Latest Odisha News

BREAKING NEWS

Browsing Tag

Puri Ratha Jatra

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ଦେବୀ ସୁଭଦ୍ରା

ପୁରୀ: ଗୁଣ୍ଡିଚା ମନ୍ଦିରରେ ପହଂଚିଛନ୍ତି ଭଉଣୀ ଦେବୀ ସୁଭଦ୍ରା । ବଡ ଭାଇ ବଳଭଦ୍ରଙ୍କ ପଛେ ପଛେ ଆସି ଜନ୍ମବେଦୀରେ ପହଂଚିଛନ୍ତି ଉଭଣୀ ସୁଭଦ୍ରା । ଦେବଦଳନ ରଥ ଆସି ଗୁଣ୍ଡିଚା ମନ୍ଦିର ଆଗରେ ଠିଆ ହୋଇଛି । ସେବାୟତମାନେ ଆନନ୍ଦରେ ଟାଣି ନେଇ ଗୁଣ୍ଡିଚା ମନ୍ଦିରରେ ପହଂଚାଇଛନ୍ତି । ଘଣ୍ଟ…

ବାରଣାସୀରେ ଭାଙ୍ଗିଲା ୨ଶହ ବର୍ଷର ପରମ୍ପରା, ଗଡିଲାନି ରଥ

ବାରଣାସୀ: କରୋନା ପାଇଁ ଐତିହାସିକ ସହର ବାରଣାସୀରେ ଭାଙ୍ଗିଲା ୨ଶହ ବର୍ଷର ପରମ୍ପରା । ସେଠାରେ ଆଜି ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ ରହିଛି । ଗଡିନି ରଥ । ଫଳରେ ଭକ୍ତମାନେ ନିରାଶ ହୋଇଛନ୍ତି । ପୂର୍ବରୁ ଏହି ଯାତ୍ରା ଦେଖିବା ପାଇଁ ପ୍ରତିବର୍ଷ ବିଭିନ୍ନ ସ୍ଥାନରୁ ଆସନ୍ତି । ହେଲେ…

ଗୁଣ୍ଡିଚା ମନ୍ଦିରରେ ପହଂଚିଲା ବଡଠାକୁରଙ୍କ ତାଳଧ୍ୱଜ ରଥ

ପୁରୀ: ଆଜି ବଡ ଠାକୁରଙ୍କ ବଡଯାତ୍ରା । ରତ୍ନବେଦୀରୁ ଜନ୍ମବେଦୀରେ ପହଂଚିଲେ ବଡଠାକୁର ପ୍ରଭୁ ବଳଭଦ୍ର । ଗୁଣ୍ଡିଚା ମନ୍ଦିରରେ ଲାଗିଲା ବଡଠାକୁରଙ୍କ ତାଳଧ୍ୱଜ ରଥ । ଅପରାହ୍ନ ୩ଟା ୫୨ରେ ରଥ ଯାଇ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଂଚିଛି । ପଛରେ ଭଉଣୀ ସୁଭଦ୍ରା ଓ କାଳିଆ ଠାକୁର ଆସୁଛନ୍ତି ।…

ଫଟୋରେ ଫଟୋରେ ରଥଯାତ୍ରା…

ପୁରୀ: ଆଜି ପବିତ୍ର ଘୋଷଯାତ୍ରା । ଏହି ଅବସରରେ ଆମର ସ୍ୱତନ୍ତ୍ର ଫଟୋ ଫିଚର । ସକାଳୁ ସକାଳୁ ରଥ ପ୍ରସ୍ତୁତ ବଳଭଦ୍ରଙ୍କ ପହଣ୍ଡି ନୀଳକନ୍ଦରରୁ ବାହାରିଲେ ମହାପ୍ରଭୁ ନନ୍ଦିଘୋଷ ଚଢୁଛନ୍ତି କାଳିଆ ଠାକୁର ରଥ ପ୍ରସ୍ତୁତ ... ଘୋଡା ବି ପ୍ରସ୍ତୁତ…

