ଶ୍ରୀମନ୍ଦିର ଗର୍ଭଗୃହ ଓ ନାଟମଣ୍ଡପର ହେବ ମରାମତି, ସିଂହଦ୍ୱାରର ହେବ ରୂପା ଛାଉଣୀ
ପୁରୀ: ଶ୍ରୀଜୀଉଙ୍କ ନବଦିନାତ୍ମକ ଯାତ୍ରା ବେଳେ ଶ୍ରୀମନ୍ଦିର ଗର୍ଭଗୃହ ଓ ନାଟମଣ୍ଡପର ହେବ ମରାମତି । ଶ୍ରୀମନ୍ଦିର ନାଟମଣ୍ଡପ, ଗର୍ଭଗୃହ ଓ ଗରୁଡ଼ସ୍ତମ୍ଭ ଉପରି ଭାଗ ପିଲାରରେ ଥିବା ଫାଟ ଅନୁଧ୍ୟାନ କରାଯିବ । ପୂର୍ବରୁ ଲାଗିଥିବା କ୍ରାକ ମିଟର ଅନୁଧ୍ୟାନ କରାଯାଇ ଆବଶ୍ୟକ ସ୍ଥଳେ ମରାମତି…