ଓସ୍କାର ଦୌଡରେ ପ୍ରିୟଙ୍କାଙ୍କ ସର୍ଟ ଫିଲ୍ମ ‘ଅନୁଜା’
ନୂଆଦିଲ୍ଲୀ: ଓସ୍କାର ଚଳଚ୍ଚିତ୍ର ଜଗତର ସବୁଠାରୁ ବଡ ଏବଂ ଗୁରୁତ୍ଵପୂର୍ଣ୍ଣ ପୁରସ୍କାର ଭାବରେ ଜଣାଶୁଣା । ତେବେ ଚଳିତବର୍ଷର ନୋମିନେଶନ ତାଲିକା ଘୋଷଣା କରାଯାଇଛି। ବିଶେଷ କଥା ହେଉଛି ହିନ୍ଦୀ ଚଳଚ୍ଚିତ୍ର 'ଅନୁଜା' ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ଅଛି । ସିନେମାକୁ ଲାଇଭ୍ ଆକ୍ସନ ସର୍ଟ…