Latest Odisha News

BREAKING NEWS

Browsing Tag

Odisha Covid Positive Cases

ଆଜି ରାଜ୍ୟରୁ ୧୧୪ କରୋନା ପଜିଟିଭ୍, ୧୧ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିଥିଲେ ବି ଗତକାଲି ଅପେକ୍ଷା ଆଜି ସଂଖ୍ୟା ସାମାନ୍ୟ ବଢ଼ିଛି । ଗତକାଲି ସାରା ରାଜ୍ୟରୁ ୧୦୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୧୪ ପଜିଟିଭ୍ ବାହାରିଛନ୍ତି । କ୍ୱାରେଣ୍ଟାଇନରୁ ୬୮ ଜଣ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୪୬ଟି…

ରାଜ୍ୟରୁ ଆଜି ୧୦୮ କରୋନା ପଜିଟିଭ୍, ଏସବୁ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା କାୟା । ଗତ ୨୪ ଘଣ୍ଟାରେ ୨୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୦୮ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୬୩ ଜଣ ସଂକ୍ରମିତ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ ରେସ୍ ରହିଛି ୪୫ଟି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୨ ଜଣ ସଂକ୍ରମିତ ହୋଇଛନ୍ତି । ଏହି…

ଆଜି ରାଜ୍ୟରୁ ୧୩୦ କରୋନା ପଜିଟିଭ୍, ୬ ଜିଲ୍ଲାରେ ଶୂନ

ଭୁବନେଶ୍ୱର: ଟିକାକରଣ ଭିତରେ ରାଜ୍ୟରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୩୦ ନୂଆ ଆକ୍ରାନ୍ତ । ୨୪ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୭୬ ଜଣ ଓ ଲୋକାଲ୍…

ଆଜି ରାଜ୍ୟର ୯ ଜିଲ୍ଲାରେ ନୂଆ ସଂକ୍ରମିତ ଶୂନ, ଚିହ୍ନଟ ହେଲେ ୧୫୪ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଏବେ ଦୁଇ ଶହ ଭିତରେ ରହୁଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ନିୟନ୍ତ୍ରଣକୁ ଆସିଛି ମହାମାରୀ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୫୪ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୮୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୫ଟି । ୨୧ ଜିଲ୍ଲାରୁ ନୂଆ…

ଆଜି ଓଡ଼ିଶାରୁ ଚିହ୍ନଟ ହେଲେ ୧୪୩ କରୋନା ପଜିଟିଭ୍, ୧୯ ଜିଲ୍ଲାରେ ଦୁଇ ଅଙ୍କରୁ କମ୍ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁରୁଖୁରୁରେ ଟିକାକରଣ ଚାଲଛି । ଏହାରି ଭିତରେ ଦୈନିକ ଖସୁଛି କରୋନା ସଂକ୍ରମଣ । କାବୁ ପାଉଛି ମହାମାରୀ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୪୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୮୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହଛି ୫୯ଟି । ୨୩…

ରାଜ୍ୟର ୧୨ ଜିଲ୍ଲାରୁ ଆଜି କରୋନା ଗାଏବ, ୨୪ ଘଣ୍ଟାରେ ୧୨୨ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୨୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୭୨ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୦ଟି । ଆଜି ରାଜ୍ୟର ୧୨ ଜିଲ୍ଲାରୁ…

କମୁଛି କରୋନା କାୟା: ୨୪ ଘଣ୍ଟାରେ ରାଜ୍ୟରୁ ୧୩୪ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କରୋନା କାୟା କମୁଛି । ଦୈନିକ ପଜିଟିଭ୍ କେସ୍ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ୧୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୭୯ ଜଣ । ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୫ଟି । ମୋଟ୍ ୨୧ ଜିଲ୍ଲାରୁ…

ରାଜ୍ୟରୁ ୨୪ ଘଣ୍ଟାରେ ୨୨୪ କରୋନା ପଜିଟିଭ୍, ପାଞ୍ଚ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣ ଭିତରେ ରହିଛି ଦୈନିକ କରୋନା ସଂକ୍ରମଣ । ପ୍ରତିଦିନ ତିନି ଶହରୁ କମ୍ ନୂଆ ଆକ୍ରାନ୍ତ ବାହାରୁଛନ୍ତି । ଗତ ୨୪ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୨୬ ପଜିଟିଭ୍ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୩୧ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୯୪ଟି । ୨୫…

ରାଜ୍ୟର ୨୩ ଜିଲ୍ଲାରୁ ୨୩୦ କରୋନା ପଜିଟିଭ୍, ୧୧ ଜିଲ୍ଲାରେ ଦୁଇ ଅଙ୍କରୁ କମ୍ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା କମିଛି । ଅଧିକାଂଶ ଜିଲ୍ଲାରୁ ଦୈନିକ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ ବି କମ୍ ରହୁଛି । ଗତ ୨୪ ଘଣ୍ଟାରେ ୨୩ଜିଲ୍ଲାରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୧ ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ କମ୍ । ଦିନକରେ ବାହାରିଛନ୍ତି ୨୩୦ ପଜିଟିଭ୍ ।…

ରାଜ୍ୟରୁ ବିଦା ହେଉଛି କରୋନା: ୨୪ଘଣ୍ଟାରେ ୧୯୮ ପଜିଟିଭ୍, ୨ମୃତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଣିକି ଆଉ ଚିହ୍ନଟ ହେଉ ନାହାନ୍ତି ଦୈନିକ ନୂଆ କରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ୭ଜିଲ୍ଲାରୁ ଗାଏବ ହୋଇଛି ମହାମାରୀ । ଅର୍ଥାତ ୨୩ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ଆଜି ଚିହ୍ନଟ ହୋଇଛନ୍ତି ୧୯୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ…