Latest Odisha News

BREAKING NEWS

Browsing Tag

odisha

କ୍ରୀଡା କ୍ଷେତ୍ରରେ ପୁଞ୍ଜି ନିବେଶ ଲାଗି ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର: ଷ୍ଟାଟଅପ୍ସ ତଥା ଉଦ୍ୟୋଗୀମାନଙ୍କୁ କ୍ରୀଡା କ୍ଷେତ୍ରରେ ପୁଞ୍ଜିନିବେଶ କରିବା ଲାଗି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ କରିଛନ୍ତି । ଭାରତରେ ପ୍ରଥମ ଥର ଲାଗି କ୍ରୀଡା ଓ ନବୋନ୍ମେଷ ଉତ୍ସବ ‘ସ୍ପୋର୍ଟ୍ସ ଆଇଟି-୨୦୨୦’ ରବିବାର ଦିନ ଉଦଯାପିତ ହୋଇଯାଇଛି । ଓଡିଶା…

ସୋମବାରଠୁଁ ଓଡ଼ିଶାରେ ବଢ଼ିବ ରାତିର ତାପମାତ୍ରା

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ପବନର ପ୍ରଭାବରେ ସୋମବାର ଠାରୁ ସମଗ୍ର ଓଡ଼ିଶାରେ ରାତିର ତାପମାତ୍ରା ବୃଦ୍ଧି ପାଇବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ପଶ୍ଚିମ ପବନର ପ୍ରବାହ ଯୋଗୁଁ ହିଁ ରାତିର…

କଂସଙ୍କ ରାଜୁତିରେ ଥରହର ମଥୁରା ନଗରୀ

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୮ମ ଦିନ । ଏହି ଅବସରରେ କୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ ଓ ହତ୍ୟା କରିବା ପାଇଁ ଷଡଯନ୍ତ୍ରରେ ମାତିଛନ୍ତି ମହାରାଜା କଂସ । କୃଷ୍ଣଙ୍କୁ ବଦ୍ଧ କରିବା ପାଇଁ ମହାରାଜା କଂସଙ୍କୁ ସମସ୍ତ ଅତିଥି ରାଜାମାନେ ସହାୟତା କରିବାକୁ ପ୍ରତିଶୃତି…

‘ଭାରତ ବନ୍ଦ’ ଲାଗି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର: ବିଭିନ୍ନ ଟ୍ରେଡ ୟୁନିୟନ୍ ପକ୍ଷରୁ ଦିଆଯାଇଥିବା ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଯୋଗୁଁ ଜନଜୀବନ ଏକପ୍ରକାର ବାଧାପ୍ରାପ୍ତ ହୋଇଛି । ଏହି ବନ୍ଦର ପ୍ରଭାବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି । ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ରାଜ୍ୟର ୧୫ଟି ଜିଲ୍ଲାରେ ସ୍କୁଲଗୁଡିକୁ…

ଟ୍ରେଡ୍ ୟୁନିୟନ ପକ୍ଷରୁ ‘ଭାରତ ବନ୍ଦ’ ଡାକରା; ଜନଜୀବନ ବାଧାପ୍ରାପ୍ତ

ଭୁବନେଶ୍ୱର: ବିଭିନ୍ନ ଟ୍ରେଡ ୟୁନିୟନ୍ ପକ୍ଷରୁ ଦିଆଯାଇଥିବା ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଯୋଗୁଁ ଜନଜୀବନ ଏକପ୍ରକାର ବାଧାପ୍ରାପ୍ତ ହୋଇଛି । ଏହି ବନ୍ଦର ପ୍ରଭାବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି । ଦେଶରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ସାମାଜିକ ସୁରକ୍ଷା ଭଳି…

ଖୁବଶୀଘ୍ର ଜେଲରେ ଲାଗିବ ମୋବାଇଲ୍ ଡିଟେକ୍ଟର

କଟକ: ଦୁର୍ଦ୍ଦାନ୍ତ ଅପରାଧି ମହମ୍ମଦ ସକିଲ୍ ଓ ତା’ର ଦୁଇ ଗର୍ଲଫ୍ରେଣ୍ଡ ଗିରଫ ହୋଇ ବର୍ତ୍ତମାନ ଚୌଦ୍ୱାର ଜେଲରେ ସଜ୍ଜା କାଟୁଥିବାବେଳେ ଓଡିଶା ପୋଲିସ ଖୁବଶୀଘ୍ର ରାଜ୍ୟର ବିଭିନ୍ନ ଜେଲରେ ମୋବାଇଲ୍ ଡିଟେକ୍ଟର ଲଗାଇବା ନେଇ ନିଷ୍ପତ୍ତି ନେଇଛି। ଜେଲ୍, ଡିଜି ସନ୍ତୋଷ ଉପାଧ୍ୟାୟ ମଙ୍ଗଳବାର…

ଜେଇଇ ମେନ୍ ପରୀକ୍ଷା ଲାଗି ଓଡିଶାରୁ ୩୩ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର: ଜେଇଇ ମେନ୍ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସୋମବାର ଦିନ ଅନୁଷ୍ଠିତ ହେଉଥିବା ବେଳେ ଓଡିଶାର ପ୍ରାୟ ୩୩ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ଯାଉଛନ୍ତି। ରାଜ୍ୟର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଢେଙ୍କାନାଳ, ରାଉରକେଲା ଓ ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର…

ଟ୍ୱିନସିଟିରେ ୨ ଦିନ ଲାଗି କେଉଁ ସବୁ ଅଞ୍ଚଳରେ ବିଦ୍ୟୁତକାଟ ହେବ ଜାଣନ୍ତୁ…

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ରବିବାର ଓ ସୋମବାର (ଜାନୁଆରୀ ୫ ଓ ୬) ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା…

ଆଗାମୀ ୪୮ ଘଣ୍ଟା ମଧ୍ୟରେ ପୁଣି ଫେରିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପୁଣି ଶୀତ ଲହରୀ ଫେରିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସତର୍କ କରାଯାଇଛି । “ଆଜି ପୁରୀର ଉପକୂଳବର୍ତ୍ତୀ ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନ ସମେତ ନବରଙ୍ଗପୁର, ମାଲକାନଗିରି, ରାୟଗଡା, ବଲାଙ୍ଗିର, କେନ୍ଦୁଝର, ସୋନପୁର,…

ରାଜ୍ୟରେ ଶୀତ ଲହରୀ ବୃଦ୍ଧି, ସୋନପୁରରେ ପାରଦ ୪ ଡିଗ୍ରି ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଶନିବାର ଦିନ ସୋନପୁରରେ ତାପମାତ୍ରା ୪ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଛି । ଏଭଳି ସ୍ଥିତି ଜାନୁଆରୀ ୧ ତାରିଖ ଯାଏଁ ଜାରି ରହିବ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସୂଚନାନୁଯାୟୀ ଆଭ୍ୟନ୍ତରୀଣ ଜିଲ୍ଲାରେ ଶନିବାର…