Latest Odisha News
Browsing Tag

Priyanka Chopra

ଜାଣନ୍ତୁ କ’ଣ ରହିବ ପ୍ରିୟଙ୍କାଙ୍କ ରେସ୍ତୋରାଁର ସିଗ୍‌ନେଚର୍‌ ଡିସ୍‌

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରା ନିକଟରେ ନ୍ୟୁୟର୍କରେ ନିଜର ନୂତନ ଭାରତୀୟ ରେସ୍ତୋରାଁ 'ସୋନା'କୁ ଉନ୍ମୋଚନ କରିଥିଲେ। ତେବେ ପ୍ରିୟଙ୍କାଙ୍କ ଏହି ଭାରତୀୟ ରେସ୍ତୋରାଁରେ କଣ ରହିଛି ଖାଦ୍ୟ ତାଲିକା ଜାଣିବାକୁ ଚାହୁଁଛନ୍ତି କି? ତେବେ ସୋନା ରେସ୍ତୋରାଁର ସେଫ୍‌ ହରି ନାୟକ…

ନ୍ୟୁୟର୍କରେ ନୂଆ ଭାରତୀୟ ରେସ୍ତୋରାଁ ଖୋଲିଲେ ପ୍ରିୟଙ୍କା ଚୋପ୍ରା; କଣ ରହିଛି ରେସ୍ତୋରାଁର ନାଁ ଜାଣନ୍ତୁ

ନୂଆଦିଲ୍ଲୀ: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ସବୁଠି ସୁନାମ ଅର୍ଜନ କରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଯେଉଁଥିପାଇଁ ସେ ପସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଅଭିନୟ ପରେ ସେ ଏବେ ଭାରତୀୟ ଖାଦ୍ୟକୁ ବିଦେଶରେ ପ୍ରସିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କାରଣରୁ ପ୍ରିୟଙ୍କା…

ହଲିଉଡ ପ୍ରୋଜେକ୍ଟରେ ମାଲାମାଲ୍ ପ୍ରିୟଙ୍କା ଚୋପ୍ରା !

ଭୁବନେଶ୍ୱର: ପ୍ରିୟଙ୍କା ଚୋପ୍ରାଙ୍କ ପାଦ ଆଉ ତଳେ ଲାଗୁନି । କାହିଁକି ନା ତାଙ୍କ ପାଖରେ ରହିଛି ଏକ ସେ ବଢକର ଏକ ହଲିଉଡ ପ୍ରୋଜେକ୍ଟ । ଏପରି ସ୍ଥିତିରେ ବଲିଉଡ ଫିଲ୍ମ ପାଇଁ ସେ ଆଉ ଏତେଟା ଚିନ୍ତିତ ନାହାନ୍ତି । ଗୋଟପଟେ ସ୍ୱାମୀ ନିକ ଜୋନାସଙ୍କ ହୋମ୍ ପ୍ରଡକ୍ସନ ତ ସେପଟେ ପ୍ରିୟଙ୍କାଙ୍କ…

ବିଦେଶରେ ପ୍ରିୟଙ୍କା ପାଳିଲେ କରୱାଚୌଥ

ମୁମ୍ବାଇ: ଲାଲ ଶାଢ଼ୀ, ମଥାରେ ସିନ୍ଦୁର ଆଉ ହାତରେ ପୂଜା ଥାଳି । କିଛି ଏଭଳି ଲୁକ୍‌ରେ ନଜର ଆସିଛନ୍ତି ବଲିଉଡର ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା । ବିଦେଶରେ ରହି ସେ ନିଜ ସ୍ୱାମୀ ନିକ୍ ଜୋନସ୍‌ଙ୍କ ପାଇଁ କରୱଚୌଥ ପାଳିଛନ୍ତି । ତାଙ୍କର ଏହି କରୱାଚୌଥ ଲୁକ୍ ଏବେ ସୋସିଆଲ ମିଡିଆରେ ଭାଇରାଲ…

କାହିଁକି ପ୍ରିୟଙ୍କାଙ୍କର ପ୍ରଶଂସକ ଅଟନ୍ତି କଙ୍ଗନା

ମୁମ୍ବାଇ: ବଲିଉଡର ବୋଲ୍ଡ ଏବଂ ବିୟୁଟିଫୁଲ କଙ୍ଗନା ରାଣାୱତ ହୁଏତ ଅନେକ ବଲିଉଡ ଷ୍ଟାରଙ୍କ ଉପରେ ନିଜର ଅସନ୍ତୁଷ୍ଟି ବ୍ୟକ୍ତ କରିପାରନ୍ତି, କିନ୍ତୁ ତାଙ୍କ ନଜରରେ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯାହାଙ୍କର ସେ ପିଲାଦିନର ପ୍ରଶଂସକ ଅଟନ୍ତି । ଇଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ କଙ୍ଗନା…

