…

କୋଟିଆ ଗସ୍ତରେ ରାଜ୍ୟ ବିଜେପିର ପ୍ରତିନିଧି ଦଳ; ଲୋକଙ୍କ ସହ ମିଶିବେ, ସମସ୍ୟା ବୁଝିବେ

ଭୁବନେଶ୍ୱର: ୧୯୩୬ ମସିହା ଅର୍ଥାତ୍ ସ୍ୱାଧୀନତା ପୂର୍ବରୁ କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳର କୋଟିଆ ପଞ୍ଚାୟତ ଓଡ଼ିଶା ଭୂଖଣ୍ଡରେ ରହିଛି । କିନ୍ତୁ ଏବେ ସେଠି ଆନ୍ଧ୍ର ପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରିବା ଲାଗି ମସୁଧା ଚଳାଇଛନ୍ତି । ଦୀର୍ଘ ଦିନ ଧରି କୋଟିଆ ପଞ୍ଚାୟତକୁ ନେଇ ଦୁଇ…

ରାମ ମନ୍ଦିର ନିର୍ମାଣ ଅଭିଯାନରେ ସାମିଲ ହେଲେ ସମୀର ମହାନ୍ତି

ଭୁବନେଶ୍ବର : ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଆରମ୍ଭ ହୋଇଛି ଅଭିଯାନ । ନିଧି ସମର୍ପଣ ସମିତି ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନରେ ସାମିଲ ହୋଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ କିଛି ଅର୍ଥ ଦାନ କରିବା ସହ ଏଭଳି ଏକ…

ମହାଙ୍ଗାରେ ବିଜେପି ନେତାଙ୍କ ହତ୍ୟାକାଣ୍ଡକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର: ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀଙ୍କୁ ନିର୍ମମ ହତ୍ୟାକାଣ୍ଡକୁ ଦୁଇ ଦିନ ବିତିଲାଣି । ତଥାପି ପୋଲିସ ହାତ ଖାଲି । ଏହାକୁ ନେଇ ତେଜିଛି ରାଜନୀତି । ବିଜେପି ୪୮ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କ ଗିରଫ ଦାବି କରିଛି । ନଚେତ ରାଜ୍ୟର ପ୍ରତି ଗଳିକନ୍ଦିରେ ଆନ୍ଦୋଳନ…

ପରୀ ପାଇଁ ବିଜେପି ପଦଯାତ୍ରାର ଆଦି ଦ୍ୱିତୀୟ ଦିନ

ଭୁବନେଶ୍ୱର: ନୟାଗଡ଼ ନାବାଳିକା ପରୀକୁ ନ୍ୟାୟ ଦେବାକୁ ବିଜେପି ଆରମ୍ଭ କରିଥିବା ପଦଯାତ୍ରାର ଆଜି ଦ୍ୱିତୀୟ ଦିନ । ଆଜି ଯାଆଁଳାରୁ ପଦଯାତ୍ରା ନୟାଗଡ଼ ଯଦୁପୁର ଅଭିମୁଖେ ବାହାରିବ । ଗତକାଲି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ଏହି ପଦଯାତ୍ରା ବାହାରି ଯାଆଁଳା ଯାଏ ଯାଇଥିଲା । ପାଞ୍ଚ ଦିନରେ…

ପରୀ ପାଇଁ ଆଜିଠୁ ବିଜେପିର ପଦଯାତ୍ରା, ଲିଙ୍ଗରାଜ ମନ୍ଦିରରୁ ଯଦୁପୁର ଯାଏ

ଭୁବନେଶ୍ୱର: ନୟାଗଡ଼ ନାବାଳିକା ‘ପରୀ’କୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଦଳ ପକ୍ଷରୁ ସମସ୍ତ ବିଧାନସଭା କ୍ଷେତ୍ରରେ ପଦଯାତ୍ରା ଚାଲିଛି । ଆଜି କୁନି ଝିଅକୁ ନ୍ୟାୟ ଦେବା ଦାବିରେ ଭୁବନେଶ୍ୱରରୁ ପରୀର ଗାଁ ନୟାଗଡ଼ ଜିଲ୍ଲା ଯଦୁପୁର ଯାଏ ପଦଯାତ୍ରା ଆରମ୍ଭ କରିବ ବିଜେପି ।…

