Latest Odisha News

BREAKING NEWS

Browsing Tag

Padmanav Behera

୨୦୨୨-୨୩ ସୁଦ୍ଧା ପୁରୀରୁ ଉଡ଼ିପାରେ ବିମାନ !

ଭୁବନେଶ୍ୱର: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦ ପାଇଁ ପ୍ରକ୍ରିୟା ଜାରି ରହିଛି । ସବୁ ଠିକଠାକ୍ ରହିଲେ ୨୦୨୨-୨୩ ସୁଦ୍ଧା ପୁରୀରୁ ବିମାନ ଉଡ଼ିବା ସମ୍ଭାବନା ଉଜ୍ଜ୍ୱଳ ରହିଛି । ପୁରୀରୁ ବିମାନସେବା ଉପରେ ଏହି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିମାନବନ୍ଦର…

ରାଜ୍ୟର ୨୦ ଜିଲ୍ଲାରେ ବସ୍ ଚଳାଚଳ ନେଇ କଣ କହିଲେ ପରିବହନ ମନ୍ତ୍ରୀ ?

ଭୁବନେଶ୍ୱର: ରାଜ୍ୟରେ ପାଖାପାଖି ଦୁଇ ମାସ ପରେ ବସ୍ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି ସରକାର । କିନ୍ତୁ କେବଳ କାଟାଗୋରୀ-ଇରେ ଥିବା ୨୦ ଜିଲ୍ଲାରେ ବସ୍ ଗଡ଼ିବ । ପରିବହନ ମନ୍ତ୍ରୀ କହିଛନ୍ତି , ବସ୍ ଚଳାଚଳ ନେଇ ଆଜି ଆସିବ ଗାଇଡଲାଇନ୍ । ପରିବହନ ବିଭାଗ ପକ୍ଷରୁ ଆରଟିଓ ଏବଂ ବସ୍ ମାଲିକ…

ରାଜ୍ୟରେ ନୂଆବର୍ଷରୁ ପୁଣି ଟ୍ରାଫିକ୍ ଧରପଗଡ଼ ଜୋରଦାର

ଭୁବନେଶ୍ୱର: ବେପରୁଆ ଗାଡ଼ି ଚାଳକ ସାବଧାନ । କୋଭିଡ ପାଇଁ କୋହଳ ଥିବା ଟ୍ରାଫିକ୍‌ ଯାଞ୍ଚ ପୁଣି କଡ଼ାକଡ଼ି ହେବ । ନୂଆବର୍ଷରୁ ରାଜ୍ୟରେ ପୁଣି ଥରେ କଡ଼ାକଡ଼ି ହେବ ଟ୍ରାଫିକ୍ ଚେକିଂ । ଧରାପଡିଲେ ଗଣିବେ ମୋଟା ଅଙ୍କର ଜରିମାନା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ…

ପୁଣି ଆରମ୍ଭ ହେବ DL ଓ LL ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର: ପୁଣି ଆରମ୍ଭ ହେବ ଡିଏଲ୍ ଓ ଏଲ୍‌ଏଲ୍ ଆବେଦନ ପ୍ରକ୍ରିୟା । ଏନେଇ ସମସ୍ତ ଆର୍‌ଟିଓକୁ ନିର୍ଦ୍ଦେଶ ଦିଆଯାଇ ଥିବାନେଇ ରାଜ୍ୟ ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । କରୋନା ପାଇଁ DL, LL ଆବେଦନ ପ୍ରକ୍ରିୟାକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିଲା ।…

ରାଜ୍ୟରେ କୋଭିଡ୍ ମୃତ୍ୟୁଠାରୁ ଦୁର୍ଘଟଣାଜନିତ ମୃତ୍ୟୁ ଅଧିକ

ଭୁବନେଶ୍ୱର: କରୋନା ଯୋଗୁ ରାଜ୍ୟରେ କମିଛି ମୃତ୍ୟୁ ସଂଖ୍ୟା । ଲକଡାଉନ୍ ଓ ସଟଡାଉନ୍ ହେବାରୁ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ପାଖାପାଖି ୫୦ ପ୍ରତିଶତ କମିଛି । କିନ୍ତୁ କୋଭିଡ୍ ଅପେକ୍ଷା ରାଜ୍ୟରେ ଅଧିକ ଲୋକଙ୍କ ଜୀବନ ଦୁର୍ଘଟଣାରେ ଯାଇଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ…

ରାଜ୍ୟରେ କରୋନା ମହାମାରୀରେ ଅର୍ଥ ସଙ୍କଟ

ଭୁୁବନେଶ୍ୱର: କରୋନା ମହାମାରୀ ଭିତରେ ରାଜ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ତେଣୁ ସରକାରଙ୍କ ପାଖରେ ଋଣ କରିବା ଛଡା ଆଉ କିଛି ଉପାୟ ନାହିଁ ବୋଲି କହିଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି, ଯେହେତୁ ରାଜ୍ୟ ବର୍ତ୍ତମାନ କରୋନା ମହାମାରୀକୁ ସାମ୍ନା କରୁଛି,…

ରାଜ୍ୟରେ ପ୍ରବାସୀ ଓଡିଆଙ୍କ ପାଇଁ କାମର ଅଭାବ ନାହିଁ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ବାହାର ରାଜ୍ୟରେ କାମ କରୁଥିବା ପ୍ରବାସୀ ଓଡିଆଙ୍କ ଘର ବାହୁଡା ଆରମ୍ଭ ହୋଇଯାଇଛି । ଓଡିଶା ଫେରିବାକୁ ଆହୁରି ୫ ଲକ୍ଷରୁ ଅଧିକ ଶ୍ରମିକ ଓ ପ୍ରବାସୀ ଓଡିଆ ରେଜିଷ୍ଟ୍ରେସନ କରିସାରିଲେଣି । ଏହାରି ଭିତରେ ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ରାଜ୍ୟରେ ଏନଆରଇଜିଏସ୍…

ଟ୍ରାଫିକ ଜୋରିମାନା କୋହଳ କରିବାନେଇ ଇଙ୍ଗିତ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ଯାନବାହନ ଆକ୍ଟ ୨୦୧୯ ନିୟମ ଅନୁଯାୟୀ ଏବେ ଉଲ୍ଲଂଘନକାରୀଙ୍କଠୁ ଜୋରଦାର୍ ଜୋରିମାନା ଆଦାୟ କରାଯାଉଛି, ସାଧାରଣ ମୋଟର ଚାଳକମାନଙ୍କ ପ୍ରତି ଏହା ଅତିରିକ୍ତ ହୋଇଯାଉଥିବା ସାଧାରଣରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ମଙ୍ଗଳବାର ଦିନ ଏସମ୍ପର୍କରେ…