Latest Odisha News
Browsing Tag

Pm Narendra Modi

ଗୋଟିଏ ଟୁଇଟରେ ଭାରତୀୟଙ୍କ ମନ କିଣିନେଲେ ଋଷି ସୁନକ

ମଜବୁତ ହେଉଛି ବ୍ରିଟେନ-ଭାରତ ସମ୍ପର୍କ ।   ଇଣ୍ଡୋନେସିଆରେ ବାଲିଠାରେ ଜି-୨୦ ସମ୍ମିଳନୀର  ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ରିଶି ସୁନକଙ୍କ ସାକ୍ଷାତ ପରେ ଏପରି ସମ୍ଭାବନା ଦେଖା ଦେଇଛି । ଏହି ସମ୍ଭାବନାକୁ ଆହୁରି ଦୃଢ କରିଛି ଋଷି ସୁନକଙ୍କ…

ଗୁଜରାଟ କାଳିକ ମାତାଙ୍କ ମନ୍ଦିର ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଜୁନ ୧୭ ଓ ୧୮ ଦୁଇଦିନ ଧରି ଗୁଜରାଟ ଗସ୍ତ କରିବେ ।  ଜୁନ ୧୮ ତାରିଖ ପୂର୍ବାହ୍ନ ପ୍ରାୟ ୯.୧୫ ମିନିଟରେ ପ୍ରଧାନମନ୍ତ୍ରୀ ପାଭଗଡ଼ ପାହାଡ଼ରେ ପୁନଃନିର୍ମିତ ଶ୍ରୀ କାଳିକା ମାତା ମନ୍ଦିର ଦର୍ଶନ କରି ଏହାର ଉଦଘାଟନ କରିବେ । ପାଭଗଡ଼ ପାହାଡ଼ ଉପରେ…

ବାରାକ ଓବାମା କରୋନା ସଂକ୍ରମିତ, ଆରୋଗ୍ୟ କାମନା କଲେ ମୋଦି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କରୋନା ସଂକ୍ରମିତ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଓବାମା । ସେ କହିଛନ୍ତି, କୋଭିଡ୍ ପରୀକ୍ଷା କରାଇଥିଲେ । ଡାକ୍ତରଙ୍କ ଅନୁସାରେ ସେ କରୋନା ସଂକ୍ରମିତ…

ଜେଲେନସ୍କିଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟେଲିଫୋନ୍ ଯୋଗେ ଦୁଇ ନେତା ଆଲୋଚନା କରିବେ ବୋଲି ସୂଚନା ମିଳିଛି । ରୁଷ୍ ସହ ୟୁକ୍ରେନର ଯୁଦ୍ଧ ଭିତରେ ଜେଲେନସ୍କିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଣ କଥା ହେବେ…

ବଜେଟ୍ ଅଧିବେଶନରେ ସକାରାତ୍ମକ ଆଲୋଚନା ହେଉ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ । ଏଥିପାଇଁ ସମସ୍ତ ସାଂସଦଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଜେଟ୍ ଅଧିବେଶନ ପୂର୍ବରୁ ସେ ତାପୂର୍ବରୁ ଗଣମାଧ୍ୟମ ସହ କଥା ହେବା ବେଳେ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି,…

ଚଳିତବର୍ଷର ପ୍ରଥମ ମନ୍ କି ବାତ୍: କଣ କହିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ମନର କଥା କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତବର୍ଷର ପ୍ରଥମ ମନ୍ କି ବାତ୍ । ଦିନ ସାଢ଼େ ୧୧ଟା ବେଳେ ରେଡିଓ କାର୍ଯ୍ୟକ୍ରମରେ ନିଜ ମନର କଥା କହିବେ । ଗତ ୧୯ ତାରିଖରେ ମନ୍ କି ବାତ୍ ପାଇଁ ଲୋକଙ୍କୁ ସେମାନଙ୍କର ବିଚାର ଓ ମତାମତ ମାଗିଥିଲେ ପ୍ରଧାନମନ୍ତ୍ରୀ । ଆଜି…

ଆଜି ଦେଶରେ କୋଭିଡ ସ୍ଥିତି ପରଖିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ଦେଢ଼ ଲକ୍ଷ ଟପିଛି। ଆଗକୁ ଆହୁରି ବଢିବା ଆଶଙ୍କା ରହିଛି। ଆଜି ଦେଶରେ କରୋନା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅପରାହ୍ନ ସାଢେ଼ ୪ ଟାରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ସ୍ବାସ୍ଥ୍ୟ ବିଭାଗ…

ଆଜି ମନ୍ତ୍ରୀ ପରିଷଦ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ, ଏସବୁ ମୁଦ୍ଦା ଉପରେ ଆଲୋଚନା

ନୂଆଦିଲ୍ଲୀ: ଆଜି କେନ୍ଦ୍ର ମନ୍ତ୍ରୀ ପରିଷଦ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ବସୁଛି । ଅପରାହ୍ଣ ୪ଟାରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି । ବୈଠକରେ ସମସ୍ତ ମନ୍ତ୍ରୀ ଉପସ୍ଥିତ ରହିବେ । ଓମିକ୍ରନ୍ ଆତଙ୍କ ଭିତରେ ମନ୍ତ୍ରୀ ପରିଷଦ ବୈଠକ ବେଶ ଗୁରୁତ୍ୱ ବହନ କରୁଛି । ଦେଶରେ…

ଭାରତରେ ଓମିକ୍ରନ୍ ଚିନ୍ତା: ଆଜି ପ୍ରଧାନମନ୍ତ୍ରୀ ଡାକିଛନ୍ତି ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଦେଶରେ ବଢ଼ି ଚାଲିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ନୂଆ ଭାରିଆଣ୍ଟରେ ବର୍ତ୍ତମାନ ସୁଦ୍ଧା ୨୧୩ ଜଣ ପଜିଟିଭ୍ ବାହାରିଲେଣି । ମହାରାଷ୍ଟ୍ର ଓ ଦିଲ୍ଲୀରେ ଆକ୍ରାନ୍ତଙ୍କ କେସ୍ ବଢୁଛି । ଆଗକୁ ଖ୍ରୀଷ୍ଟମାସ ଓ ନୂଆବର୍ଷ । ଯଦିଓ ସେଲିବ୍ରେସନ୍ ଉପରେ ବିଭିନ୍ନ ରାଜ୍ୟ କଟକଣା…

କାଶୀରେ ଆଜି ମୋଦିଙ୍କ ପାଠଶାଳା: ବିଜେପି ଶାସିତ ୧୨ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରଣାସୀ ଗସ୍ତର ଆଜି ଦ୍ୱିତୀୟ ଦିନ । ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୧୨ ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ । ସେମାନଙ୍କ ରାଜ୍ୟରେ ହେଉଥିବା ବିକାଶମୂଳକ କାମର ହିସାବ…