୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ମହାପ୍ରଭୁ
ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ଭଗବାନ ଆଜି ୧୦୮ ଗରା ସୁବାସିତ ଜଳ ଲାଗି କରିଛନ୍ତି । ।
ପୂଜାପଣ୍ଡା ସାମନ୍ତଙ୍କୁ ଗରାବଡୁ ବିଙ୍ଗଳରେ ଜଳ ଲାଗି କଲେ । ପୂଜାପଣ୍ଡା ସେବାୟତମାନେ…