Latest Odisha News

BREAKING NEWS

Browsing Tag

puri

ଶ୍ରୀମନ୍ଦିରର ୭ ସେବାୟତ କରୋନା ସଂକ୍ରମିତ

ପୁରୀ: ପୁରୀରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଶ୍ରୀମନ୍ଦିରର ୭ ଜଣ ସେବାୟତ ଓ ସେମାନଙ୍କ ପରିବାରର ୩ ଜଣ କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଶ୍ରୀମନ୍ଦିର ପ୍ରଶାସନର ୩ ଜଣ କର୍ମଚାରୀ ଏବଂ ଶ୍ରୀମନ୍ଦିର ସମ୍ମୁଖରେ ଥିବା ସିଂହଦ୍ୱାର ଜୋତାଷ୍ଟାଣ୍ଡର ୮ ଜଣଙ୍କ ରିପୋର୍ଟ କୋଭିଡ୍…

ଶ୍ରୀକ୍ଷେତ୍ରରେ ୧୩ ବର୍ଷର ନାବାଳିକା ପର୍ଯ୍ୟଟକଙ୍କୁ କରୋନା

ପୁରୀ: ପୁରୀରେ ୧୩ ବର୍ଷୀୟା ନାବାଳିକା ପର୍ଯ୍ୟଟକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୁରତରୁ ବାପାମାଆଙ୍କ ସହ ପୁରୀ ବୁଲିବାକୁ ଆସିଥିବା ବେଳେ କରୋନା ସଂକ୍ରମିତ ଥିବା ଆଣ୍ଟିଜେନ୍ ଟେଷ୍ଟରୁ ଜଣାପଡ଼ିଛି । ସଂକ୍ରମିତ ଚିହ୍ନଟ ହେବା ପରେ ନାବାଳିକାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି…

ବାଲୁକା କଳା ମାଧ୍ୟମରେ କୋଭିଡ୍ ଟିକା ନେବାକୁ ଜନ ସଚେତନତା

ପୁରୀ: ଆଜିଠାରୁ ଦେଶରେ ଆରମ୍ଭ ହୋଉଛି ୪ ଦିନିଆ ଟିକା ଉତ୍ସବ । ଏହି ଅବସରରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରାଯାଇଛି । ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଏହି ବାଲୁକା କଳାରେ ପ୍ରସ୍ତୁତ କରାଯାଇଛି ସବୁଠାରୁ…

ଆଜିଠୁ ସବୁ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: କୋଭିଡ୍ ସଂକ୍ରମଣ ପୁଣି ବଢ଼ିବା ପରେ ଶ୍ରୀମନ୍ଦିର ପ୍ରଶାସନ ପୁଣି ଥରେ ଏସଓପି ଜାରି କରିଛି । ନୂଆ ଏସଓପି ଅନୁସାରେ ଏଣିକି ରବିବାର ଶ୍ରୀମନ୍ଦିରରେ ବନ୍ଦ ରହିବ ଦର୍ଶନ । ଆଜିଠୁ ପ୍ରତି ରବିବାର ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇ ମନ୍ଦିର ପରିସରକୁ ସାନିଟାଇଜ୍ କରାଯିବ ।…

ପୁରୀରେ ବାରିକେଡରେ ଫଶିଗଲା ଶିଶୁ କନ୍ୟାର ମୁଣ୍ଡ

ପୁରୀ: ଶ୍ରୀମନ୍ଦିର ଜୋତା ଷ୍ଟାଣ୍ଡ ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜୋତାଷ୍ଟାଣ୍ଡ ବାରିକେଡରେ ଏକ ଚାରି ବର୍ଷ ଝିଅ ମୁଣ୍ଡ ପୁରାଇ ଦେବାରୁ ବାହାରି ପାରି ନ ଥିଲା । ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ମିଶି ଷ୍ଟିଲ ରଡ୍ କାଟି ଝିଅଟିକୁ ସୁରକ୍ଷିତ ବାବେ…

ସ୍କୁଲରେ ହିଂସା: ଜଣେ ଛାତ୍ରକୁ ଅନ୍ଯଜଣେ ଛାତ୍ରର ଛୁରାମାଡ଼, ଆହତ ଛାତ୍ର ହସ୍ପିଟାଲରେ ଭର୍ତ୍ତି 

ପୁରୀ: ପୁରୀରେ ଅଘଟଣ । ଜଣେ ଛାତ୍ରର ଛୁରାମାଡ଼ରେ ଅନ୍ୟଜଣେ ଛାତ୍ର ଆହତ ହୋଇଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଭୋଳାନାଥ ବିଦ୍ଯାପୀଠ ସ୍କୁଲ ଗେଟ ନିକଟରେ ଘଟିଛି ଘଟଣା । ଆହତ ଛାତ୍ରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛୁରାମାଡ କରିଥିବା ଛାତ୍ର ଘଟଣାସ୍ଥଳରୁ ଫେରାର…

ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଭୁବନେଶ୍ୱର: ଆଜି ଚୈତ୍ର କୃଷ୍ଣ ତୃତୀୟ ତିଥିରେ ଶ୍ରୀଜିଉ ମାନଙ୍କ 'ବନକଲାଗି' ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ପରେ ଅପରାହ୍ଣ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ବନ୍ଦ ରହିବ । ବନକ ଲାଗି ନୀତି ‘ଦତ୍ତ ମହାପାତ୍ର’…

ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକ କରୋନା ସଂକ୍ରମିତ, ସାନିଟାଇଜ ହେଲା କ୍ୟାମ୍ପସ

ପୁରୀ: ରାଜ୍ୟରେ ମାଡୁଛି କରୋନା ସଂକ୍ରମଣ । ଦିନକୁ ଦିନ ନୂଆ ନୂଆ ସଂକ୍ରମଣ ଟେନସନ ଦେଉଛି । ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ବ୍ୟାକରଣ ବିଭାଗର ଜଣେ ଅଧ୍ୟାପକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଧ୍ଯାପକ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଶ୍ବ ବିଦ୍ୟାଳୟରେ ସମସ୍ତେ…

ପୂଜା ବେଳେ ମୂର୍ତ୍ତି ଖସି ଆହତ ସେବାୟତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ଥିବା ଉଗ୍ର ନୃସିଂହ ମନ୍ଦିରରେ ମୂର୍ତ୍ତି ଖସି ଆହତ ହୋଇଥିବା ସେବାୟତଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭେଟିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଆହତ ସେବାୟତ ଜମ୍ବେଶ୍ୱର ମହାପାତ୍ରଙ୍କୁ ତାଙ୍କ ଘରେ ଭେଟିବା ସହ…

ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ଥିବା ଉଗ୍ର ନୃସିଂହ ମନ୍ଦିରରୁ ମୂର୍ତ୍ତି ଖସି ସେବାୟତ ଆହତ

ପୁରୀ: ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ଅଘଟଣ । ଉଗ୍ର ନୃସିଂହ ମନ୍ଦିରରୁ ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସି ପଡ଼ଥିବା ବେଳେ ଏଥିରେ ଜଣେ ସେବାୟତ ଆହତ ହୋଇଛନ୍ତି । କୁନୁ ମହାପାତ୍ର ନାମକ ଜଣେ ସେବାୟତଙ୍କ ଗୋଡ଼ରେ ଆଘାତ ଲାଗିଛି । ସକାଳେ ମନ୍ଦିରରେ ସେବାୟତ ଜଣଙ୍କ ଉଗ୍ର ନୃସିଂହ ଲୁଗା…