Latest Odisha News

BREAKING NEWS

Browsing Tag

Politics

ନିର୍ବାଚନର ସଂକେତ

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ବିହାର ନିର୍ବାଚନର ଫଳ ଆସି ସାରିଛି । ଭାରତୀୟ ରାଜନୀତିକୁ ବେଶ ଭାବେ ପ୍ରଭାବିତ କରୁଥିବା ରାଜ୍ୟ ମଧ୍ୟରୁ ବିହାର ଅନ୍ୟତମ । ଏନଡିଏ ଏଠାରେ ସ୍ପଷ୍ଟ ମହୁମତ ପାଇଛି ଓ ସରକାର ଗଠନ କରିବ । ମହାଗଠବନ୍ଧନ ଯଦିଓ ପ୍ରଭାବଶାଳୀ…

ଦଳବଦ୍ଧ ରାଜନୀତି :ମଳ ସଫା ହେବା ଦରକାର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଦେଶର ରାଜନୀତି ସ୍ୱାଧୀନତା ପରେ ପାଲଟିଛି ଦଳର ରାଜନୀତି । ଦଳ – ଏଠି ଦଳ, ସେଠି ଦଳ, ସବୁଠି ଦଳ – କେତେ ଦଳ ! ଗୋଟିଏ ତ ଦେଶ, ଗୋଟିଏ ତ ଗଣତନ୍ତ୍ର - ଅଥଚ ଏତେ ଦଳ ! ତା’ହେଲେ ଏ ଦଳମାନଙ୍କର ଦେଶ କ’ଣ ଶହେ ଫୁଲ ଫୁଟୁଥିବା ଗୋଟିଏ ବଗିଚା…

ରାଜନୀତି ନୁହେଁ ଖେଳଘର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ନିର୍ବାଚନ ପରେ ନିର୍ବାଚନ । ରାଜୀନତିର ମଇଦାନ ଯେପରି ପାଲଟିଯାଇଛି ରଣାଙ୍ଗନ । ଏ ଭୂମି ଭୋଗିଛି କେତେକେତେ କର୍ମର କଷଣ, ଧର୍ମର ଧର୍ଷଣ, ମର୍ମବିଦାରକ ଆତ୍ମବିଭାଜନ - ଶୁଣିଛି ଭାଗ୍ୟ ବଦଳାଇଦେବାର ଭୂରିଭୂରି ଭାଙ୍ଗଖିଆ ଭାଷ୍ୟ ଓ ଭାଷଣ –…

ରାଜ୍ୟରେ କରୋନା ମହାମାରୀରେ ଅର୍ଥ ସଙ୍କଟ

ଭୁୁବନେଶ୍ୱର: କରୋନା ମହାମାରୀ ଭିତରେ ରାଜ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ତେଣୁ ସରକାରଙ୍କ ପାଖରେ ଋଣ କରିବା ଛଡା ଆଉ କିଛି ଉପାୟ ନାହିଁ ବୋଲି କହିଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି, ଯେହେତୁ ରାଜ୍ୟ ବର୍ତ୍ତମାନ କରୋନା ମହାମାରୀକୁ ସାମ୍ନା କରୁଛି,…

ରାଜ୍ୟର ୧୦ଟି ଜିଲ୍ଲାରେ କମ୍ ବର୍ଷା, ମରୁଡି ଆଶଙ୍କା

ଭୁୁବନେଶ୍ୱର: ରାଜ୍ୟରେ ଏଥର ମୌସୁମୀ ସଅଳ ଆସିଲା । ହେଲେ ଉଭାନ ହୋଇଯାଇଛି ବର୍ଷା । ଜୁନ୍ ଆରମ୍ଭରୁ ଜୁଲାଇ ୨୧ ତାରିଖ ଯାଏ ରାଜ୍ୟର ୧୦ଟି ଜିଲ୍ଲାରେ କମ୍ ବର୍ଷା ହୋଇଛି । ଫଳରେ ୧୧ଟି ଜିଲ୍ଲାରେ ମରୁଡି ଆଶଙ୍କା ଉପୁଜିଛି । ରାଜ୍ୟରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷୀ ମୁଣ୍ଡରେ ଚଡକ ପଡିଛି ।…

କରୋନା ପରୀକ୍ଷା ଓ ପରିଚାଳନାକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିଚାଲିଥିବା ବେଳେ ସରକାରଙ୍କ କୋଭିଡ୍ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କଂଗ୍ରେସ କହିଛି, ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାରେ ସମ୍ପୂର୍ଣ୍ଣ ତ୍ରୁଟି ରହିଛି । ଚିକିତ୍ସା ବଦଳରେ ସରକାର କେବଳ ସଚେତନ ଓ କିଟ୍ କିଣାରେ…