Latest Odisha News
Browsing Tag

Puri Temple

ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ

ପୁରୀ : ହରିହର ବେଶରେ ସୁସଜ୍ଜିତ ବଡ଼ଠାକୁର। ଆଜି ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜ୍ଜିତ କରାଯାଇଛି | ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଏ । ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ । ଅର୍ଦ୍ଧେକ ଧଳା ଓ…

ମା ବିରଜାଙ୍କ ପାଇଁ ଶ୍ରୀମନ୍ଦିରରୁ ଆସିଲା ବାରପାଟିଆ ପାଟ

ଯାଜପୁର: ଶ୍ରୀକ୍ଷେତ୍ରରୁ ଆସିଲା ମା’ଙ୍କ ବାରପାଟିଆ ପାଟ। ଦୂର୍ଗାପୂଜା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ  ମା ବିରଜାଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ। ପରମ୍ପରା ଅନୁଯାୟୀ ମାଙ୍କ ରଥଯାତ୍ରା ସମୟରେ ଶ୍ରୀମନ୍ଦିରରୁ ଶ୍ରୀଜିଉଙ୍କ ପ୍ରଦତ୍ତ ବସ୍ତ୍ର ମା ବିରଜାଙ୍କ ଉଦ୍ଦେଶ୍ୟରେ ପ୍ରେରଣ…

ଶ୍ରୀମନ୍ଦିରରେ ଆଜି ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି । ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଅପରାହ୍ନ ୪ଟାରୁ ରାତି ୮ଟା ପର୍ୟ୍ୟନ୍ତ ବନକଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କର ଏହା ଏକ ଗୁପ୍ତ ନୀତି । ଏଥିପାଇଁ ୪ଘଣ୍ଟା ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ଏେଇ…

ଆଜିଠୁ ପ୍ରତି ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲା

ପୁରୀ: ଏଣିକି ସବୁ ଦିନ ଜଗା ଦର୍ଶନ । ଆଜିଠାରୁ ରବିବାର ବି ଭକ୍ତଙ୍କ ପାଇଁ ଖୋଲା ରହିବ ବଡ଼ଦେଉଳ ଦୁଆର । ଆଜିଠୁ ପ୍ରତି ରବିବାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ପୂର୍ବରୁ କରୋନା କଟକଣା ଯୋଗୁ ସପ୍ତାହରେ ୬ ଦିନ ଦର୍ଶନ ଅନୁମତି ଥିଲା । ସଂକ୍ରମଣ କମିବା ପରେ ସ୍ଥିତି ଦେଖି…

ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି, ସନ୍ଧ୍ୟା ୫ଟାରୁ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବନକଲାଗି ନୀତି । ଏଥିପାଇଁ ସାମୟିକ ବନ୍ଦ ରହିବ ଶ୍ରୀଜିଉଙ୍କର ଦର୍ଶନ । ସନ୍ଧ୍ୟା ୫ଟାରୁ ୮ଟା ଯାଏ ମହାପ୍ରଭୁଙ୍କର ଦର୍ଶନ ବନ୍ଦ ରହିବ । ଏହି ସମୟରେ ବନକପେଡ଼ି ଧରି ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବେ ।…

ଆଜିଠୁ ଶ୍ରୀମନ୍ଦିରରେ କଟକଣାମୁକ୍ତ ଦର୍ଶନ

ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ଆଉ ଦରକାର ପଡ଼ିବନି କୋଭିଡ୍ ନେଗେଟିଭ୍ ରିପୋର୍ଟ କି ଟିକା ପ୍ରମାଣପତ୍ର । ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କୋହଳ ହୋଇଛି କଟକଣା । ଆଜିଠୁ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଭକ୍ତଙ୍କୁ ଆଉ କୋଭିଡ୍ ନେଗେଟିଭ୍ ରିପୋର୍ଟ କି ଟିକାର…

ଆଜି ଶ୍ରୀପଞ୍ଚମୀ: ପୁରୀରେ ଅନୁକୂଳ ହେବ ରଥକାଠ

ପୁରୀ: ଆଜି ମାଘ ଶୁକ୍ଳ ପଞ୍ଚମୀ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜା ପାଇବେ ବିଦ୍ୟାଦେବୀ ସରସ୍ୱତୀ । ଆଜି ପୁରୀରେ ରଥଯାତ୍ରା ପାଇଁ ରଥକାଠର ଆଜି ଅନୁକୂଳ ହେବ । ପରମ୍ପରା ଅନୁସାରେ, ଶ୍ରୀପଞ୍ଚମୀରେ ରଥ ନିର୍ମାଣ ପାଇଁ ତିନି ଖଣ୍ଡ ରଥକାଠକୁ ପୂଜାର୍ଚ୍ଚନା କରାଇଯାଇଥାଏ । ନୟାଗଡ଼ ବନଖଣ୍ଡରୁ…

ଦୁର୍ଲଭ ପଦ୍ମ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ

ପୁରୀ: ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ଦୁର୍ଲଭ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । କୋଭିଡ୍ କଟକଣାରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଗତବର୍ଷ କରୋନା ପାଇଁ ମହାପ୍ରଭୁଙ୍କୁ ଏହି ବେଶ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ ଭକ୍ତ ।…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମ ବେଶ

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ । ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁ ପଦ୍ମବେଶରେ ବିଭୂଷିତ ହେବେ । ବଡ଼ଛତା ମଠ ତତ୍ତ୍ୱାବଧାନରେ ଶ୍ରୀମନ୍ଦିର ପାରମ୍ପରିକ ସେବାୟତମାନେ ନିଷ୍ଠାର ସହ ଏହି ବେଶ ଶେଷ କରିଛନ୍ତି । କିମ୍ବଦନ୍ତୀ ଅନୁଯାୟୀ ସନ୍ଥ ମନୋହର…

ମିଳିଲା ଜଗା ଦର୍ଶନ: ଭକ୍ତଙ୍କ ପାଇଁ ଆଜିଠୁ ଖୋଲିଲା ଶ୍ରୀମନ୍ଦିର

ପୁରୀ: ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ଭକ୍ତ ଓ ଭଗବାନଙ୍କର ପୁଣି ଥରେ ମିଳନ ହୋଇଛି । ୨୦ ଦିନ ପରେ ଚର୍ମଚକ୍ଷୁରେ ଶ୍ରୀଜିଉଙ୍କୁ ଦର୍ଶନ କରି ମହା ଆନ୍ଦନ ପାଉଛନ୍ତି ଭକ୍ତ । ସକାଳ ୬ଟାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ଏଥିପାଇଁ ପ୍ରଶାସନ ସ୍ୱତନ୍ତ୍ର…