ସବୁ ଲୀଳାମୟଙ୍କ ଲୀଳା …

ପୁରୀ: କାଳିଆ ଠାକୁରଙ୍କ ଲୀଳା ଅପାର । ଗତ ଶୁକ୍ରବାର ରଥ ଯାତ୍ରା ନ ହେବା ନେଇ ନିଷ୍ପତ୍ତି ପରେ ଭାଙ୍ଗିପଡିଥିଲେ ଭକ୍ତ । ତଥାପି କେଉଁଠି ନା କେଉଁଠି ଥିଲା ଆଶାର କିରଣ । ଭକ୍ତ ଗୁହାରି କଲେ ହେ ମହାପ୍ରଭୁ ତମକୁ କଣ ଚଳିତ ବର୍ଷ ବଡଦାଣ୍ଡରେ ଦେଖିବୁନି । ଏଥର କଣ ତମେ ମାଉସୀ ଘର ଯିବନି । ଆମେ…

‘ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ, ଭକ୍ତଙ୍କ ଡାକ ଶୁଣିଲେ ମହାପ୍ରଭୁ’

ନୂଆଦିଲ୍ଲୀ: କରୋନା କଟକଣା ପାଳନ କରି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜନ ଲାଗି ଆଜି ସୁପ୍ରିମକୋର୍ଟ ଅନୁମତି ଦେବାପରେ ସବୁଆଡ଼େ ଆନନ୍ଦ ପ୍ରକାଶ ପାଇଛି । କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହା । ଟ୍ଵିଟ କରି ଶାହା ଲେଖିଛନ୍ତି ଯେ ଆଜି ଆମ…

ଭକ୍ତଙ୍କ ପ୍ରାର୍ଥନା ଶୁଣିଲେ ମହାପ୍ରଭୁ: ପୁରୀ ଗଜପତି

ପୁରୀ: ରଥଯାତ୍ରା ପାଇଁ ଅନୁମତି ମିଳିବା ପରେ ପୁରୀ ଗଜପତି ଦିବ୍ୟ ସିଂହ ଦେବ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଭାବଗ୍ରାହି ମହାପ୍ରଭୁ ଜଗନ୍ନାଥ ସାରା ବିଶ୍ୱର ଅଗଣିତ ଭକ୍ତଙ୍କ ପ୍ରର୍ଥନା ଶୁଣିଛନ୍ତି । ରଥଯାତ୍ରା ହେବା ନେଇ ସୁପ୍ରିମକୋର୍ଟ ରାୟ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ।…

ରଥଯାତ୍ରା ପାଇଁ ୩ ମନ୍ତ୍ରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ରାତି ପାହିଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କଟକଣା ଭିତରେ ରଥଯାତ୍ରାକୁ ସୁରୁୁଖୁରୁରେ ସାରିବାକୁ ଅଂଟା ଭିଡିଛନ୍ତି ସରକାର । ହାତରେ ଅଳ୍ପ ସମୟ ଥିବାରୁ ଯୁଦ୍ଧକାଳୀନ ସ୍ଥିତିରେ ବ୍ୟବସ୍ଥା କରାଯାଉଛି । ଏହାରି ଭିତରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାର ଉତ୍ତମ ପରିଚାଳନା ପାଇଁ…

ରଥଯାତ୍ରା ଆୟୋଜନ ବଡ ଚ୍ୟାଲେଞ୍ଜ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଅନୁମତି ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ନବୀନ । ସେ କହିଛନ୍ତି, ରଥଯାତ୍ରା ପାଇଁ ପ୍ରଶାସନ ସବୁ ପ୍ରସ୍ତୁତି କରି ସାରିଛି…

ଆଜି ରାତି ୯ଟାରୁ ପୁରୀରେ ସଟ୍‌ଡାଉନ୍

ପୁରୀ: ସୁପ୍ରିମକୋର୍ଟ ପୁରୀରେ ରଥଯାତ୍ରା ପାଇଁ ସବୁଜ ସଂକେତ ଦେବା ପରେ ଆରମ୍ଭ ହୋଇଛି ରଥଯାତ୍ରା ପ୍ରସ୍ତୁତି । ରଥଯାତ୍ରା ପାଇଁ ରାତି ୯ଟାରୁ ପୁରୀରେ ଜାରି ହେବ କର୍ଫ୍ୟୁ । ଆଜି ରାତି ୯ଟାରୁ ବୁଧବାର ଦିନ ୨ଟା ଯାଏଁ ପୁରୀରେ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ। ପୁରୀ…