ଗୁମର ଖୋଲିଲେ ଓଡିଆ ସାଂସଦ, ପତ୍ନୀ କହିବାରୁ କେନ୍ଦ୍ରର ଶପଥ ଗ୍ରହଣରେ ଯୋଗଦେଲେନି
ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ଜୁଏଲ ଓରାମ ନିଜ ଧର୍ମପତ୍ନୀଙ୍କ ପରାମର୍ଶ ମାନି ନୂଆଦିଲ୍ଲୀରେ ଆୟୋଜିତ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇନଥିଲେ ବୋଲି ପ୍ରକାଶ କରିଛନ୍ତି ।
ପୂର୍ବତନ ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ୫ ଥରର ସାଂସଦ ଜୁଏଲ ଓରାମ୍ ରାଉରକେଲାରେ…