Latest Odisha News

BREAKING NEWS

Browsing Tag

passes away

ପୂର୍ବତନ ମୁଖ୍ୟ ଶାସନ ସଚିବ ଏଲ୍.ଆଇ ପରିଜାଙ୍କ ଦେହାନ୍ତ

କଟକ: ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଏଲ୍.ଆଇ ପରିଜାଙ୍କ ଚିକିତ୍ସାଧିନ ଅବସ୍ଥାରେ ସୋମବାର ଦିନ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଶ୍ରୀ ପରିଜାଙ୍କୁ…

ପଞ୍ଚତତ୍ତ୍ୱରେ ବିଲିନ ହେବ ଜେଟଲୀଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଶେଷକୃତ୍ୟ ଆଜି ଅପରାହ୍ନ ପ୍ରାୟ ୨ଟାରେ ନିଗମବୋଧ ଶ୍ମଶାନରେ ସଂପନ୍ନ କରାଯିବ । ଆଜି ସକାଳେ ତାଙ୍କର ପାର୍ଥିବ ଶରୀରକୁ ତାଙ୍କ ବାସଭବନରୁ ବିଜେପି କାର୍ଯ୍ୟାଳୟକୁ ଏକ ଶୋଭାଯାତ୍ରାରେ ଅଣାଯାଇଛି । ସେଠାରେ ଅପରାହ୍ନ ୧ଟା ଯାଏଁ ଜେଟଲୀଙ୍କ…

ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ଦୈନିକ ‘ସମ୍ବାଦ’ ଖବରକାଗଜର ସଂପାଦକୀୟ ପୃଷ୍ଠାର ସମ୍ପାଦକ ରଣଜିତ ଗୁରୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିବା ନେଇ ସୂଚନା ମିଳିଛି । ସେ ସଂକ୍ରମଣ ଜନିତ…

ଆରପାରିରେ ପୂର୍ବତନ ବିଧାୟକ ସାହୁରା ମଲ୍ଲିକ

କନ୍ଧମାଳ: କଂଗ୍ରେସ ନେତା ତଥା ପୂର୍ବତନ କନ୍ଧମାଳ ବିଧାୟକ ସାହୁରା ମଲ୍ଲିକଙ୍କ ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ଦିନ ବାଲିଗୁଡା ସ୍ଥିତ ଏକ ସରକାରୀ ହସ୍ପିଟାଲରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ପ୍ରାପ୍ତ ସୂଚନାନୁଯାୟୀ ସେ ବାଲିଗୁଡାର ତିନି ଥର…

ବିଶିଷ୍ଟ ସମାଜସେବୀ ଧନେଶ୍ୱର ସାହୁଙ୍କ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ଧନେଶ୍ୱର ସାହୁଙ୍କ ଚିକିତ୍ସାଧୀନ ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଠାରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିବା ନେଇ ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ଫଳରେ ତାଙ୍କୁ…

ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ନୂଆଦିଲ୍ଲୀସ୍ଥିତ ଏମ୍ସରେ ୬୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । PM Modi: A glorious chapter in Indian politics comes to an end. India grieves the demise of…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କ ଦେହାନ୍ତ

ହାଇଦ୍ରାବାଦ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଦିନ ହାଇଦ୍ରାବାଦରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟନୁଯାୟୀ ସେ ଦୀର୍ଘ ଦିନ ଧରି…

ପୂର୍ବତନ ରାଜ୍ୟ ଜୁନିୟର୍ କ୍ରିକେଟର ବିନୟ ବିଶ୍ୱାଳଙ୍କ ଦେହାନ୍ତ

ଭୁବନେଶ୍ୱର : କ୍ୟାନସରରେ ପିଡିତ ପୂର୍ବତନ ରାଜ୍ୟ ଜୁନିୟର କ୍ରିକେଟର ବିନୟ ବିଶ୍ୱାଳଙ୍କ ଜୁନ୍ ୨ ତାରିଖରେ ଦେହାନ୍ତ ଘଟିଛି । ଓଡିଶା କ୍ରିକେଟ୍ ଜଗତରେ ସେ ଚିଣ୍ଟୁ ନାମରେ ବେଶ ଜଣାଶୁଣା । ସେ ମଧ୍ୟକ୍ରମରେ ନିଜ ଧୁଆଁଧାର ବ୍ୟାଟିଂ ଓ ତୀକ୍ଷ୍ନ ଅଫ୍ ସ୍ପିନ୍ ବୋଲିଂ ଲାଗି ବେଶ୍ ପରିଚିତି…

ଆରପାରିରେ ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା

ଭୁବନେଶ୍ୱର : ବିଜେପି ନେତା ଦାମୋଦର ରାଉତଙ୍କ ଧର୍ମପତ୍ନୀ ସ୍ନେହଲତା ମହାପାତ୍ରଙ୍କ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ସକାଳେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତଃ ସ୍ନେହଲତା ଦୀର୍ଘ ୬ମାସ ହେବ ଅସୁସ୍ଥ ହୋଇ…