Latest Odisha News
Browsing Tag

Pm Narendra Modi

ସତର୍କତା ଓ ସଚେତନତା ହିଁ କରୋନା ବିରୋଧୀ ଲଢେଇର ମୂଳମନ୍ତ୍ର: ମୋଦି

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ଦେଶ ଲକଡାଉନ୍‌ରୁ ବାହାରି ଆସିଛି । ଦେଶ ଏବେ ଅନଲକ୍ ପର୍ଯ୍ୟାୟରେ । ତେବେ ଏହି ସମୟରେ ଦେଶବାସୀଙ୍କୁ ଅଧିକ ସଚେତନ ରହିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ନିବେଦନ କରିଛନ୍ତି । ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି…

ଭାରତ ବନ୍ଧୁତା ଜାଣେ, ଉଚିତ ଜବାବ ଦେବା ବି ଜାଣେ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସୀମାରେ ଭାରତ-ଚୀନ୍ ଉତ୍ତେଜନା ସ୍ଥିତିକୁ ନେଇ ସାରା ଦେଶ ଆଶଙ୍କା ଭିତରେ ଥିବା ବେଳେ ଆଜି ଦେଶବାସୀଙ୍କ ପାଇଁ ବଡ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍ କି ବାତ୍ କାର୍ଯ୍ୟକ୍ରମରେ ମୋଦି କହିଛନ୍ତି ଯେ, ଭାରତ ବନ୍ଧୁତା ରକ୍ଷା କରିବା ଜାଣେ, କିନ୍ତୁ ଆଖିରେ…

ଆଜି ମୋଦିଙ୍କ ମନ୍ କି ବାତ୍

ନୂଆଦିଲ୍ଲୀ:ଆଜି ମନର କଥା କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍ କି ବାତର ୬୬ତମ ଏପିସୋଡ । ଦିନ 11ଟାରେ ଦେଶବାସୀଙ୍କକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । କରୋନା ଲଢ଼େଇରେ ଦେଶବାସୀଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କଥା କହି ପାରନ୍ତି । କାରଣ ଏବେ ଦେଶରେ ପ୍ରତିଦିନ କୋଭିଡ କେସ୍…

କରୋନାରୁ ସୁସ୍ଥ ହେବା ହାର ବଢ଼ୁଛି: ମୋଦୀ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ତାର କାୟା ମେଲାଇବାରେ ଲାଗିଛି । ତେବେ କୋଭିଡ-୧୯ ମହାମାରୀ ସଂଗ୍ରାମ କ୍ଷେତ୍ରରେ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ବେଶ୍ ଭଲ ରହିଛି । ଶନିବାର ରେଭ୍. ଡକ୍ଟର୍ ଜୋସେଫ୍ ଟୋମା ମେଟ୍ରୋପଲିଟାନ୍‌ଙ୍କ ୯୦ତମ ଜୟନ୍ତୀ ଅବସରରେ ଉଦ୍‌ଘାଟନୀ ଭାଷଣ ଦେବା…

ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଦେଶବାସୀଙ୍କୁ ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଟ୍ବିଟ କରି ରାଷ୍ଟ୍ରପତି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଅପାର କୃପାରୁ ସମସ୍ତଙ୍କୁ କୋଭିଡ-୧୯ ମହାମାରୀର ସାମନା କରିବା ପାଇଁ ସାହସ ଓ ଦୃଢ଼…

ଭାରତ-ଚୀନ ସୀମା ବିବାଦରେ ମୋଦିଙ୍କୁ ମନମୋହନଙ୍କ ଚିଠି

ନୂଆଦିଲ୍ଲୀ:ଗଲଓ୍ବାନ ଘାଟି ସଂଘର୍ଷ ଓ ଭାରତ-ଚୀନ ସୀମା ବିବାଦ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ସେ କହିଛନ୍ତି, ୨୦ ଭାରତୀୟ ଯବାନଙ୍କ ବଦଳିଦାନ ବ୍ୟର୍ଥ ଯବନି । ଏହାସହ ମୋଦିଙ୍କୁ ସମାଲୋଚନା କରି ମନମୋହନ କହିଛନ୍ତି,…

ଅନ୍ତର୍ଜାତୀୟ ଯୋଗ ଦିବସ, ମୋଦିଙ୍କ ବାର୍ତ୍ତା ‘ଯୋଗ ଆଣେ ଏକତା’

ଭୁବନେଶ୍ୱର : ଆଜି ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ । ଚଳିତବର୍ଷର ଥିମ୍ ରହିଛି ‘ଘରେ ରହି ପରିବାର ସହ ଯୋଗ କରନ୍ତୁ’ । ସକାଳୁ ଇଲୋକ୍ଟ୍ରୋନିକ୍ସ ଓ ଡିଜିଟାଲ ପ୍ଲାଟଫର୍ମରେ ପାଳନ ଆରମ୍ଭ ହୋଇଛି ଯୋଗ ଦିବସ । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଗରିବ କଲ୍ୟାଣ ରୋଜଗାର ଯୋଜନା: ଓଡିଶା ସମେତ ୬ଟି ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କୁ ମିଳିବ କାମ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଲକଡାଉନ୍ ଯୋଗୁଁ ରୋଜଗାର ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବା ଦେବା ପାଇଁ କେନ୍ଦ୍ର ସରକାର ଗରିବ କଲ୍ୟାଣ ଯୋଜନା ଲଂଚ କରିଛନ୍ତି । ଲକଡାଉନ ଯୋଗୁଁ ଏହି ପ୍ରବାସୀ ଶ୍ରମିକଙ୍କ ସାମ୍ନାରେ ଦୈନଦିନ ଜୀବନ…

ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସେନାକୁ ସ୍ୱାଧୀନତା ଦିଆଯାଇଛି: ମୋଦି

ନୂଆଦିଲ୍ଲୀ: ଲଦାଖ୍ ଗଲୱାନ ଘାଟିରେ ଭାରତୀୟ ଓ ଚୀନ ସେନା ମୁହାଁମୁହିଁ ସଂଘର୍ଷ ପ୍ରସଙ୍ଗରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ଭାରତୀୟ ସେନାକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସ୍ୱାଧୀନତା ଦିଆଯାଇଥିଲା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଭାରତର ୨୦ ଜଣ ବୀର ଯୋଦ୍ଧା ବଳିଦାନ ଦେଇଥିଲେ…

ଭାରତ-ଚୀନ ସଂଘର୍ଷ ପ୍ରସଙ୍ଗରେ ଆଜି ବସିବ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ଗଲୱାନ ଘାଟିରେ ଭାରତ-ଚୀନ ସଂଘର୍ଷ ପ୍ରସଙ୍ଗରେ ଆଜି ବସିବ ସର୍ବଦଳୀୟ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟା ଭର୍ଚୁଆଲ ବୈଠକ ହେବ । ସବୁ ଦଳର ସଭାପତିମାନେ ଏହି ବୈଠକରେ ଯୋଗ ଦେବେ । ସୀମା ଲାଗି ରହିଥିବା ଅଶାନ୍ତିର ସମାଧାନ ନେଇ ଏଥିରେ…