Latest Odisha News

BREAKING NEWS

Browsing Tag

Poem

କବିତା : ଜୀବନ ଗୀତିକା

✍️ବିମଳା ଶଂକର ଦାଶ ଜୀବନ ଯଦି ମରୁଭୂମି !!! ଚାଲିବାକୁ ହେବ ସେଇ ଉତ୍ତପ୍ତ ବାଲିରେ , ଓଟର ପାଦରେ... ସିଝିବାକୁ ହେବ ସଞ୍ଚି ସପନର ନୀର ସିଝୁର ଦେହରେ ।। ଜୀବନ ଯଦି ମାୟା ମୋହ !!! ଛନ୍ଦି ହେବାକୁ ପଡିବ ଆଶାର ଜାଲରେ , ବୁଢିଆଣୀ ଦେହେ ... ଜଳି ଯୁଝି ଜିଇଁବା ମାୟା ମାଦକତାର…

କବିତା : ଧିକାରୋକ୍ତି!!

ପ୍ରସେନଜିତ୍ ସେଠୀ                                                       ଧିକାର୍ ଧିକାର, ଶତ ବାର ଧିକାର ରେ ନପୁଂସକ ଗଣ, ରେ କାପୁରୁଷ ଗଣ!! ତୁମ ମଣିଷ ଜନ୍ମ କୁ ଧିକାର୍!! ଦେଖି ନାରୀଟିର ଅସହାୟତା, ଏକାକୀତ୍ଵତା ଜାଗି ଉଠେ ତୁମ ପିଶାଚ ମାନସିକତା, ପାଶବିକତା ତୁମ…

କବିତା : ମୁଁ ଚିତ୍ରକର

ସୁପ୍ରିୟା ପଣ୍ଡା ମୁଁ ଚିତ୍ରକର ମୁଁ ଚିତ୍ରକର ରଙ୍ଗ ତୁଳୀ ମୋ ସଂସାର ରୂପ ରେଖ ର ଗନ୍ତାଘର ଜୀବନ୍ତ ମୋ କଳା କୃତି କଳ୍ପନା ର ମୁଁ ସୌଦାଗର । ଅଙ୍କା ବଙ୍କା ରେଖା ଟାଣି ବାସ୍ତବତା ର ରେଣୁ ବୁଣି ସ୍ୱପ୍ନ ରାଜ୍ୟରେ ଜାଗା କିଣି ଆଧିପତ୍ୟର ଉପତ୍ୟକାରେ ରୂପ ସୌନ୍ଦର୍ଯ୍ୟ…

କବିତା : ଆଧିପତ୍ୟ

ସାରଦା ପ୍ରସାଦ ଆଚାର୍ଯ୍ୟ ଆଧିପତ୍ୟ ଜାହିର କରିବା ପାଇଁ ବେଲାରସେନ ମୁଣ୍ଡ କାଟି, ଛଳନା ର ଦଉଡ଼ି ହାତରେ ଧରି ତୋତେ ହସିବାକୁ ପଡ଼ିବ, ଆଢୁଆଳରେ ବ୍ୟୁହ ରଚନା କରି ପଞ୍ଚଜନ ଶଙ୍ଖ ଫୁଙ୍କି କୁଟିଳତା ଫୁଲମାଳ ରେ ବଧେଇ ଜଣାଇବ। ଯୁଦ୍ଧ ଜିତିବାକୁ ହେଲେ, ଚକ୍ରବ୍ଯୁହ କରିପାର, ଅବା…

ଆର ବର୍ଷକୁ ପ୍ରଭୁ ଦର୍ଶନ କରିବି ତୁମକୁ…

ଆର ବର୍ଷକୁ ପ୍ରଭୁ ଦର୍ଶନ କରିବି ତୁମକୁ... ସନ୍ତୋଷ ମିଶ୍ର ପତିତ ଜନଙ୍କ ଉଦ୍ଧାର ପାଇଁ କି ପତିତପାବନ ହେଲ, ପତିତ ଦର୍ଶନ ଦେବା ପାଇଁ ପ୍ରଭୁ ରଥଯାତ୍ରା କରିଥିଲ, ଯେବେ ଥିବି ଯଦି ଆର ବର୍ଷକୁ ପ୍ରଭୁ ଦର୍ଶନ କରିବି ତୁମକୁ ...(୦) ବଡ଼ ଦେଉଳରେ ରତନ ବେଦିରେ ବସି ଥାଅ ସବୁ ଦିନ,…

ଆସୁଛି ରଜ ହୋଇ ସଜବାଜ…

ଆସୁଛି ରଜ ହୋଇ ସଜବାଜ... ସୁଶାନ୍ତ କୁମାର ନନ୍ଦ ମେଘ ରାଇଜରୁ ବରଷା ଆସିବ ଡାକ ଆଜି ଦେଖ ଦେଲାଣି ଗିରିଷିମ ଏବେ ବାହୁଡ଼ିବ ବୋଲି ସଜବାଜ ପରା ହେଲାଣି । ଏତିକି ବେଳକୁ ଓଡ଼ିଆ ଘରକୁ ଆସିଗଲା ଦେଖ କିଏରେ, ଘରେ ଘରେ ବାସେ କେତେ ପିଠା ପଣା ବଡ଼ ପରବଟେ ସିଏରେ । ଗାଁ ଆମ୍ବ ତୋଟା…

ମାଆ…

ମାଆ ଶ୍ୱେତା ରାଉତ ଛୁଆର ଭୋକିଲା ପେଟରେ ହାତ ବୁଲାଇ ତୁ ଯେମିତି ବିବ୍ରତ ହୋଇପଡୁ ମୁଠେ ଖୁଆଇଦେଇ ଆଶ୍ୱସ୍ତ ହେଉ ଭଲ ନିଦଟେ ଭିଡ଼ିଆଣି ଖଞ୍ଜିଦେଉ ଆଖିରେ ତୋ ପଣତ ତଳୁ, ମଥାରେ ଗେଲକର ଯେମିତି ଅଜାଡ଼ି ଦେଉ ସାରା ପୃଥିବୀର ସୁଖ । ମୁଁ ସେମିତି କରିପାରେନି ମା’ ଦେଖିପାରେନି କୌଣସି…

ନଦୀ ଆଉ ନାରୀ…

ନଦୀ ଆଉ ନାରୀ... ଶ୍ରୀକାନ୍ତ ଜେନା ଯେଉଁ ନଦୀ କଳ କଳ ଛଳ ଛଳ ହୋଇ ବହୁଥିଲା ପାଣିମୁନ୍ଦେ ଦୁଶେନାହିଁ ତପ୍ତ ବାଲୁକାରେ ଭରାଶଯ୍ୟା, ନଦୀବି ମଣିଷ ପରି ସଂଖୋଳିଛି ସୁଖ ସାଥେ ଦୁଃଖ ନିରୋଳା ସୁଖରେକା’ର ଦିନବିତେ ନପାଇକି ସଜ୍ଜା ? ପରବତେ ପିତ୍ରାଳୟ ଭୁଲିଯାଇ ଅଛିଏ ତଟିନୀ…

ବୋଉ – ଏକ ଦେବୀଟିଏ

ବୋଉ – ଏକ ଦେବୀଟିଏ ସୁଶିର କୁମାର ସ୍ୱାଇଁ ଧ୍ୟାନମଗ୍ନ ଋଷି ପରି ବୋଉ ମୋର ସବୁଦିନେ ଆମପାଇଁ ଅତ୍ୟନ୍ତ ଗମ୍ଭୀର ସତେ ଅବଅବା ଜାନୁଆରୀ ସକାଳର ମେଞ୍ଚାଏ କାକର । ବୋଉ ଗୋଟେ ଖରାବେଳ ନିଛାଟିଆ ରାସ୍ତା ପିଉଥାଏ ଧୂ ଧୂ ଖରାର ଜହର ତା ଛାତିରେ ଆଙ୍କିଅଛି କେତେ ମୁହିଁ ପଦରେଖା ଚିତ୍ର ।…