Latest Odisha News

BREAKING NEWS

Browsing Tag

Odisha CoronaVirus

କମିଲା କରୋନା ଡେଥ୍ କେସ୍: ୨୪ ଘଣ୍ଟାରେ ରାଜ୍ୟରୁ ୪ ମୃତ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସିଛୁ କରୋନା । କମିଲା ଦୈନିକ ମୃତ୍ୟୁସଂଖ୍ୟା । ରାଜ୍ୟବାସୀଙ୍କ ପାଇଁ ଏକ ଭଲ ଖବର । ଗତ ୨୪ ଘଣ୍ଟାରେ ରାଜ୍ୟରୁ ମହାମାରୀ ୪ ଜଣଙ୍କର ଜୀବନ ନେଇଛି । ମାତ୍ର ତିନିଟି ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ…

ରାଜ୍ୟରେ କମୁଛି କରୋନା କାୟା: ୨୪ ଘଣ୍ଟାରେ ୫୧୮ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା । ୪୦ ହଜାର ଟେଷ୍ଟ ହେଉଛି । ଚିହ୍ନଟ ହେଉଛନ୍ତି ଦୈନିକ ୬୦୦-୭୦୦ ନୂଆ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ କରୋନା ସଂକ୍ରମିତ ହୋଇଛନ୍ତି ୫୧୮ ଜଣ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୯୭ ଜଣ ଅଛନ୍ତି । ଲୋକାଲ କଣ୍ଟାକ୍ଟ କେସ୍ ବା ସ୍ଥାନୀୟ…

କରୋନାରେ ରାଜ୍ୟରୁ ଆଉ ୧୪ ମୃତ, ଅନୁଗୁଳ ଓ ସୁନ୍ଦରଗଡ଼ରୁ ବେଶୀ

ଭୁବନେଶ୍ୱର: କରୋନା କାୟା ମେଲାଇବା ସହ ଜୀବନ ନେଉଛି । ରାଜ୍ୟରେ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗି ପାରୁନି । ପ୍ରତିଦିନ ୧୦ରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୧୪ ଜୀବନ ନେଇଛି ମହାମାରୀ । ଏମାନଙ୍କ ଭିତରେ ଅଛନ୍ତି ୬ଟି ଜିଲ୍ଲାରୁ ଆକ୍ରାନ୍ତ । ଗତ କିଛି ଦିନ ହେବ…

ରାଜ୍ୟରେ କମୁଛି: ୬୦୦ ତଳକୁ ଖସିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପଜିଟିଭ୍ କେସ୍ ଛଅ ଶହ ତଳେ ରହିଛି । ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୯୪ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩୪୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୫୧ଟି । କୋରାପୁଟ…

ରାଜ୍ୟରେ କରୋନା ଡେଥ୍ କେସ: ୧୭ଶହ ପାର କଲା, ଆଖି ବୁଜିଲେ ଆଉ ୧୭

ଭୁବନେଶ୍ୱର: ପ୍ରାଣଘାତୀ କରୋନା ପ୍ରତିଦିନ ଜୀବନ ନେଉଛି । ରାଜ୍ୟରେ ବଢୁଛି ମୃତ୍ୟୁସଂଖ୍ୟା । ପ୍ରତିଦିନ ୧୫ରୁ ଅଧିକ ସଂକ୍ରମିତ ପ୍ରାଣ ହରାଉଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୧୭ ଆକ୍ରାନ୍ତ ଆଖି ବୁଜିଛନ୍ତି । ୭ ଜିଲ୍ଲାରୁ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଗତ ୨୪ ଘଣ୍ଟାରେ ପୁରୀ, ସୁନ୍ଦରଗଡ଼…

ରାଜ୍ୟରୁ ଦିନକରେ ୬୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାଠୁ କଟକରେ ଅଧିକ

ଭୁବନେଶ୍ୱର: ରାଜ୍ୟରେ କରୋନା ପଜିଟିଭ୍ କେସ୍ ବଢୁଛି । କିନ୍ତୁ ଅକ୍ଟୋବର ମାସ ଅପେକ୍ଷା ଦୈନିକ କେସ୍ କମ୍ ରହିଛି । ଏବେ ପ୍ରତିଦିନ ହଜାରେରୁ କମ୍ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ଆଉ ୬୪୪ ଜଣ । କ୍ୱାରେଣ୍ଟାଇନରୁ ୩୬୯ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି…

ରାଜ୍ୟର ୧୦ ଜିଲ୍ଲାରୁ ମହାମାରୀ ନେଲା ଆଉ ୧୬ ଜୀବନ

ଭୁବନେଶ୍ୱର: ପ୍ରାଣ ନେଉଛି ପ୍ରାଣଘାତୀ ଭାଇରସ୍ । ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଆଉ ୧୬ ଜଣ ମୃତ୍ୟୁବରଣ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୧୦ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଡେଥ୍ କେସ୍ ବଢ଼ି ବଢ଼ି…

ରାଜ୍ୟରେ ସାମାନ୍ୟ ବଢିଲା: ୨୪ ଘଣ୍ଟାରେ ୭୩୦ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୩୦ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୪୧୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୩୧୧ଟି ରହିଛି । ଆଜି ବିଭିନ୍ନ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ମୟୂରଭଞ୍ଜରୁ…

ରାଜ୍ୟରେ ୬୫୦ ତଳକୁ ଖସିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ଆକ୍ରାନ୍ତ ସଂଖ୍ୟା । ୬୫୦ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୪୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ଅଛନ୍ତି କ୍ୱାରେଣ୍ଟାଇନରୁ ୩୭୪ ଜଣ ଓ ୨୬୮ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି । ରାଜ୍ୟର ସଂକ୍ରମିତ ତାଲିକାର…

ଓଡ଼ିଶାରେ ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ପଶ୍ଚିମ ଓଡ଼ିଶାରୁ କେବଳ ୧୨ ଜଣ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । କିନ୍ତୁ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଆଉ ୧୭ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ୭ଟି ଜିଲ୍ଲାର କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ୧୭ ମୃତକଙ୍କ ଭିତରେ…