ସବକା ସାଥ ସବକା ବିକାଶ ନୁହେଁ, ମୋଦି କରିଦେଲେ ସତ୍ୟାନାଶ: ଖଡଗେ
ନୂଆଦିଲ୍ଲୀ: ସବକା ସାଥ ସବକା ବିକାଶ ନୁହେଁ, ମୋଦି କରିଦେଲେ ସତ୍ୟାନାଶ। ଏପରି କହି ଅଭିଭାଷଣ ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ମୋଦି ସରକାରଙ୍କୁ ଟାର୍ଗେଟ କରି ଦେଶବାସୀଙ୍କୁ ଦେଇଛନ୍ତି ଚେତାବନୀ। ଦିଲ୍ଲୀରେ ଅନୁଷ୍ଠିତ ନ୍ୟାୟ ସଂକଳ୍ପ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ…