ଗର୍ଭାବସ୍ଥାରେ ଏହି ଔଷଧ ଖାଆନ୍ତୁ ନାହିଁ, ଶିଶୁର ବିକାଶ ଉପରେ ପଡ଼ିବ ପ୍ରଭାବ
ଅଧିକାଂଶ ଲୋକ ଡାକ୍ତରଙ୍କ ପରାମର୍ଶ ନ ନେଇ ଔଷଧ ଖାଇଥାଆନ୍ତି । ସାମାନ୍ୟ ଜ୍ୱର, ମୁଣ୍ଡବିନ୍ଧା ହେଲେ ଲୋକମାନେ ଡାକ୍ତରଙ୍କ ପରାମର୍ଶ ନକରି ପାରାସିଟାମଲ ଖାଇଥା’ନ୍ତି । ଯଦିଓ ସାମାନ୍ୟ ଜ୍ୱରରେ ପାରାସିଟାମଲ ଆବଶ୍ୟକ ହୁଏ ନାହିଁ କିନ୍ତୁ ଏହା ଶରୀରର ପ୍ରତିରକ୍ଷା ପ୍ରଣାଳୀର ପ୍ରାକୃତିକ…