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପୁରନ୍ଦେଶ୍ୱରୀ, ପଚାରିଲେ ଏସବୁ ପ୍ରଶ୍ନ

ଭୁବନେଶ୍ୱର: ବିଜେପି ପ୍ରଭାରୀ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସିଥିବା ଡି. ପୁରନ୍ଦେଶ୍ୱରୀ ରାଜ୍ୟ ସରକାର ଓ ବିଜେଡି ଉପରେ ବର୍ଷିଛନ୍ତି । ରାଜ୍ୟ ସରକାରଙ୍କ ଟାର୍ଗେଟ କରି ଅନେକ ପ୍ରଶ୍ନ ପଚାରିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ । ପୁରନ୍ଦେଶ୍ୱରୀ କହିଛନ୍ତି, ୨୦୧୪ରେ…

ପରୀକୁ ନ୍ୟାୟ ଦାବିରେ ରାଜ୍ୟ ବିଜେପି କରିବ ପଦଯାତ୍ରା 

ଭୁବନେଶ୍ୱର: ନୟାଗଡ଼ ନାବାଳିକା ହତ୍ୟା ମାମଲାକୁ ନେଇ ରାଜନୀତି ଥମୁନି । ନାବାଳିକାକୁ ନ୍ୟାୟ ଓ ଘଟଣାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ବରଖାସ୍ତ  ଦାବି କରୁଛି ବିଜେପି । ଦଳ ଏବେ ନିଷ୍ପତ୍ତି ନେଇଛି ପରୀକୁ ନ୍ୟାୟ ଦେବା ପାଇଁ ପଦଯାତ୍ରା କରିବ । ଏନେଇ ସୂଚନା ଦେଇଛନ୍ତି ବିଜେପି…

ରାଜ୍ୟରେ ମନ୍ଦିର ଖୋଲିବେ କେବେ, ଘୋଷଣା କରନ୍ତୁ ସରକାର: ବିଜେପି

ଭୁବନେଶ୍ୱର: ରାଜ୍ୟରେ କେବେ ଖୋଲିବ ମନ୍ଦିର ? ସରକାର ମନ୍ଦିର ଖୋଲିବା ନେଇ ଘୋଷଣା କରନ୍ତୁ । ଏହି ଦାବି ରଖିଛି ରାଜ୍ୟ ବିଜେପି । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦ କହିଛନ୍ତି, ମାଆ ବୈଷ୍ଣୋ ଦେବୀଙ୍କ ମନ୍ଦିର ଖୋଲିଛି । ନୀତି ନିୟମ ଭିତରେ ଦର୍ଶନ ଚାଲିଛି । ବାଲାଜୀ…

ବିଜେପିରେ ସାମିଲ ହେଲେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ

ଭୁବନେଶ୍ୱର:  ରାଜ୍ୟ ବିଜେପିି ସଭାପତି  ସମୀର ମହାନ୍ତିଙ୍କ ଉପସ୍ଥିତିରେ ମଙ୍ଗଳବାର ଦିନ କଂଗ୍ରେସ ନେତା ତଥା ବାରଙ୍ଗ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଗୁରୁ ଚରଣ ସ୍ୱାଇଁ ବିଜେପିିରେ ସାମିଲ ହୋଇଛନ୍ତି । କୁରାଙ୍ଗ ଶାସନର ପୂର୍ବତନ ସରପଂଚ ଦିଲୀପ କୁମାର ପାତ୍ର, ବିଚିତ୍ରାନନ୍ଦ ପ୍ରଧାନ, ଅଶୋକ…