Latest Odisha News
Browsing Tag

Railway

ଦ୍ରୁତ ଗତିରେ ଚାଲିଛି ସମ୍ବଲପୁର-ତାଳଚେର ଦୋହରୀକରଣ କାର୍ଯ୍ୟ

ଅନୁଗୁଳ: କେରେଜଙ୍ଗ ଓ ଅନୁଗୁଳ ମଧ୍ୟରେ ୧୩.୫ କି.ମି. ଟ୍ରାକ୍‌ର ଦୋହରୀକରଣ କାର୍ଯ୍ୟ ଜାରି ରହିଛି। ଯାହାକି ସମ୍ବଲପୁର-ତାଳଚେର ଲିଙ୍କ୍ ଦୋହରୀକରଣ କାର୍ଯ୍ୟର ଅଂଶବିଶେଷ। ଜାନୁୟାରୀ ୨୦୨୧ ର ପ୍ରଥମ ସପ୍ତାହ ସୁଦ୍ଧା ଏହା କାର‌୍ୟ୍ୟକ୍ଷମ ହୋଇପାରେ । ଦୋହରୀକରଣ କାର୍ଯ୍ୟର ଅଂଶ ସ୍ୱରୂପ…

ରେଳବାଇ ତରଫରୁ ନୂଆ ସେବା ଆରମ୍ଭ; ଯାତ୍ରୀଙ୍କ ସୁବିଧା ପାଇଁ ‘ବ୍ୟାଗ ଅନ୍‌ ହ୍ୱିଲ୍‌ ସେବା’

ନୂଆଦିଲ୍ଲୀ: ରେଳବାଇ ଦୀପାବଳି ପୂର୍ବରୁ ରେଳଯାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆଣିଛି। ରେଲ୍‌ୱେ ଯାତ୍ରୀଙ୍କ ପାଇଁ 'ବ୍ୟାଗ ଅନ୍‌ ହ୍ୱିଲ୍‌ ସେବା’ ଆରମ୍ଭ କରିବାକୁ ଯାଉଛି। ଏହି ସେବା ଦ୍ୱାରା ରେଳ ଯାତ୍ରା ସମୟରେ  ଯାତ୍ରୀମାନଙ୍କୁ ଆଉ ଘରୁ ଜିନିଷପତ୍ର ବୋହି ଆଣିବାକୁ ପଡ଼ିବନି। ଏଥିରେ…

ୱେଟିଙ୍ଗ ଟିକେଟ ପାଇଁ ଚିନ୍ତିତ କି, ଏବେ ରେଳ ବିଭାଗ ଦୂର କରିବ ଏହି ସମସ୍ୟା

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଟ୍ରେନ ଟିକେଟ କନଫର୍ମ ହେଲା କି ନାହିଁ ରେଳ ବିଭାଗ ନିଜେ ଯାତ୍ରୀଙ୍କ ଫୋନ୍ କରି କିମ୍ବା ମେସେଜ ଦ୍ୱାରା ଏହାର ସୂଚନା ପଠାଇବ । ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ଟିକେଟ ସମ୍ବନ୍ଧିତ ସୂଚନା ପାଇଁ ୧୩୯ ରେ ପ୍ରତି ମିନିଟ ହିସାବରେ ଶୁଳ୍କ…

ଓଡିଶାର ବିଭିନ୍ନ ରେଲୱେ ଷ୍ଟେସନରେ ଏବେ ବଢିଲା ଷ୍ଟପେଜ୍

ଭୁବନେଶ୍ୱର : ଯାତ୍ରୀମାନଙ୍କୁ ଅଧିକ ସୁବିଧା ଓ ସୁଯୋଗ ଯୋଗାଇ ଦେବାକୁ ଯାଇ ଇଷ୍ଟକୋଷ୍ଟ ରେଳବାଇ କର୍ତ୍ତୃପକ୍ଷ ଓଡିଶାର ବିଭିନ୍ନ ରେଲୱେ ଷ୍ଟେସନରେ ଷ୍ଟପେଜ୍ ସଂଖ୍ୟା ବୃଦ୍ଧି କରିଛନ୍ତି । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ଠାରୁ ଆସନ୍ତା ୬ମାସ ପର୍ଯ୍ୟନ୍ତ ପରିକ୍ଷାମୂଳକ ଭାବେ ଏହା…