Latest Odisha News

BREAKING NEWS

Browsing Tag

odisha

ରାଷ୍ଟ୍ରପତି ପୋଲିସ୍‌ ମେଡାଲ ପାଇବେ ୨ଜଣ ଓଡ଼ିଆ

ଭୁବନେଶ୍ୱର: ରାଷ୍ଟ୍ରପତି ପୋଲିସ୍‌ ମେଡାଲ ପାଇବେ ଓଡ଼ିଶାର ୨ ଜଣ ଆଇପିଏସ୍‌ । ଉଲ୍ଲେଖନୀୟ ସେବା ପାଇଁ ୯୩ ଜଣଙ୍କୁ ରାଷ୍ଟ୍ରପତି ପୋଲିସ୍ ପଦକ ପ୍ରଦାନ କରାଯିବ।IPS ଡି. ଏସ୍ କୁଟ୍ଟେ ଓ କନଷ୍ଟେବଲ ପ୍ରହଲ୍ଲାଦ ରାଉତଙ୍କୁ ରାଷ୍ଟ୍ରପତି ପୋଲିସ୍ ମେଡାଲ ପ୍ରଦାନ କରାଯିବ। ବିଶିଷ୍ଟ ସେବା ପାଇଁ…

ମହାପ୍ରଭୁଙ୍କୁ ଦର୍ଶନ କରିବେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟ୍‌

ଭୁବନେଶ୍ବର : ବିମାନ ବନ୍ଦରରେ ପହଞ୍ଚିଲେ ଅନନ୍ତ ଅମ୍ବାନୀ । ପୁରୀ ଯାଇ ମହାପ୍ରଭୁଙ୍କୁ କରିବେ ଦର୍ଶନ । ବିବାହ ପୂର୍ବରୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ବାହା ହେବେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟ୍‌ । ଦେଶର ଦ୍ବିତୀୟ ବଡ଼ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ…

ସୁନା କଳସର ଦାମ ୧ କୋଟି ନୁହେଁ, ୧୦ ଲକ୍ଷ

ସମ୍ବଲପୁର: ସାମ୍ନାକୁ ଆସିଲା ପ୍ରକୃତ ସତ୍ୟ । ଗଣମାଧ୍ୟମରେ ମୁହଁ ଖୋଲିଲେ ନବ ଦାସ । ଭଗବାନ ଶନିଙ୍କ ପୀଠରେ ସୁନାକଳସ ଦାନ କରିବା ନେଇ ଚର୍ଚ୍ଚା ଜୋର ଧରି ଥିବାବେଳେ ଏନେଇ ମୁହଁ ଖୋଲିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଶନି ଦେବଙ୍କୁ ସୁନାକଳସ ଦାନ କରିଥିବା ଭକ୍ତ ସେ ନିଜେ ବୋଲି ନବ…

୧୨ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ: ବଢିଲା ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ ଏଡ୍

ଭୁବନେଶ୍ୱର :  ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ ଏଡ୍ ବୃଦ୍ଧି ପାଇଛି । ଏହା ପିଛିଲା ଭାବେ ଜାନୁଆରୀ ୧, ୨୦୨୨ରୁ ଲାଗୁ କରାଯିବ । ଏହାଦ୍ୱାରା ୧୫ ହଜାର ୭୧୧ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ  ଅତରିକ୍ତ ୨୯୦…

ବେଆଇନ ଗୋରୁ ଚାଲାଣ ବେଳେ ଓଲଟି ପଡ଼ିଲା କଣ୍ଟେନର ,୧୨ ଗୋରୁ ମୃତ

ଭୋଗରାଇ :  ବେଆଇନ ଗୋରୁ ଚାଲାଣ ବେଳେ ଓଲଟି ପଡ଼ିଲା କଣ୍ଟେନର । ଆଖି ବୁଜିଲେ ୨୦ରୁ ଅଧିକ ଗୋରୁ । କଣ୍ଟେନରରେ ପ୍ରାୟ ୨୦୦ରୁ ଅଧିକ ଗୋରୁଙ୍କୁ ଓଡ଼ିଶାରୁ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ୫୭ ନଂ ରାଜ୍ୟ ରାଜପଥର ମହାନ୍ତି ଛକ ନିକଟରେ ଘଟିଲା ଅଘଟଣ ।  ଆଜି…

ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଝାରସୁଗୁଡ଼ାବାସୀ

ଝାରସୁଗୁଡ଼ା : ସାଂସ୍କୃତିକ ସପ୍ତ ରଙ୍ଗରେ ରଙ୍ଗିଗଲା ଶିଳ୍ପ ନଗରି ଝାରସୁଗୁଡ଼ା । କରୋନା ମହାମାରୀ ପାଇଁ ଦୁଇବର୍ଷ ହେବ ବନ୍ଦ ରହିବା ପରେ ନବ କଳେବର ହୋଇ ଆରମ୍ଭ ହୋଇଛି ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି । ଲୋକ କଳା, ଲୋକ ସଂସୃତି ଓ ଲୋକ ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ୨୧ବର୍ଷ ଧରି…

ଜାଣନ୍ତୁ ଶିଶିର ସରସ ମେଳାରେ କ’ଣ ଉପଲବ୍ଧ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରର ବରମୁଣ୍ଡା ଖେଳ ପଡ଼ିଆରେ ଆରମ୍ଭ ହୋଇଛି ଶିଶିର ସରସ ମେଳା । ଯାହା ଫଳରେ କନ୍ଧମାଳର ହଳଦି, ନୟାଗଡ଼ର ଡାଲି, ମୟୂରଭଞ୍ଜର ସବାଇଘାସରେ ତିଆରି ବିଭିନ୍ନ ସାମଗ୍ରୀ ବର୍ତ୍ତମାନ ମିଳୁଛି ଗୋଟିଏ ସ୍ଥାନରେ। ଏହି ମେଳାରେ ପଡ଼ିଥିବା ପ୍ରତ୍ୟେକ ଷ୍ଟଲରେ ରହିଛି…

ନୂଆ ପରିଚୟ ଦେଲା ଷ୍ଟ୍ରବେରୀ ଚାଷ

ନୂଆପଡ଼ା : ନୂଆ ପରିଚୟ ଦେଉଛି ଷ୍ଟ୍ରବେରି ଚାଷ। ସୁସ୍ୱାଦୁ ଓ ମୂଲ୍ୟବାନ ଷ୍ଟ୍ରବେରୀ ଚାଷ ପାଇଁ ସୁନାବେଡା ଏବେ ନୁଆ ପରିଚୟ ହାସଲ କରିପାରିଛି । ଏହି ଅଭୟାରଣ୍ୟରେ ଚକୁଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ଆଉ ସେହି ସମ୍ପ୍ରଦାୟର ଲୋକେ ଏବେ ବିଦେଶୀ ଫଳ ଷ୍ଟ୍ରବେରୀ ଚାଷ କରି…

ଗ୍ରୋସରି ଡିଷ୍ଟ୍ରିବ୍ୟୁଟର ମ୍ୟାନେଜରଙ୍କୁ ଭୁଜାଲିରେ ହାଣି ୧୫ ଲକ୍ଷ ଟଙ୍କା ଲୁଟି ନେଲେ ୩ ଦୁର୍ବୃତ୍ତ

ଢେଙ୍କାନାଳ: ଭୁଜାଲିରେ ହାଣି ୧୫ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ଗାଁ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସାମ୍ନାରେ । ଜଣେ ଗ୍ରୋସରି  ଡିଷ୍ଟ୍ରିବ୍ୟୁଟର ମ୍ୟାନେଜରଙ୍କୁ ଭୁଜାଲିରେ ହାଣି ୧୫ ଲକ୍ଷ ଟଙ୍କା ଲୁଟି…

ଆସନ୍ତୁ ଜାଣିବା କାଳିଆର ପୁଷ୍ପଶୃଙ୍ଗାର ଓ ନାକଚଣା ରହସ୍ୟ

ପୁରୀ: ଶୃଙ୍ଗାରପ୍ରିୟ ଆମ କଳାଠାକୁର ।ଶୃଙ୍ଗାରରେ ତାଙ୍କର ଭାରି ଆଦର।କଳାଠାକୁରଙ୍କ ଦିନଚର୍ଯ୍ୟାରେ ଯୋଡି ହୋଇଥାଏ ଦିନର ଅନ୍ତିମ ବେଶ ବଡ଼ସିଂହାର ବେଶ ବା ବଡ଼ଶୃଙ୍ଗାର ବେଶ ।ରାତିରେ ଚନ୍ଦନ ଲାଗି ନୀତି ପରେ ବଡ଼ସିଂହାର ବେଶରେ ନାନାଦି ପୁଷ୍ପ ଅଳଙ୍କାରରେ ସଜେଇ ହୁଅନ୍ତି ବଡ଼…