Latest Odisha News
Browsing Tag

Puri Visit

୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ପୁରୀ ଗସ୍ତ ଓ ବିଭିନ୍ନ ପ୍ରକଳ୍ପ ଉନ୍ନତିକରଣର ସମୀକ୍ଷା

ପୁରୀ : ମା  ମଙ୍ଗଳା  ପୀଠର ଉନ୍ନତିକରଣ କାମ ପରିଦର୍ଶନ କରିଛନ୍ତି ୫ଟି ସଚିବ ଭି. କେ. ପାଣ୍ଡିଆନ। ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସେ ସମୀକ୍ଷା କରିଛନ୍ତି । ପନ୍ଦର ଦିନରେ ଯୋଜନା ପ୍ରସ୍ତୁତ ହେବ । ସେହିପରି ଶ୍ରୀ ଜଗନ୍ନାଥ  ମେଡିକାଲ  କଲେଜ ହସପିଟାଲ କାମ ବି ଜୁନ ୨୦୨୩ ସୁଦ୍ଧା ଶେଷ…

ପୁରୀ ଯିବା ବେଳେ ସାଂସଦ ଅପରାଜିତାଙ୍କ ଗାଡ଼ିକୁ ରୋକିଲା ପୋଲିସ

ପୁରୀ: ମହାପ୍ରଭୁଙ୍କ ଦର୍ଶନ କରିବାକୁ ପୁରୀ ଆସୁଥିବା ବେଳେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଚନ୍ଦନପୁରରେ ପୁଲିସ ଅଟକାଇଥିଲା । ଏନେଇ ନିଜେ ପୁରୀ ଏସପି ସୂଚନା ଦେଇଛନ୍ତି । ଏହାପରେ ଭୁବନେଶ୍ଵର ସାଂସଦ  ନିଜ ସମର୍ଥକଙ୍କ ସହ ପାଦରେ ଚାଲିଚାଲି ମହାପ୍ରଭୁଙ୍କ ଦର୍ଶନ କରିବାକୁ…

ଶ୍ରୀଜିଉଙ୍କ ଦର୍ଶନ କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ପୁରୀ : ପୁରୀ ଗସ୍ତରେ  ଆନ୍ଧ୍ରପ୍ରଦେଶ ରାଜ୍ୟପାଳ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ପତ୍ନୀଙ୍କ ସହିତ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି  । ଶ୍ରୀମନ୍ଦିର ସମ୍ମୁଖରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ତାଙ୍କୁ…

ତିନି ଦିନଆ ପୁରୀ ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ପୁରୀ: ତିନି ଦିନିଆ ଗସ୍ତରେ ଆଜି ପୁରୀରେ ପହଞ୍ଚିଛି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ରାଜଭବନର ନବୀକରଣ ଭବନକୁ ସେ ଉଦଘାଟନ କରିଛନ୍ତି । ଫନି ବାତ୍ୟାରେ ରାଜଭବନ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ରାଜଭଵନ ପରିସରରେ ଥିବା ଶୀଲା ଉପବନରେ ବୃକ୍ଷରୋପଣ କରି ବନୀକରଣର ଶୁଭାରମ୍ଭ କରିଛନ୍ତି…

ଆଜି ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । କରୋନା ପରେ ସର୍ବସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିବା ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପୁରୀ ଗସ୍ତ । ପୂର୍ବରୁ ପୁରୀ ଯାଇ ଉନ୍ନତିମୂଳକ ଓ ସୌନ୍ଦର୍ଯ୍ୟକରଣ କାମର…

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟାଙ୍କ ପୁରୀ ଜିଲ୍ଲା ଗସ୍ତ

ପୁରୀ: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ତଥା କାର୍ଯ୍ୟକାରୀ ସଭାପତି ଡକ୍ଟର ବିଜୟ କୁମାର ସାହୁ ବୁଧବାର ପୁରୀ ଜିଲ୍ଲା ଗସ୍ତ କରିଥିଲେ । ପୁରୀ ଜିଲ୍ଲା ସତ୍ୟବାଦୀର ସଦାନନ୍ଦପୁରଠାରେ ନିର୍ମାଣଧୀନ ସ୍କୁଲ ଗୃହର ସମୀକ୍ଷା କରିବା ସହିତ ସାକ୍ଷୀଗୋପାଳ ହାଇସ୍କୁଲରେ ଅସ୍ଥାୟୀ ଭାବେ…