Latest Odisha News

BREAKING NEWS

Browsing Tag

Railway Station

ଓଡ଼ିଶାର ୨୫ଟି ରେଲୱେ ଷ୍ଟେସନର ନବୀକରଣ ପାଇଁ ଶିଳାନ୍ୟାସ କରିବେ ପିଏମ୍ ମୋଦି

ଭୁବନେଶ୍ୱର: ଦେଶର ୫୦୮ଟି ରେଲୱେ ଷ୍ଟେସନର ନବୀକରଣ ପାଇଁ ଅଗଷ୍ଟ ୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଶିଳାନ୍ୟାସ କରିବେ । ଭିଡିଓ କନଫରେନ୍ସିଂ ଯୋଗେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୨୫ ରେଲୱେ ଷ୍ଟେସନର ନବୀକରଣ ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ । ଏସବୁ…

ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ୍

ଭବାନୀପାଟଣା: ରେଳବାଇ ପିଛା ଛାଡ଼ୁନି ଟ୍ରେନ୍ ଦୁର୍ଘଟଣା । କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଟଳି ଯାଇଛି । କେସିଙ୍ଗା ରେଲୱେ ଷ୍ଟେସନରେ ଏକ ମାଲବାହୀ ଟ୍ରେନର ୱାଗନ ହଠାତ୍ ମଝିରୁ ଅଲଗା ହୋଇ ଯାଇଥିଲା । ସୂଚନା ଅନୁସାରେ, ମାଲବାହୀ ଟ୍ରେନଟିରେ ଦାମନଯୋଡ଼ିରୁ…

ବାହାନଗା ଷ୍ଟେସନରେ ରିଲେ ରୁମକୁ ସିଲ୍ କଲା ସିବିଆଇ, ଏବେ ରହଣୀ କରିବନି ଟ୍ରେନ୍

ବାଲେଶ୍ୱର: କାହିଁକି ବାହାନଗା ଷ୍ଟେସନରେ ଏତେ ବଡ଼ ଦୁର୍ଘଟଣା ଘଟିଲା । ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ତଦନ୍ତର ଦ୍ୱିତୀୟ ଦିନରେ କିଛି ରେଲୱେ ଅଧିକାରୀଙ୍କ ମୋବାଇଲ୍ ଫୋନକୁ ଜବତ କରାଯାଇଥିଲା । ଆଜି ସିବିଆଇ ବାହାନଗା ଷ୍ଟେସନର ରିଲେ ରୁମକୁ ସିଲ୍ କରିଛି । ଫଳରେ ରିଲେ ରୁମ୍ ସିଲ୍…

ଯାଜପୁର ରୋଡ୍ ରେଳ ଷ୍ଟେସନରେ ଅଘଟଣ, ଇଞ୍ଜିନ୍ ନଥିବା ମାଲଗାଡ଼ି ନେଲା ୬ ଜୀବନ

ଯାଜପୁର: ଭାଗ୍ୟ ହେଲା ବଇରୀ । ବର୍ଷା ନେଇଗଲା ଜୀବନ । ବାହାନଗା ରେଳ ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ଯାଜପୁରରୁ ଆସିଛି ଦୁଃଖଦ ଖବର । କାଳବୈଶାଖୀ ବର୍ଷାରୁ ରକ୍ଷା ପାଇବା ପାଇଁ ପ୍ରାୟ ଟ୍ରେନ୍ ଟ୍ରାକରେ କାମ କରୁଥିବା ପ୍ରାୟ ୭ ଜଣ ଶ୍ରମିକ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍ ତଳେ…

ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି କର୍ଣ୍ଣାଟକ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଦିନ ୧୨ଟା ସମୟରେ  ଏହି ରେଳ ପ୍ଲାଟଫର୍ମର ଉଦ୍‌ଘାଟନ ହେବା ନେଇ ସୂଚନା ରହିଛି । କର୍ଣ୍ଣାଟକର ଶ୍ରୀ ସିଦ୍ଧରୁଧା ସ୍ୱାମୀଜୀ ହୁବଲୀ ରେଳ ଷ୍ଟେସନରେ…

ଏହି ଷ୍ଟେସନରେ ଆଉ ଶୁଣିବାକୁ ମିଳିବନି ‘ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ….