ଆସିଲା ରାଜକୁମାର ଓ ପ୍ରିୟଙ୍କାଙ୍କ ‘ଦ ହ୍ୱାଇଟ ଟାଇଗର’, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଆସିଲା ‘ଦ ହ୍ୱାଇଟ ଟାଇଗର’ର ଟ୍ରେଲର । ଟ୍ରେଲରରେ ଦମ୍‌ଦାର ଲୁକ୍‌ରେ ନଜର ଆସିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ରାଜକୁମାର ରାଓ । ଟ୍ରେଲରଟି ରିଲିଜ ହେବାର କିଛି ଘଂଟା ମଧ୍ୟରେ ହିଁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଦୀର୍ଘ ଦିନର ବିରତି ପରେ ଏହି ଫିଲ୍ମ ଜରିଆରେ ପୁଣି…

ଜର୍ମାନୀରେ କାହିଁକି ଡେରା ପକାଇଛନ୍ତି ପ୍ରିୟଙ୍କା ଚୋପ୍ରା ?

ଭୁବନେଶ୍ୱର: ପ୍ରଥମେ ମଡେଲିଂ ଦୁନିଆ, ପରେ ବଲିଉଡ ଇଣ୍ଡଷ୍ଟ୍ରୀ ଆଉ ଏବେ ହଲିଉଡ ହେଭେନ୍‌ରେ ଘୁରି ବୁଲୁଛନ୍ତି ପ୍ରିୟଙ୍କା ଚୋପ୍ରା । ବେଶ କିଛି ଦିନ ଧରି ଜର୍ମାନୀର ବର୍ଲିନରେ ପ୍ରିୟଙ୍କା ନିଜ ପରିବାର ସହ ବୁଲୁଥିବା ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ହେଲେ ଛୁଟି ମନାଇବା ପାଇଁ…

ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନଙ୍କୁ ଜେରା କରିବ ମୁମ୍ବାଇ ପୋଲିସ !

ମୁମ୍ବାଇ: ଚଳିତବର୍ଷ ବଲିଉଡରେ ସତରେ ଯେମିତି ଅମାବାସ୍ୟାର ଗ୍ରହଣ ଲାଗିଛି । ପ୍ରଥମେ କିଛି ପୁରୁଖା କଳାକାରଙ୍କ ଦେହାନ୍ତ । ପରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଆତ୍ମହତ୍ୟା ଓ ହତ୍ୟାର ଚକ୍ରବ୍ୟୁହରେ ଘୁରିବୁଲୁଛି । ହେଲେ ଏବେ ଖବର ମିଳିଛି ପ୍ରିୟଙ୍କା ଓ ଦୀପିକାଙ୍କୁ ମୁମ୍ବାଇ…

୩୮ ବର୍ଷରେ ପାଦ ଥାପିଲେ ବଲିଉଡ ଡିଭା ପ୍ରିୟଙ୍କା ଚୋପ୍ରା

ଭୁବନେଶ୍ୱର: ବଲିଉଡର ଦେଶୀ ଗାର୍ଲ ତଥା ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ଆଜି ଜନ୍ମଦିନ । ସେ ୩୮ ବର୍ଷରେ ପାଦ ଦେଇଛନ୍ତି । ବରେଲିରୁ ହଲିଉଡ୍ ଭାୟା ବଲିଉଡ୍‌, ତାଙ୍କ ଯାତ୍ରା ଓ ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ରହିଛି । ମାତ୍ର ୧୮ ବର୍ଷ ବୟସରେ ୨୦୦୦ ମସିହାରେ…

କରୋନାଭାଇରସକୁ ନେଇ ସର୍ଟ ଫିଲ୍ମ ; ଅଭିନୟରେ ଅମିତାଭ, ରଜନୀକାନ୍ତ ଓ ପ୍ରିୟଙ୍କା ଚୋପ୍ରା !

ମୁମ୍ବାଇ: କରୋନା ମୁକାବିଲାରେ ଆଗେଇ ଆସିଛି ଅଭିନୟ ଜଗତ । ଅର୍ଥରାଶି, ଉପକରଣ ସହାୟତା ଓ ସଚେତନତା ମୂଳକ ଭିଡିଓ ଜରିଆରେ ଅଭିନୟ ଜଗତ ଭାରତ ସରକାରଙ୍କୁ କରୋନା ବିରୋଧୀ ଲଢେଇରେ ସମର୍ଥନ କରିଆସିଛି । ମେଗାଷ୍ଟାର ଅମିତାଭ ବଚ୍ଚନ, ଥଲାଇଭା ରଜନୀକାନ୍ତ, ଦିଲଜିତ୍ ଦୋସାଂଜ ଓ କ୍ୱାଣ୍ଟିକୋ ଫେମ୍…