Latest Odisha News
Browsing Tag

Odisha Sambad

ମଧ୍ୟାହ୍ନ ଭୋଜନରୁ ବାହାରିଲା ସାପ: ଖାଦ୍ୟ ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ

କୋଲକାତା: ପଶ୍ଚିଭମବଙ୍ଗର ବୀରଭୂମ ଜିଲ୍ଲାରେ ଗତକାଲି ଅନେକ ସ୍କୁଲ ପିଲା ମଧ୍ୟାହ୍ନ ଭୋଜନ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କୁହାଯାଉଛି, ମଧ୍ୟାହ୍ନ ଭୋଜନ  ଖାଦ୍ୟରୁ ଏକ ସାପ ବାହାରିଥିଲା ।  ଏହି ଖାଦ୍ୟ ଖାଇବା ପରେ ଏପରି…

ଠାକୁର ଅନୁକୂଳଚନ୍ଦ୍ରଙ୍କ ଆଗମନର ଶତବର୍ଷ ପୂର୍ତ୍ତି ମହୋତ୍ସବ

ପୁରୀ : ପୁରୀ ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ସତସଙ୍ଗ ଠାକୁରବାଡ଼ି ପକ୍ଷରୁ ଠାକୁର ଅନୁକୂଳଚନ୍ଦ୍ରଙ୍କ ଆଗମନର ଶତବର୍ଷ ପୂର୍ତ୍ତି ମହୋତ୍ସବ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ । ସେ କହିଥିଲେ ସତସଙ୍ଗ ସମଗ୍ର ଦେଶରେ…

‘ଓଡ଼ିଶା ସମ୍ବାଦ’ର ଖବରକୁ କପି ପେଷ୍ଟ କରୁଛି ‘ଓଡ଼ିଶା ନ୍ୟୁଜ୍ ଡେସ୍କ’ ୱେବସାଇଟ୍

ଭୁବନେଶ୍ୱର: ଡିଜିଟାଲ୍ ଯୁଗରେ ପାଠକ ଓ ଦର୍ଶକଙ୍କ ରୁଚିକୁ ଆଖି ଆଗରେ ରଖି ସମାଜର ହିତରେ ଅହରହ ଓଡ଼଼ିଶା ସମ୍ବାଦ ଖବର ପରିବେଷଣ କରୁଛି । ଆଉ କିଛି ଚତୁର ସଂସ୍ଥା ‘ଓଡ଼ିଶା ସମ୍ବାଦ’ର ଖବରକୁ କପି ପେଷ୍ଟ କରି ଛାପୁଛନ୍ତି । ‘ଓଡ଼ିଶା ନ୍ୟୁଜ୍ ଡେସ୍କ’ ନାମକ ଏକ ୱେବସାଇଟ୍ ‘ଓଡ଼ିଶା ସମ୍ବାଦ’ର…

ମହିଳା ବିଚାରପତିଙ୍କୁ କ୍ଷମା ମାଗିଲେ ଇମ୍ରାନ ଖାନ୍

ଇସଲାମବାଦ:  ନିଜ ବକ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି ଇମ୍ରାନ ଖାନ । ମହିଳା ବିଚାରପତିଙ୍କ ବିରୋଧରେ ଧମକପୂର୍ଣ୍ଣ ବକ୍ତବ୍ୟ ଦେଇ ନିଜ ଦେଶରେ ସମାଲୋଚନା ହେବା ପରେ ଭୁଲ ମାଗିଛନ୍ତି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଅନେକ ସମୟରେ ବିବାଦୀୟ ବକ୍ତବ୍ୟ ଦେଇ ନିଉଜରେ ରହୁଥିବା…

