Latest Odisha News

BREAKING NEWS

Browsing Tag

Pandemic

ବୃଦ୍ଧା ଦମ୍ପତିଙ୍କ ପ୍ରେମ କାହାଣୀ; ଅନ୍‌ଲାଇନ୍‌ରେ ସାକ୍ଷାତ ଆଉ ତା’ପରେ ବିବାହ

ନୂଆଦିଳ୍ଲୀ: ପ୍ରେମ ମାନେନା ବୟସ। ବୟସ କେବଳ ଏକ ସଂଖ୍ୟା। ବାସ୍ତବରେ ପ୍ରକୃତ ପ୍ରେମ ଯେକୌଣସି ବୟସରେ ବି ହୋଇଥାଏ। ତେବେ ଏହି କଥାକୁ ସତ ପ୍ରମାଣିତ କରିଛନ୍ତି ଏହି ବୃଦ୍ଧା ଦମ୍ପତି। ମହାମାରୀ ଯୋଗୁ ‌ଅନେକ ଲୋକ ପରସ୍ପରଠୁ ଅଲଗା ହୋଇଥିବା ବେଳେ ଏହି ଦମ୍ପତିଙ୍କୁ ଏକାଠି କରିପାରିଛି…

ମହାମାରୀରେ ମାଆର ଭୂମିକା

ମହାମାରୀର ଦୁଃଖ ଏବେ ପ୍ରତି ଘରେ ଘରେ । ଗଲାବର୍ଷ ଆମେ ଲକଡାଉନ ଦେଖିଥିଲେ ଆଉ ଏବର୍ଷ ବି ଦେଖୁଛେ, ଏ ମହାମାରୀ ଚାଲିଛି ଯେ ସରିବାର ନାଁ ଧରୁନି । ମହାମାରୀ ଆଉ ତା ଭିତରେ ପୁଣି ଦୁନିଆଯାକର ବିପତ୍ତି ମାଡ଼ି ବସିଲାଣି । ବାତ୍ୟା, ଭୂମିକମ୍ପ, ବନ୍ୟା ବିପତ୍ତି ପରେ ବିପତ୍ତି ଆଉ ସରୁନି ।…

୨୦୨୦ ବର୍ଷର ଶ୍ରେଷ୍ଠ ଶବ୍ଦ ‘ପାନ୍‌ଡେମିକ୍’‌

ନୂଆଦିଲ୍ଲୀ: ଇଂରାଜୀ ଭାଷା ଆମେରିକୀୟ ଅନ୍‌ଲାଇନ୍‌ ଅଭିଧାନ ମେରିୟମ୍-ୱେବଷ୍ଟର୍ 'ପାନ୍‌ଡେମିକ୍‌' ଚଳିତ ବର୍ଷର ସର୍ବାଧିକ ବ୍ୟବହୃତ ଶବ୍ଦ ଭାବେ ଗୋଷଣା କରିଛି ଅର୍ଥାତ୍‌ ଉକ୍ତ ଶବ୍ଦକୁ ୨୦୨୦ର ୱାର୍ଡ ଅଫ୍‌ ଦ ଇୟର୍‌ ଭାବେ ନାମିତ କରିଛି। ତାଙ୍କ କହିବାନୁସାରେ, ୨୦୨୦ରେ ସର୍ବାଧିକ ବ୍ୟବହୃତ…

ଭାଇରାଲ୍ ପୋଷ୍ଟମୋର୍ଟମ୍; କେତେ ସତ କେତେ ମିଛ ? ପ୍ରତି ୧୦୦ ବର୍ଷରେ ଥରେ ସର୍ବବ୍ୟାପୀ ମହାମାରୀ !

ଭୁବନେଶ୍ୱର: କରୋନା ମହାମାରୀ ବିଶ୍ୱରେ ବ୍ୟାପିବା ପରଠୁ ଅନେକ ଟିଭି ଚ୍ୟାନେଲ, ଖବର କାଗଜ ଓ ସୋସିଆଲ ମିଡିଆରେ ପ୍ରତି ୧୦୦ବର୍ଷରେ ଥରେ ବିଶ୍ୱ କିଛି ନା କିଛି ମହାମାରୀକୁ ସାମ୍ନା କରୁଥିବା ପ୍ରକାଶ କରିଆସିଛନ୍ତି । ହେଲେ ଏହି ଦାବିରେ କେତେ ରହିଛି ସତ୍ୟତା ? ସତ ଜାଣିବାକୁ ଛାନଭିନ୍…

ଜାଣିଛନ୍ତି କି କ୍ୱାରେନଟାଇନ୍‌ ବା ସଙ୍ଗରୋଧର ଇତିହାସ !

ଭୁବନେଶ୍ୱର: ଏବେ କରୋନା ସଂକ୍ରମଣ ଅଧିକ ନବ୍ୟାପିବା ପାଇଁ କ୍ୱାରେନଟାଇନ ଏବଂ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦିଆଯାଉଛି । ସଂକ୍ରମିତ ଇଲାକାରୁ ଆସିଥିବା ବ୍ୟକ୍ତିଙ୍କୁ ୧୪ଦିନ ପର୍ଯ୍ୟନ୍ତ କାହା ସହ ନ'ମିଶିବାକୁ କୁହା ଯାଉଛି । ଏହି କ୍ୱାରେନଟାଇନର ଇତିହାସ କଣ । ଏହି ଶବ୍ଦର ଅର୍ଥ କଣ ।…