Latest Odisha News

BREAKING NEWS

Browsing Tag

Odisha Corona Positive Cases

ଆଜି ରାଜ୍ୟରୁ ୬୫୯୯ କରୋନା ପଜିଟିଭ୍, ଗଞ୍ଜାମରେ ଦିନକରେ ସଂକ୍ରମଣ ବଢ଼ିଲା ୭୦%

ଭୁବନେଶ୍ୱର: ଗତକାଲି କମିଥିଲା । ଆଜି ରାଜ୍ୟରେ ପୁଣି ବଢ଼ିଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬ହଜାର ୫୯୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୩୮୨୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୭୭୨ଟି ରହିଛି । ଖୋର୍ଦ୍ଧା ଜିଲ୍ଲାରୁ…

କରୋନାର ଲମ୍ବା ଲମ୍ଫ: ଓଡ଼ିଶାରେ ୪୦୦୦ ଡେଇଁଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କରୋନା ମାରୁଛି ଲମ୍ବା ଡିଆଁ । ଦିନକରେ ସଂକ୍ରମଣ ୪ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୪ହଜାର ୪୪୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୫ଶହ ୭୪ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୮ଶହ ୭୧ଟି ।…

ରାଜ୍ୟରୁ ୩୬୬୪ କରୋନା ପଜିଟିଭ୍: ଖୋର୍ଦ୍ଧାରେ ଦିନକରେ ବଢ଼ିଲା ୪୧%, ୧୦ ଜିଲ୍ଲାରେ ସ୍ଥିତି ସଙ୍ଗୀନ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ସମ୍ଭୀର ଆଡକୁ ଗତି କରୁଛି । ଦୈନିକ ସଂକ୍ରମଣ ଉପରମୁହିଁ । ପ୍ରତିଦିନ ଲମ୍ବା ଲମ୍ଫ ମାରୁଛି ମହାମାରୀ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ହଜାର ୬୬୪ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨ହଜାର ୧୨୭ ଓ ଲୋକାଲ୍…

ରାଜ୍ୟରୁ ୨୪ ଘଣ୍ଟାରେ ୨୪ ଜିଲ୍ଲାରୁ ୪୬୨ କରୋନା ପଜିଟିଭ୍, ନୂଆପଡ଼ାରେ ବଢୁଛି

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ଏବେ ପାଖାପାଖି ପାଞ୍ଚ ଶହ ପଜିଟିଭ୍ କେସ୍ ବାହାରୁଛି । ଗତ ୨୪ ଘଣ୍ଟାରେ ୨୪ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୪୬୨ ନୂଆ ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୭୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୮୯ଟି ।…

ନୂଆପଡ଼ାରେ ବଢୁଛି କରୋନା କାୟା, ଆଜି ରାଜ୍ୟରୁ ୨୩୪ ପଜିଟିଭ୍

ଭୁବନେଶ୍ୱର: ପଡ଼ୋଶୀ ଛତିଶଗଡ଼ରେ କରୋନା ସଂକ୍ରମଣ ବଢୁଛି । ଓଡ଼ିଶା ସୀମାନ୍ତ ଜିଲ୍ଲା ମାଲକାନଗିରି, ନୂଆପଡ଼ା ଓ ନବରଙ୍ଗପୁରରୁ ବଢୁଛି ଭୟ । ଗତ ୨୪ ଘଣ୍ଟାରେ ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୩୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଯାହାକି ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ । ଗତ ୨୪…

ମାଡୁଛି ମହାମାରୀ: ଆଜି ରାଜ୍ୟରୁ ୧୪୬ ପଜିଟିଭ୍, ଖୋର୍ଦ୍ଧାରେ ସର୍ବାଧିକ ୩୫ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ପୁଣି ଥରେ ଶହେ ପାର କରିଛି ଦୈନିକ ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୪୬ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୮୭ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ୫୯ଟି ରହିଛି । ୧୯ ଜିଲ୍ଲାରୁ…

ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ: ଆଜି ଚିହ୍ନଟ ହେଲେ ୯୪ କରୋନା ପଜିଟିଭ୍

ଭୁବନେଶ୍ୱର: ବେଶ କିଛି ଦିନ କମିବା ପରେ ରାଜ୍ୟରେ ପୁଣି ବଢୁଛି ଦୈନିକ କରୋନା ସଂକ୍ରମଣ । ପ୍ରତିଦିନ ଶହେରୁ କମ୍ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ବି ସଂଖ୍ୟା ପୂର୍ବ ଅପେକ୍ଷା ଏବେ ବଢ଼ିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ସଂକ୍ରମିତ ହୋଇଛନ୍ତି ଆଉ ୯୪ଜଣ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ…

ଆଜି ରାଜ୍ୟରୁ ୬୮ କରୋନା ପଜିଟିଭ୍, ନୟାଗଡ଼ ଓ ଢେଙ୍କାନାଳ କରୋନା ମୁକ୍ତ

ଭୁବନେଶ୍ୱର: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିଲେ ବି ରାଜ୍ୟରେ ନିୟନ୍ତ୍ରଣ ଭିତରେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨୧ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୬୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାନରୁ ୪୦ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୮ଟି ।…

ଆଜି ରାଜ୍ୟରୁ ୬୯ କରୋନା ପଜିଟିଭ୍, ୧୨ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ଆଜି ରାଜ୍ୟର ୧୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି କରୋନା ଆକ୍ରାନ୍ତ । ୨୪ ଘଣ୍ଟାରେ ୬୯ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪୧ ଜଣ ଅଛନ୍ତି । ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୮ଟି । ୧୨ ଜିଲ୍ଲାରୁ କେହି ନୂା ସଂକ୍ରମିତ ହୋଇ ନାହାନ୍ତି । ଗତ ୨୪…

ରାଜ୍ୟର ୨୦ ଜିଲ୍ଲାରୁ ଆଜି ୭୦ କରୋନା ପଜିଟିଭ୍, ନୂଆପଡ଼ାରୁ ସର୍ବାଧିକ ୧୧

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି କରୋନା । ଖସୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୧୯ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୭୦ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୪୨ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୮ଟି । ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୧୧…