ସେପ୍ଟେମ୍ବର ୧୯ରେ ମହାରାଣୀଙ୍କ ଅନ୍ତିମ ସଂସ୍କାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପରଲୋକ ନେଇ ସାରା ବିଶ୍ବ ଏବେ ଶୋକପାଳନ କରୁଛି । କେବଳ ବ୍ରିଟେନ ନୁହେଁ ବିଶ୍ବର ଅନେକ ଦେଶ ମହାରାଣୀଙ୍କ ସମ୍ମାନ ପାଇଁ ନିଜ ନିଜ ଦେଶରେ ଶୋକଦିବସ ଘୋଷଣା କରିଛନ୍ତି । ୯୬ ବର୍ଷ ବୟସରେ ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ…

ବିଜେଡିକୁ ଟକ୍କର ଦେଇପାରିବ କି ବିଜେପି?

ଓଡ଼ିଶା ସମ୍ବାଦ: ପାଖେଇ ଆସୁଛି ୨୦୨୪ ନିର୍ବାଚନ । ଜାତୀୟ ରାଜନୀତିରେ କଂଗ୍ରେସ, ଆପ ନିର୍ବାଚନ ପ୍ରଚାର ଜୋରସୋରରେ ଚଳାଇଥିବାବେଳେ କେନ୍ଦ୍ରରେ ବିଜେପି ମଧ୍ୟ ପଛରେ ନାହିଁ । କିନ୍ତୁ ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ୨୦୦୯ରୁ ପ୍ରୟାସ ଆରମ୍ଭ କରିଥିଲେ ମଧ୍ୟ ୩୦ ଆସନ ଟପିପାରୁନାହିଁ ।…

କର୍ତ୍ତବ୍ୟ ପଥକୁ ନେଇ ମୋଦିଙ୍କ ଉପରେ ବର୍ଷିଲେ ଜୟରାମ ରମେଶ

ନୂଆଦିଲ୍ଲୀ: ରାଜପଥର ନାମ ପରିବର୍ତ୍ତନକୁ ନେଇ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପର ବର୍ଷିଛନ୍ତି । ଜୟରାମ ରମେଶ କହିଛନ୍ତି ମୋଦି ହେଉଛନ୍ତି ସୁପର ପ୍ରଚାରକ । କଂଗ୍ରେସକୁ ବିରୋଧ କରିବା ତାଙ୍କର ନିୟମିତ ଅଭ୍ୟାସ । ଏହା ସହ ସେ ଆରଏସଏସକୁ  ବ୍ରିଟିଶ…

ରାହୁଲଙ୍କୁ ସହାୟକ ହେବ କି ଭାରତ ଯୋଡୋ ଯାତ୍ରା ?

କନ୍ୟାକୁମାରୀ: ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା  । କନ୍ୟାକୁମାରୀଠାରୁ ଏହି ଯାତ୍ରା ଆରମ୍ଭ କରି ବିଜେପି ଏବଂ କେନ୍ଦ୍ର ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି ରାହୁଲ ଗାନ୍ଧୀ । କହିଛନ୍ତି ବିଜେପି ବିରୋଧୀଙ୍କୁ ଡରାଉଛି ।  ଧର୍ମ ଏବଂ ଭାଷା ଆଧାରରେ ଦେଶକୁ ବାଣ୍ଟିବାକୁ…

ପିଏମ-ଶ୍ରୀ ଯୋଜନା : ୧୪,୫୦୦ ବିଦ୍ୟାଳୟର ବିକାଶ ଓ ଉନ୍ନତିକରଣ କରାଯିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଗୁରୁ ଦିବସ ଉପଲକ୍ଷେ ଉଦୀୟମାନ ଭାରତ ପାଇଁ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଯୋଜନା ବା ପ୍ରଧାନମନ୍ତ୍ରୀ ସ୍କୁଲ୍‌ସ୍‌ ଫର୍‌ ରାଇଜିଂ ଇଣ୍ଡିଆ (ପିଏମ-ଶ୍ରୀ) ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନା ଅଧୀନରେ ସାରା ଦେଶରେ ଥିବା ୧୪,୫୦୦ ବିଦ୍ୟାଳୟର…