Latest Odisha News

BREAKING NEWS

Browsing Tag

Pratap Dev

ଶିଳ୍ପର ହବ୍ ପାଲଟିବ ମୟୂରଭଞ୍ଜ, ଖର୍ଚ୍ଚ ହେବ ୫୯୪୦ କୋଟି ଟଙ୍କା

ମୟୂରଭଞ୍ଜ:ନୂଆ ରୂପ ପାଇବ ମୟୂରଭଞ୍ଜ। ପାଲଟିବ ଶିଳ୍ପର ହବ୍। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ୫୯୪୦.୨୮ କୋଟି ଟଙ୍କା ପୁଞ୍ଜିନିବେଶ‌ରେ ୧୨ଟି ବୃହତ୍‌ ଶିଳ୍ପ ପ୍ରତିଷ୍ଠା ହେବ। ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ଏହାକୁ ଅନୁମୋଦନ କରିଛି। ଏହାଦ୍ବାରା ୯୩୧୨ଜଣ ନିଯୁକ୍ତି ପାଇବେ।…

ଏକାମ୍ର କ୍ଷେତ୍ର ବାଇ-ଲ’ ନେଇ ବର୍ଷିଲା ବିଜେଡି, ‘ଏତେ ଦିନରୁ କେଉଁଠି ଶୋଇଥିଲା ASI ?’

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ଲାଗି ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ପ୍ରସ୍ତାବିତ ବାଇ-ଲ’କୁ ନେଇ ବିଜେଡି ବର୍ଷିଛି । ବିଜେଡି ବିଧାୟକ ତଥା ଦଳୀୟ ମୁଖପାତ୍ର ପ୍ରତାପ ଦେବ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ଏତେ ଦିନରୁ କେଁଉଠି ଶୋଇଥିଲା ବୋଲି ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର…

ବାଲେଶ୍ୱରରେ ବିଜେଡିର ପ୍ରାର୍ଥୀତ୍ୱକୁ ନେଇ ବଢ଼ୁଛି କନ୍ଦଳ

ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନ ପାଇଁ ବିଜେଡି ଘୋଷଣା କରିଥିବା ପ୍ରାର୍ଥୀକୁ ନେଇ ଦଳ ଭିତରେ ବଢ଼ୁଛି ଅସନ୍ତୋଷ । ତେବେ ଏହି ଅସନ୍ତୋଷକୁ ପ୍ରସମିତ କରିବା ପାଇଁ ଆଜି ବାଲେଶ୍ୱର ପହଂଚିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରତାପ ଦେବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରତାପ ଦେବଙ୍କୁ…