Latest Odisha News

BREAKING NEWS

Browsing Tag

Odisha BJP

୨୦୨୪ ପାଇଁ ବିଜେପି ଫୋକସରେ ଓଡ଼ିଶା, ସେପ୍ଟେମ୍ବର ଶେଷ ଆଡ଼କୁ ଆସିବେ ଜେପି ନଡ୍ଡା

ଭୁବନେଶ୍ୱର: ୨୦୨୪ ପାଇଁ ବିଜେପି ଫୋକସରେ ଓଡ଼ିଶା । ଅମିତ ଶାହ ଆସିଥିଲେ, ଏବେ ଜେପି ନଡ୍ଡା ଆସିବେ । ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଗୋଟି ଚାଳନା କରୁଛି ବିଜେପି । ଫୋକସରେ ରହିଛି ଓଡ଼ିଶା । ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିବା ବିଜେପି ୨୦୨୪ରେ ସରକାରକୁ ଆସିବା ପାଇଁ ପ୍ରସ୍ତୁତ…

[ଦେଖନ୍ତୁ ଭିଡିଓ] ଅମିତ ଶାହଙ୍କ ଓଡ଼ିଶା ଗସ୍ତ ନେଇ ବିଜେପିର ଉତ୍ସାହ, ବିରୋଧୀ ଛାନିଆ

ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ଅମିତ ଶାହ । ଉତ୍ସାହରେ ରାଜ୍ୟ ବିଜେପି । ରବିବାର ଠାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଯାହାକୁ ନେଇ ରାଜ୍ୟ ବିଜେପି ନେତୃତ୍ୱଙ୍କ ମନରେ ଉତ୍ସାହ ଦେଖା ଦେଇଛି । ଅମିତ ଶାହ ରବିବାର ରାତିରେ ଭୁବନେଶ୍ୱର ପହଞ୍ଚି ସୋମବାର ସକାଳେ…

ନିଜକୁ ନିଜେ ଅଯୋଗ୍ୟ, ଅପାରଗ କହି ହେଉଛି ଓଡ଼ିଶା ବିଜେପି !

- ଦେବଦତ୍ତ ରଥ ଭୁବନେଶ୍ୱର: ପ୍ରଥମ ଥର ପାଇଁ ଜଣେ ଓଡ଼ିଆ, ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ପ୍ରାୟତଃ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ସମସ୍ତ ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର କଥା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଓଡ଼ିଶାକୁ ଗୁରୁତ୍ୱ ଦେଇ ଆସୁଛନ୍ତି ବୋଲି ଓଡ଼ିଶା…

ସିସିଟିଭି ଫୁଟେଜ ଦେଖାଇ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା କୋଦଳାରେ ପୋଲିସ ଦ୍ୱାରା ବିଜେପି କାଉନସିଲରଙ୍କ ଶ୍ୱଶୁରଙ୍କୁ ଗିରଫ ଘଟଣାରେ କଡା ଜବାବ ରଖିଛି ବିଜେପି । ପୁଲିସ ମିଛ କେସରେ ବିଜେପି କାଉନସିଲରଙ୍କ ଶ୍ୱଶୂରକୁ ଗିରଫ କରିଛି ବୋଲି ବିଜେପି କହିଛି। ସିସିଟିଭି ରେକର୍ଡିଂ ଦେଖାଇ ପୁଲିସ ଶାସକ ଦଳର ହାତବାରିସି…

ବଦଳିବେ ବିରୋଧୀ ଦଳ ନେତା !

ଭୁବନେଶ୍ୱର: ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ଦୀର୍ଘ ଦିନ ଧରି ଅସୁସ୍ଥ ରହିଛନ୍ତି । ତେଣୁ ତାଙ୍କ ସ୍ଥାନରେ ନୂଆ ବିରୋଧୀ ଦଳର ନେତା କିଏ ହେବ ସେ ନେଇ ବିଜେପି ବିଧାୟକ ଦଳର ଏକ ବୈଠକ ହୋଇଛି । ଦିଲ୍ଲୀ ଗସ୍ତରେ ଏହି  ସମସ୍ତ ବିଧାୟକ ଥିବା ବେଳେ ଶୀର୍ଷ ନେତୃତ୍ୱଙ୍କୁ ଭେଟି ବିରୋଧୀ ଦଳର…

‘ମୁଖ୍ୟମନ୍ତ୍ରୀ ହେବାକୁ ଯଦି ଇଚ୍ଛା ଧର୍ମେନ୍ଦ୍ର ରାଜ୍ୟ ବିଜେପିରେ ରୁହନ୍ତୁ’

ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳ ପରେ ଦିଲ୍ଲୀ ଯାଇ ଫେରିଛନ୍ତି ରାଜ୍ୟ ବିଜେପିର ପ୍ରମୁଖ ନେତା । ନିର୍ବାଚନ ଫଳାଫଳରେ ଶାସକ ଦଳ ବିଜେଡି ଆଗରେ ବିଜେପି ମୁଣ୍ଡ ନଟେକିପାରିବା ରାଜ୍ୟ ବିଜେପିର ନେତୃତ୍ୱ ଉପରେ ଅନେକ ପ୍ରଶ୍ନ ଛିଡା କରିଛି । ତେଣୁ ରାଜ୍ୟ ବିଜେପିର ନେତୃତ୍ୱ ଜଣେ ବଡ…

ଅପ୍ରିୟ ସତ କହି ରାଜ୍ୟ ବିଜେପି ସଭାପତିଙ୍କୁ ଟାର୍ଗେଟ କଲେ କି ଅପରାଜିତା ?

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଦଳୀୟ ପ୍ରାର୍ଥୀଙ୍କ ପ୍ରଦର୍ଶନ ପାଇଁ ସେ ରାଜ୍ୟ ନେତୃତ୍ୱକୁ ସିଧା ଦାୟୀ କରିଛନ୍ତି । ପ୍ରଥମଥର ପାଇଁ ସେ ନିଜେ ଏପରି କଥା କହିଛନ୍ତି ଯାହା ପୂର୍ବରୁ କେବଳ…

ସରିଗଲା ପ୍ରଚାର, ମୈଦାନକୁ ଓହ୍ଲାଇଲେନି ବିଜେପିର ହେବିଓ୍ୱେଟ୍

ଭୁବନେଶ୍ୱର: ମହାନଗର ନିଗମ ଏବଂ ପୌର ନିର୍ବାଚନ ପାଇଁ ପ୍ରଚାର ସରିଗଲା କିନ୍ତୁ ମୈଦାନକୁ ଓହ୍ଲାଇଲେନି ବିଜେପିର ହେବିଓ୍ୱେଟ୍ ନେତା । ପଞ୍ଚାୟତ ନିର୍ବାଚନର ପରାଜୟ ପରେ ବିଜେପି ମହାନଗର ଏବଂ ପୌର ନିର୍ବାଚନ ଉପରେ ଜୋରଦାର ଫୋକସ କରିବ ଏବଂ ପଞ୍ଚାୟତ ନିର୍ବାଚନର ଭୁଲରୁ ଶିକ୍ଷାଲାଭ କରି ଶାସକ…

ନଡ୍ଡାଙ୍କ ସାମ୍ନାରେ ରାଜ୍ୟ ବିଜେପିର ଗୁମର ଖୋଲିଲେ ପ୍ରଭାରୀ ପୂରନ୍ଦେଶ୍ୱରୀ !

ଭୁବନେଶ୍ୱର: ରାଜ୍ୟ ବିଜେପିର ପଞ୍ଚାୟତ ପ୍ରଦର୍ଶନକୁ ନେଇ ବିଜେପି ସଭାପତି ଜେପି ନଡ୍ଡା ବୈଠକ କରିଛନ୍ତି । ପ୍ରଭାରୀ ଡି. ପୂରନ୍ଦେଶ୍ୱରୀ , ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ ତିନି ସାଧାରଣ ସମ୍ପାଦକଙ୍କୁ ନେଇ ଶନିବାର ଦିଲ୍ଲୀରେ ବୈଠକ ବସିଥିଲା ବୋଲି ସୂଚନା ମିଳିଛିା ଏହି ବୈଠକରେ…

ବିରୋଧୀ ଗଡ଼ ଧ୍ୱସ୍ତବିଧ୍ୱସ୍ତ: ୧୦ ଜିଲ୍ଲାରେ ବିଜେପି, ୧୮ ଜିଲ୍ଲାରେ ଖାତା ଖୋଲି ପାରିଲାନି କଂଗ୍ରେସ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବିରୋଧୀ ଗଡ଼ ଧ୍ୱସ୍ତବିଧ୍ୱସ୍ତ । ୨୦୧୭ରେ ଯେଉଁଠି ପଦ୍ମ ଫୁଟିଥିଲା ଏଥର ସେଠାରେ ଶଙ୍ଖ ନାଦ । ଗତଥର ଅପେକ୍ଷା ବିଜେପି ୨୫୫ ଆସନ ହରାଇଛି । ୨୦୧୭ରେ ବିଜେପି ପ୍ରାର୍ଥୀ ୨୯୭ ଜିଲ୍ଲା ପରିଶଦ ଜୋନରେ ବିଜୟୀ ହୋଇଥିଲେ । ଏଥିର ମାତ୍ର ୫ ପ୍ରତିଶତ ଜିଲ୍ଲା ପରିଷଦ…