Latest Odisha News
Browsing Tag

puri collector

ବିନା ଟେଷ୍ଟ ରିପୋର୍ଟରେ ପୁରୀକୁ ପ୍ରବେଶ ମନା

ପୁରୀ : ଅଗଷ୍ଟ ମାସରେ ରାଜ୍ୟ ସରକାର ଲଗାଇଥିବା କଟକଣାକୁ ପୁରୀ ଜିଲ୍ଲାରେ ବି ବଳବତ୍ତର ରହିବ । ତେବେ ଜିଲ୍ଲାକୁ ପ୍ରବେଶ କରୁଥିବା ବାହାରର ବ୍ୟକ୍ତିଙ୍କର ସ୍ୱାବ ଟେଷ୍ଟ ରିପୋର୍ଟ ନେଗେଟିଭ୍ ନ ଥିଲେ ସେମାନଙ୍କୁ ଜିଲ୍ଲା ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ଆଜି ଏ ନେଇ ସୂଚନା…

ଆଜିଠୁ ଶ୍ରୀଜିଉଙ୍କ ୩ ରଥ ଖୋଲାକାମ ଆରମ୍ଭ

ପୁରୀ: ଆଜିଠାରୁ ୩ ରଥ ଖୋଲାକାମ ଆରମ୍ଭ ହୋଇଛି । ରଥ ନିର୍ମାଣ ସେବକ, ପରିଚାଳନା କମିଟି ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭୋଇ ସେବକ ମାନେ ପରମ୍ପରା ଅନୁଯାୟୀ ରଥ ଖୋଲା କାମ ଆରମ୍ଭ କରିଛନ୍ତି । କିନ୍ତୁ ରଥକୁ ନଭାଙ୍ଗି ସୁରକ୍ଷିତ ଭାବେ ଖୋଲାଯାଉଛି । ଏହି କାର୍ଯ୍ୟ ଏକ ମାସ ଧରି ଚାଲିବ…

କାଲିଠୁ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ମନା

ପୁରୀ: କରୋନା ପାଇଁ ଆସନ୍ତାକାଲି ଠାରୁ ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର ଉପରେ ଲାଗିଲା କଟକଣା । ପୁରୀ ଜିଲ୍ଲା ବାହାରୁ କୌଣସି ବ୍ୟକ୍ତିଙ୍କ ମୃତଦେହ ଓ ତାଙ୍କ ସମ୍ପର୍କୀୟ ପୁରୀ ସ୍ୱର୍ଗଦ୍ବାରକୁ ଆସିପାରିବ ନାହିଁ । ଏହାସହିତ ସମୁଦ୍ରକୂଳରେ ଅସ୍ଥି ବିସର୍ଜନ ମଧ୍ୟ ହୋଇପାରିବ ନାହିଁ। ପୁରୀ…

ଜୁଲାଇ ୩୧ ଯାଏଁ ବାହାର ଜିଲ୍ଳାର ଲୋକଙ୍କୁ ପୁରୀ ମନା

ପୁରୀ: ଆସନ୍ତା ଜୁଲାଇ ୩୧ ଯାଏଁ ବାହାର ଲୋକଙ୍କୁ ପୁରୀ ମନା । ପୁରୀକୁ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ଜିଲ୍ଳା ପ୍ରଶାସନ । ବିନା କାରଣରେ କେହି ଜିଲ୍ଲାରେ ପ୍ରବେଶ କରିପାରିବେ ନାହି ବୋଲି ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି । ଯଦି ଆସୁଛନ୍ତି ତେବେ ପରିଚୟ ପତ୍ର ଆଣିବା ବାଧ୍ୟତା…

ସାମ୍ବାଦିକଙ୍କର ହେଲା କରୋନା ଟେଷ୍ଟ

ପୁରୀ: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଉପର ମୁହାଁ ହୋଇ ଚାଲିଛି । ଫଳରେ ରଥଯାତ୍ରା ଭଳି ବାହୁଡା ଯାତ୍ରା ମଧ୍ୟ ଯେପରି ସୁରୁଖୁରୁରେ ହେବ ସେଥିପାଇଁ ଚାଲିଛି ପ୍ରସ୍ତୁତି । ଆଜି ରଥଯାତ୍ରା ଖବର ସଂଗ୍ରହ କରୁଥିବା ସମସ୍ତ ସାମ୍ବାଦିକଙ୍କର କରୋନା ପରୀକ୍ଷା କରାଯାଇଛି । ରଥଯାତ୍ରା ସହ…