ନୂଆାଦିଲ୍ଲୀ : କୌଣସି ଦୂରଯାତ୍ରା ଯିବାର ଥିଲେ ଆମେ ଟ୍ରେନ ଏବଂ ବିମାନର ସାହାଯ୍ୟ ନେଇଥାଉ । ତେବେ ଟ୍ରେନରେ ଯିବା ସମୟରେ ଆପଣ ଷ୍ଟେସନରେ ନିଶ୍ଚୟ ଏହି ଶବ୍ଦଟିକୁ ପ୍ରଥମେ ଶୁଣିଥିବେ.., 'ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ, ଗାଡ଼ି ସଂଖ୍ୟା..'ଇତ୍ୟାଦି । ଟ୍ରେନର ଗତିବିଧି ବିଷୟରେ ଅବଗତ…

ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ ତଦାରଖ ପାଇଁ ଖୋଲିଲା କ୍ୟାମ୍ପ ଅଫିସ୍

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନର ପ୍ରସ୍ତାବିତ ପୁନଃ ବିକାଶ କାର୍ଯ୍ୟ ତଦାରଖ ପାଇଁ ଷ୍ଟେସନ ସାମ୍ନାରେ ଅସ୍ଥାୟୀ କ୍ୟାମ୍ପ ଅଫିସ୍ କାର୍ଯ୍ଯ ଆରମ୍ଭ କରାଯାଇଛି । ଯାତ୍ରୀଙ୍କ ଅନୁକୂଳ ସୁବିଧା ସହିତ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଭାବରେ ଭୁବନେଶ୍ୱର ରେଳ ଷ୍ଟେସନକୁ ପୁନଃ ବିକାଶ କରାଯାଉଛି ।…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଟିଟିଇ ଗୁରୁତର

ଖଡ଼ଗପୁର : ଅନେକ ସମୟରେ ବିଭିନ୍ନ ଦୁର୍ଘଟଣା ଘଟୁଥିବା ବେଳେ ଏଭଳି ଏକ ଛାତିଥରା ଦୃଶ୍ୟ ଆମ ସାମ୍ନାକୁ ଆସିଛି ଯାହାକୁ ଆପଣମାନେ ଦେଖିଲେ ଚକିତ ହୋଇଯିବେ । ତେବେ ଏଭଳି ଛାତିଥରା ଦୃଶ୍ୟ ଖଡ଼ଗପୁର ରେଳ ଷ୍ଟେସନରେ ଦେଖିବାକୁ ମିଳିଥିଲା । ଟିଟିଇ ଜଣକ ସହଯୋଗୀଙ୍କ ସହ ଠିଆ ହୋଇ କଥା ହେଉଥିଲେ ।…

ଦେଶର ୪୦ ରେଳଷ୍ଟେସନର ନବୀକରଣ କାମ ଜାରି, ୧୪ଟି ପାଇଁ ଟେଣ୍ଡର

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବା ପାଇଁ ଭାରତୀୟ ରେଳଓ୍ୱେ ବିଭିନ୍ନ ସମୟରେ ନୂଆ ନୂଆ ପ୍ରୟାସ କରିଆସୁଛି । ରେଳଷ୍ଟେସନରେ ଯେପରି ଯାତ୍ରୀମାନଙ୍କୁ କୌଣସି ଅସୁବିଧା ନହୁଏ, ସେଥିପାଇଁ ଭାରତୀୟ ରେଲଓ୍ୱେ ଆରମ୍ଭ କରିଛି ଷ୍ଟେସନ ନବୀକରଣ କାର୍ଯ୍ୟ । ୪୦ଟି…

[ଦେଖନ୍ତୁ ଭିଡିଓ] ବିଶ୍ୱସ୍ତରୀୟ ହେବ ପୁରୀ ରେଳ ଷ୍ଟେସନ, ରଥଯାତ୍ରା ପାଇଁ ଗଡ଼ିବ ୨ ଶହ ଟ୍ରେନ୍

ପୁରୀ: ଖୁବଶୀଘ୍ର ପୁରୀ ରେଳ ଷ୍ଟେସନ ହେବ ବିଶ୍ୱସ୍ତରୀୟ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ଗସ୍ତରେ ଆସି ଏହି ସୂଚନା ଦେଇଛନ୍ତି । ପୁରୀ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ୩୬୪ କୋଟି ଟଙ୍କାର ଟେଣ୍ଡର ହୋଇଛି । ଆଉ ୨ ମାସ ମଧ୍ୟରେ କାମ ଆରମ୍ଭ ହେବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ।…