Latest Odisha News

BREAKING NEWS

Browsing Tag

Police

ପୁରୀରେ ପୋଲିସ କ୍ୱାର୍ଟରରୁ ଚୋରି କରି ଚମ୍ପଟ୍ ମାରିଲା ଚୋର !

ପୁରୀ: ଏବେ ପୁରୀ ସହରରେ ଗୋଟିଏ କଥାକୁ ନେଇ ବେଶ୍ ଚର୍ଚ୍ଚା ଜାରି ରହିଛି । ଯିଏ ଚୋର ଧରିବାରେ ଓସ୍ତାଦ୍ ମାନେ ଖୋଦ୍ ପୋଲିସ ବାବୁଙ୍କ ଘରେ କଳାକନା ବୁଲାଇଛି ଚୋର । ପୋଲିସ କ୍ୱାର୍ଟରରେ ହୋଇଛି ଚୋରି । ମିଳିଥିବା ସୂଚନାନୁଯାୟୀ, କାକଟପୁର ଥାନା ଆଇଆଇସି ସୁଜିତ କୁମାର ଦାସଙ୍କ କ୍ୱାର୍ଟରରୁ…

୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ପୋଲିସ ଏଏସଆଇ !

ଖୋର୍ଦ୍ଧା: ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ଜଣେ ଆସିଷ୍ଟାଣ୍ଟ୍ ପୋଲିସ ସବ୍ ଇନିସପେକ୍ଟର୍ । ମିଳିଥିବା ସୂଚନାନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଧଳା ପଥର ଫାଣ୍ଡି ଅଧିକାରୀ ଅଶୋକ ପଣ୍ଡା। ସେ ଆଶିଷ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏକ ଜାଗା ମାମଲା କେଶର ଦଫା…

ଦେଖନ୍ତୁ ଭିଡ଼ିଓ: ପୋଲିସକୁ ଲୋକେ କାହିଁକି ଫିଙ୍ଗିଲେ ଗୋଲାପ ପାଖୁଡ଼ା !

ଚଣ୍ଡିଗଡ଼: ସାରା ଦେଶରେ ଏବେ ଚାଲିଛି ଲକ୍‌ଡାଉନ୍ । ମହାମାରୀ କରୋନା ସଂକ୍ରମଣକୁ ରୋକିବା ଲାଗି ଭାରତ ଏବେ ଦେଶବ୍ୟାପି ଲକ୍‌ଡାଉନକୁ ଆଦରି ନେଇଛି । କେବଳ କେନ୍ଦ୍ର ସରକାରକି ରାଜ୍ୟ ସରକାର ନୁହନ୍ତି ଜନସାଧାରଣ ମଧ୍ୟ ଅନୁଭବ କରିଛନ୍ତି ଲକ୍‌ଡାଉନର ଆବଶ୍ୟକତା । ଦେଶରେ ଲକ୍‌ଡାଉନକୁ ସଫଳ କରିବା…

କରୋନା ଲକ୍‌-ଡାଉନ୍‌; ବାରିପଦାରେ ସମସ୍ତ ପରିବା ଦୋକାନ ବନ୍ଦ !

ବାରିପଦା: ଲକ୍‌-ଡାଉନକୁ ନେଇ ପୋଲିସର କଡା ତାଗିଦର ପରିଣାମ ସ୍ୱରୂପ ବନ୍ଦ ରହିଛି ବାରିପଦା ସହରର ସମସ୍ତ ପରିବା ହାଟ । ମିଳିଥିବା ସୂଚନା ଅନୁଯାୟୀ ସାମାଜିକ ଦୂରତା ଅବଲମ୍ବନରେ ଖିଲାଫି ଯୋଗୁଁ ଶୁକ୍ରବାର ବାରପଦା କୋର୍ଟ ପାଖରୁ କିଛି ପରିବା ଦୋକାନୀ ଓ ସ୍ଥାନୀୟ ଲୋକଙ୍କୁ ପୋଲିସ ଥାନାରେ…

ଲକ୍‌-ଡାଉନ୍‌: ଶତାଧିକ ପ୍ରବାସୀ ଶ୍ରମିକଙ୍କୁ ଅଟକ ରଖିଲା ମୟୁରଭଂଜ ପୋଲିସ !

ବାରିପଦା: ପ୍ରବାସୀ ଶ୍ରମିକଙ୍କୁ ଅଟକ ରଖିଲା ମୟୁରଭଂଜ ପୋଲିସ । ପଚରାଉଚରା କରିବା ପରେ ସେମାନଙ୍କୁ ଅସ୍ଥାୟୀ ଶିବିରରେ ଥଇଥାନ କରାଯାଇଛି । ସାରା ଦେଶରେ ଲକ୍‌-ଡାଉନ୍ ଘୋଷଣା । ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ । ଘରକୁ ଯିବା ଲାଗି ଶହଶହ କିମି ଚାଲିବାକୁ ବି…

କାର୍ଯ୍ୟରେ ଅବହେଳା ଅଭିଯୋଗରେ ପୋଲିସ ବାବୁ ନିଲମ୍ବିତ

ସମ୍ବଲପୁର: କାର୍ଯ୍ୟରେ ଅବହେଳା କରିବା ଅଭିଯୋଗରେ ସମ୍ବଲପୁରର ଅଇଁଠାପଲ୍ଲୀ ଥାନାର ସବ୍ ଇନସପେକ୍ଟର ଜୁଗଳ କିଶୋର ଶାଙ୍କୁ ନିଲମ୍ବିତ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଏକ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ବିଳମ୍ବ କରିଥିବାରୁ ଏସଆଇଙ୍କୁ ନିଲମ୍ବନ କରାଯାଇଥିବା ନେଇ…

ନିର୍ବାଚନ ଡ୍ୟୁଟି ବେଳେ ଅଘଟଣ; କମାଣ୍ଡରଙ୍କୁ ଗୁଳି ମାରି ନିଜକୁ ଗୁଳି କଲେ ଯବାନ

ଋାଞ୍ଚି: ଝାଡଖଣ୍ଡସ୍ଥିତ ରାଞ୍ଚି ନିକଟରେ ଥିବା ଖେଲଗାଁରେ ରହିଥିବା ଏକ ସିଆରପିଏଫ୍ କ୍ୟାମ୍ପରେ ସୋମବାର ଦିନ ଜଣେ କମ୍ପାନୀ କମାଣ୍ଡରଙ୍କ ସହ ଅନ୍ୟଜଣେ ଯବାନଙ୍କର ମୃତ୍ୟୁ ଘଟିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆଜି ସକାଳେ କୌଣସି କାରଣବଶତଃ କମ୍ପାନୀ କମାଣ୍ଡର ଓ…