Latest Odisha News

BREAKING NEWS

Browsing Tag

puri collector

ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରୁଦ୍ଧଦ୍ୱାର ବୈଠକ

ପୁରୀ: ଗୋଟିଏ ପଟେ ନାଗପୁରରୁ ଭିଡିଓ କନ୍‌ଫରେନ୍ସିଂରେ ପ୍ରଧାନ ବିଚାରପତି ରଥଯାତ୍ରା ସମ୍ପର୍କିତ ମାମଲାର ଶୁଣାଣି କରିବେ । ଏପଟେ ଶ୍ରୀକ୍ଷେତ୍ରରେ ବସିଛି ଗୁରୁତ୍ୱର୍ଣ୍ଣ ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଓ ଜିଲ୍ଲାପାଳ ବଲବନ୍ତ ସିଂହଙ୍କ ମଧ୍ୟରେ…

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ମାସ୍କ ଓ ୫ହଜାର ଟଙ୍କା

ପୁରୀ: ଶ୍ରୀମନ୍ଦିର ସେବାୟତମାନଙ୍କୁ ମିଳିବ ମାସ୍କ । ସେହିପରି ଦ୍ୱିତୀୟ କିସ୍ତି ବାବଦରେ ବି ୫ ହଜାର ଟଙ୍କା ଲେଖାଏଁ ମିଳିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି । ସେ କହିଛନ୍ତି, ସେବାୟତଙ୍କ ସୁରକ୍ଷା ହେଉଛି ପ୍ରଶାସନର ଦାୟିତ୍ୱ । ସେବାୟତଙ୍କୁ ୫…

ରହିବେନି ଭକ୍ତ, ସେବକଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା

ପୁରୀ: ରାତି ପାହିଲେ ସ୍ନାନ ପୂର୍ଣ୍ଣିମା । ଆଜି ରାତିରୁ ରତ୍ନ ବେଦୀରୁ ସ୍ନାନ ବେଦୀକୁ ଛୁଟି ଆସିବେ ଚର୍ତୁଦ୍ଧାମୂର୍ତ୍ତି । ରାତି ଗୋଟାଏରେ ହେବ ମହାପ୍ରଭୁଙ୍କ ଗୋଟି ପହଣ୍ଡି । ତେବେ ଏସବୁ ନୀତିକାନ୍ତି ବିନା ଭକ୍ତରେ ହେବ । ଚଳିତ ଥର କରୋନା କଟକଣା ଭିତରେ କେବଳ ସେବକଙ୍କ ଗହଣରେ ହେବ…

ଦୂରଦର୍ଶନରେ ସିଧାପ୍ରସାରଣ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା

ଭୁବନେଶ୍ୱର: ଆଉ ଦିନକ ପରେ ବଡଠାକୁରଙ୍କ ସ୍ନାନଯାତ୍ରା । ତେବେ ଏଥର କିନ୍ତୁ ଭକ୍ତମାନେ ଶ୍ରୀମନ୍ଦିର ସାମ୍ନାରେ ଝିଡା ହୋଇ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଦେଖିପରିବେନି । ଦୂରଦର୍ଶନରେ ମହାପ୍ରଭୁଙ୍କ ସ୍ନାନଯାତ୍ରାର ହେବ ସିଧାପ୍ରସାରଣ । ଘରେ ବସି ଭକ୍ତ ଦେଖିବେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ।…

ପୁରୀକୁ ଟ୍ରେନ୍ ଚଳାଚଳ ବାତିଲ

ଭୁବନେଶ୍ୱର: ଏବେ ପୁରୀକୁ ଆଉ ଗଡିବନି ଟ୍ରେନ୍ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ପୁରୀକୁ ସମସ୍ତ ଟ୍ରେନ୍ ଚଳାଚଳ ବାତିଲ କରିଛି ପୂର୍ବତଟ ରେଳବାଇ। ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ପୁରୀକୁ ଯାଉଥିବା ସମସ୍ତ ଟ୍ରେନ…