Latest Odisha News

BREAKING NEWS

Browsing Tag

odisha

ଓଡ଼ିଶାରୁ ଦିନକରେ ୧୩୨ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୩୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏଥିମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୨୩ ଜଣ ରହିଛନ୍ତି। ତା' ତଳକୁ ପୁରୀରୁ ୨୦ ଜଣ ରହିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।…

ମୋ ସ୍କୁଲ ଅଭିଯାନ; କେଉଁ ସ୍କୁଲକୁ କିଏ ପୋଷ୍ୟ କଲେ ଜାଣନ୍ତୁ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ 'ମୋ ସ୍କୁଲ' ଅଭିଯାନରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି, ବିଧାୟକ ଏବଂ ଅନେକ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନିବେଦନ କରିଛନ୍ତି। ସରକାରଙ୍କ ଅନୁରୋଧ କ୍ରମେ ରାଜ୍ୟର କେଉଁ ସରକାରୀ…

ଘନ କୁହୁଡି ନେଇ ଓଡ଼ିଶାର ୯ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଓଡ଼ିଶାର ୯ଟି ଜିଲ୍ଲାରେ ଆସନ୍ତା ଦୁଇ ଦିନ ଧରି ଘନ କୁହୁଡ଼ି ଜାରି ରହିବ। ଏନେଇ ଶନିବାର ଦିନ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଆଇଏମଡିର ସୂଚନା ଅନୁଯାୟୀ, ଆସନ୍ତା ଜାନୁଆରୀ ୨୪ ତାରିଖରେ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କନ୍ଧମାଳ,…

ଓଡ଼ିଶାରେ ପହଞ୍ଚିଲା କରୋନା ଟିକା

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା କୋଭିସିଲ୍ଡ ଟିକା । ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ଟିକା ଆସିଛି । ପ୍ରଥମ ପର‌୍ୟ୍ୟାୟରେ ରାଜ୍ୟକୁ ୪୦ ହଜାର ୮୦୦ ଭାୟାଲ ଆସିଛି । ଟିକାକୁ ପ୍ରଥମେ ରାଜ୍ୟ ଔଷଧ ନିଗମରେ ରଖାଯିବ । ଆଉ ଏହିଠାରୁ ସମସ୍ତ…

ଓଡ଼ିଶାରୁ ୨୨୮ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୨୨୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୮ ହଜାର ୨୭୧ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଷ୍ଟେଟ୍ ପୁଲ ସମେତ ୨୪ ଜିଲ୍ଲାରୁ କରୋନା ରୋଗୀ ସୁସ୍ଥ…

ଉପାନ୍ତ ଇଲାକାର ଡିଜିଟାଲ ଚାଷୀ : ପଢ଼ନ୍ତୁ ଘାସିରାମଙ୍କ ସଫଳତାର ସିକ୍ରେଟ

କୋରାପୁଟ: ଅନେକ ସମୟରେ ଦେଖାଯାଏ ଯେ ଚାଷୀ ଭାଇ କୃଷିକାର୍ଯ୍ୟ ସମ୍ବନ୍ଧୀୟ ଆବଶ୍ୟକୀୟ ସୂଚନା ଓ ପରାମର୍ଶ ସଠିକ ସମୟରେ ପାଇପାରି ନ ଥାନ୍ତି । ଫଳରେ ବର୍ଷ ତମାମ ଝାଳ ବୁହା ପରିଶ୍ରମ କରିଥିଲେ ସୁଦ୍ଧା ସେମିତି କିଛି ଆଖି ଦୃଶିଆ ଲାଭ ପାଇପାରି ନ ଥାନ୍ତି । ଆଉ ପରାମର୍ଶ ଯଦି ସଠିକ୍ ମିଳେ ତେବେ…

ଆଜିଠୁ ଖ‌ୋଲିଲା ସ୍କୁଲ, କରୋନା କଟକଣା ଭିତର‌େ ୧୦୦ ଦିନ ହେବ ପାଠପଢା

ଭୁବନେଶ୍ବର: ଦୀର୍ଘ ୯ ମାସ ପର‌େ ଶୁକ୍ରବାର ଦିନ ରାଜ୍ୟର‌େ ଖ‌ୋଲିଛି ଶିକ୍ଷାନୁଷ୍ଠାନ। ଯାହାକୁ ନଇେ ଛାତ୍ରଛାତ୍ରୀଙ୍କ ମଧ୍ୟର‌େ ଉତ୍ସାହ ପରିଲିକ୍ଷିତ ହ‌ୋଇଛି। ଦଶମ ଓ ଦ୍ବାଦଶ ଶ୍ରଣେୀ ପାଇଁ ଆଜିଠୁ ଏପ୍ରିଲ୍ ୨୮ ତାରିଖ ଯାଏଁ ପାଠପଢା ହେବ। ସୂଚନା ଅନୁଯାୟୀ ରାଜ୍ୟର ୮ ହଜାର…

ଓଡ଼ିଶାରେ ନାହିଁ ବାର୍ଡ ଫ୍ଲୁ ମାମଲା: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ ଏପର୍ଯ୍ୟନ୍ତ ବାର୍ଡ ଫ୍ଲୁ ମାମଲା ଚିହ୍ନଟ ହୋଇନାହିଁ ବୋଲି ବୁଧବାର ଦିନ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ବାର୍ଡ ଫ୍ଲୁ ପରିସ୍ଥିତିକୁ ସମୀକ୍ଷା କରି ଶ୍ରୀ ମହାପାତ୍ର କହିଛନ୍ତି ଯେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୧,୦୦୦ ନମୁନା…

୩୯ତମ ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର  ଘୋଷିତ

ଭୁବନେଶ୍ୱର: ୨୦୨୦-୨୧ ବର୍ଷ ପାଇଁ ୩୯ତମ ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର  ଘୋଷିତ ହୋଇଛି । ଶ୍ରେଷ୍ଠ କୃତି ପାଇଁ ୮ଜଣ ଶିଳ୍ପୀ ୨ ଲକ୍ଷ ଟଙ୍କାର ପୁରସ୍କାର ପାଇବେ । ଭାସ୍କର୍ଯ୍ୟ ପାଇଁ ବିଶ୍ୱରଞ୍ଜନ କର ଓ ସୁଧିରଞ୍ଜନ ମହାରଥା ମନୋନୀତ ହୋଇଛନ୍ତି । ମୁଦ୍ରଣ କଳା ପାଇଁ ସୁଜିତ କୁମାର…

ବନ୍ଦ ହେଲା ରାଜ୍ୟର ୩୧ଟି ଘରୋଇ କୋଭିଡ ହସ୍ପିଟାଲ

ଭୁବନେଶ୍ୱର: କରୋନା ସଂକ୍ରମଣର ହ୍ରାସ ପାଇବା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ୩୧ଟି ଘରୋଇ କୋଭିଡ୍ ହସ୍ପିଟାଲକୁ ବନ୍ଦ କରାଯାଇଛି । କିନ୍ତୁ ସମ୍ କୋଭିଡ ହସ୍ପିଟାଲ ଓ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲ ଏଥିରୁ ବାଦ ପଡିଛନ୍ତି । ଆସନ୍ତା ଫେବ୍ରୁଆରୀ ୧ ତାରିଖରୁ କୌଣସି କୋଭିଡ ପଜିଟିଭ୍…