Latest Odisha News

BREAKING NEWS

Browsing Tag

Puri Custodial Death

ପୁରୀ ଓ ବୀରମିତ୍ରପୁର ହାଜତ ହିଂସା ବିରୋଧରେ ପ୍ରତିବାଦ

ଭୁବନେଶ୍ୱର: ପୁରୀ ଜିଲ୍ଲାର ବାସେଳିସାହି ଥାନା ଓ ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନାରେ ଅପରାଧୀ ସନ୍ଦେହରେ ଦୁଇ ଜଣ ବ୍ୟକ୍ତିଙ୍କୁ ବାଡେଇବା ସହ ଅମାନୁଷିକ ଅତ୍ୟାଚାର କରି ମାରିଦେବା ପ୍ରତିବାଦରେ ରାଜଧାନୀ ଭୁବନେଶ୍ୱରରେ ଏକ ଗଣ ପ୍ରତିବାଦ ହୋଇଇଛି । ପୋଲିସକୁ ସର୍ବସାଧାରଣଙ୍କ…

ପୁରୀ ହାଜତ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ଭେଟିଲେ ସମ୍ବିତ ପାତ୍ର

ପୁରୀ: ହାଜତ ମୁତ୍ୟୁ ଘଟଣାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ପୁରୀର ପୂର୍ବତନ ଏସପି ଅଖିଳେଶ୍ୱର ସିଂଓ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ଗିରଫ ଦାବିରେ ଆଜି ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ସେପଟେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମୃତ କେ…

ପୁରୀ ହାଜତ ମୃତ୍ୟୁ ଅଭିଯୋଗ: ରାଜ୍ୟ ସରକାରଙ୍କୁ NHRCଙ୍କ ନୋଟିସ୍

ପୁରୀ: ପୁରୀ ବାସେଳିସାହି ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ ତଲବ କଲେ ଜାତୀୟ ମାନବାଧିକାର କମିଶନ। ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ନୋଟିସ କରିଛନ୍ତି ଏନଏଚଆରସି । ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି । କେଉଁ କାରଣରୁ କେ.…

ପୁରୀ ହାଜତ ମୃତ୍ୟୁ ମାମଲାରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କଲେ ହାଇକୋର୍ଟ

ପୁରୀ: ହାଇକୋର୍ଟରେ ପହଞ୍ଚିଛି ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା । ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଆଇନଜୀବୀ ଶରତ ରାୟଗୁରୁ ହାଜତ ମୃତ୍ୟୁ ଅଭିଯୋଗ ମାମଲା ନେଇ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । କୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଇବାକୁ ଅପିଲ କରିଛନ୍ତି ଆବେଦନକାରୀ । ଏହାସହ…

ପୁରୀରେ ପୋଲିସ୍‌ ମାଡ଼ରେ ଅଭିଯୁକ୍ତର ମୃତ୍ୟୁ ଅଭିଯୋଗର ତଦନ୍ତ ଆରମ୍ଭ

ପୁରୀ: ପୋଲିସ୍‌ ହେପାଜତରେ ପୁରୀରେ ଅଭିଯୁକ୍ତର ମୃତ୍ୟୁ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି । ପୁରୀରେ ମାମଲାର ସମୀକ୍ଷା କରିଛନ୍ତି ପୋଲିସ ଆଇଜି ଇନ୍‌ଚାର୍ଜ ଏସ୍. ପ୍ରବୀଣ କୁମାର । ପୁରୀ ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସେ ମାମଲା ସମ୍ପର୍କରେ ଆଲୋଚନା କରିଛନ୍ତି । ତଦନ୍ତରେ ଜାତୀୟ…

NHRC ଗାଇଡଲାଇନ ଅନୁସାରେ ପୋଲିସ ହେପାଜତରେ ମୃତ୍ୟୁ ଅଭିଯୋଗ ତଦନ୍ତ: ପୋଲିସ ଡିଜି

ଭୁବନେଶ୍ୱର: ପୁରୀ ଓ ବୀରମିତ୍ରପୁରରେ ପୋଲିସ୍‌ ହେପାଜତରେ ଯପୁବକଙ୍କ ମୃତ୍ୟୁ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ଅଭୟ । ସେ କହିଛନ୍ତି, ଘଟଣାର ତଦନ୍ତ ହେବ । ଏଭଳି ମୃତ୍ୟୁ ହେଲେ ତଦନ୍ତ ନେଇ ଜାତୀୟ ମାନବାଧିକା କମିଶନ ବା NHRCଙ୍କ ଗାଇଡଲାଇନ ରହିଛି । ଡାକ୍ତରୀ ଟିମ୍…