ଜୁନ୍ ୩୦ ରାତିରୁ ଜୁଲାଇ ୨ ଯାଏଁ ପୁରୀରେ କର୍ଫ୍ୟୁ

ପୁରୀ: ବାହୁଡ଼ା ଯାତ୍ରା ପାଇଁ ଆସନ୍ତା ୩୦ ତାରିଖ ରାତିରୁ ପୁରୀ ଜିଲ୍ଲାରେ କର୍ଫ୍ୟୁ ଲାଗୁ ହେବ। ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଏହି ସୂଚନା ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି ଜୁନ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା ଯାଏଁ ସମଗ୍ର ଜିଲ୍ଲାରେ କର୍ଫ୍ୟୁ ବଳବତ୍ତର ରହିବ।…

ସେବାୟତ କରୋନା ପଜିଟିଭ ଚିହ୍ନଟ ପରେ ସମ୍ପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ପୁରୀ: ପୁରୀରେ ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେବାୟତ ରହୁଥିବା ସଂପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ପୁରୀ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତିରେ ଜିଲ୍ଲାପାଳ କହିଛନ୍ତି, ପୁରୀ ପୌରପାଳିକା ଅନ୍ତର୍ଗତ ସୁଆର…

ଆଜି ସନ୍ଧ୍ୟା ୭ରୁ ପୁରୀରେ କୋହଳ ହେଲା କର୍ଫ୍ୟୁ

ପୁରୀ: ରଥଟାଣା ପରେ ପୁରୀରେ କୋହଳ ହୋଇଛି କର୍ଫ୍ୟୁ । ସନ୍ଧ୍ୟା ୭ଟାରେ ପରେ କଟକଣା ହଟିଛି । ତେବେ ବଡ଼ଶଙ୍ଖ, ମାଟିଆପଡ଼ାରୁ ମାଉସୀ ମା ମନ୍ଦିର ଯାଏ କର୍ଫ୍ୟୁ ବଳବତ୍ତର ରହିବ । ଆସନ୍ତାକାଲି ରାତି ୧୦ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ଅଞ୍ଚଳକୁ ନଯିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ…

ଆଜି ରାତି ୯ଟାରୁ ପୁରୀରେ ସଟ୍‌ଡାଉନ୍

ପୁରୀ: ସୁପ୍ରିମକୋର୍ଟ ପୁରୀରେ ରଥଯାତ୍ରା ପାଇଁ ସବୁଜ ସଂକେତ ଦେବା ପରେ ଆରମ୍ଭ ହୋଇଛି ରଥଯାତ୍ରା ପ୍ରସ୍ତୁତି । ରଥଯାତ୍ରା ପାଇଁ ରାତି ୯ଟାରୁ ପୁରୀରେ ଜାରି ହେବ କର୍ଫ୍ୟୁ । ଆଜି ରାତି ୯ଟାରୁ ବୁଧବାର ଦିନ ୨ଟା ଯାଏଁ ପୁରୀରେ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ। ପୁରୀ…

ରଥଯାତ୍ରା ପାଇଁ ପୁରୀ ପ୍ରଶାସନ ପ୍ରସ୍ତୁତ: ଜିଲ୍ଲାପାଳ

ପୁରୀ: ରଥଯାତ୍ରା ପାଇଁ ପୁରୀ ପ୍ରଶାସନ ପ୍ରସ୍ତୁତ । ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ ମିଳିଲେ ସବୁ ବିଭାଗର ସହଯୋଗରେ ରଥଯାତ୍ରା କରିବାକୁ ପ୍ରସ୍ତୁତ । ପରିଚାଳନା କମିଟି ସହ ଆଲୋଚନା ପରେ ଏନେଇ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଓ ଜିଲ୍ଲାପାଳ…