Latest Odisha News
Browsing Tag

Rayagada

ଲକଡାଉନ୍ କୋହଳ ପରେ ରାୟଗଡାରେ ଜିଲ୍ଲା ପ୍ରଶାସନର ସ୍ଥିତି ଅନୁଧ୍ୟାନ

ରାୟଗଡା: ସଦ୍ୟ ସ୍ଥିତିକୁ ସମୀକ୍ଷା କରି ରାଜ୍ୟରେ ଲକ୍‌ଡାଉନ୍‌କୁ ଆଂଶିକ କୋହଳ କରାଯାଇଛି । ତେବେ ରାୟଗଡା ଜିଲ୍ଲାରେ ସଂକ୍ରମଣ ହାର କମିଥିଲେ ବି ମୃତ୍ୟୁ ହାର କିନ୍ତୁ କମିବାର ନାଁ ଧରୁନି । ଏଥିପାଇଁ କରୋନା ସଙ୍କଟ ସମେତ ଅନ୍ୟ ସମସ୍ୟାକୁ ନେଇ ରାୟଗଡା ଓ ଗୁଣୁପୁରରେ ସ୍ଥିତି ଅନୁଧ୍ୟାନ…

ମୁନିଗୁଡାରେ ବିପୁଳ ପରିମାଣର ଗଂଜେଇ ଜବତ

ରାୟଗଡା: ଗଂଜେଇ ବେପରୀଙ୍କ ଏନ୍ତୁଡିଶାଳ ପାଲଟିଛି ମୁନିଗୁଡା । ପ୍ରତିଦିନ ଧରାପଡୁଛି ବିପୁଳ ପରିମାଣର ଗଂଜେଇ । ଗତକାଲି ମୁନିଗୁଡା ପୋଲିସ ଏକ ଟ୍ରକରୁ ୪୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗଂଜେଇ ଜବତ କରିଥିଲା । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଗତକାଲି ରାତିରେ ମୁନିଗୁଡା ଏସ୍‌ଡିପିଓ ଆକାଶ…

କୋଭିଡ୍ ସୁପରିଚାଳନା ଲାଗି ୧୨ଗୋଟି ଟିମ୍ ଗଠନ କଲା ରାୟଗଡ଼ା ଜିଲ୍ଲା ପ୍ରଶାସନ

ରାୟଗଡ଼ା: କୋଭିଡ୍ ପରିଚାଳନା ନେଇ ରାୟଗଡ଼ା ଜିଲ୍ଲା ପ୍ରଶାସନ ୧୨ ଗୋଟି ଟିମ୍ ଗଠନ କରିଛି । ଏହି ଟିମ୍ ଜିଲ୍ଲାବ୍ୟାପୀ କୋଭିଡ୍-୧୯ ସମ୍ପର୍କିତ କାର୍ଯ୍ୟର ତଦାରଖ କରିବ । ପ୍ରତି ଟିମରେ ୩ରୁ ୪ ଜଣ ସଦସ୍ୟ ଅଛନ୍ତି । ସେମାନେ କୋଭିଡ୍ ହେଲଥ ସେଣ୍ଟର ପରିଚାଳନା, ମୃତଦେହ ଦାହ, ଆମ୍ବୁଲାନ୍ସ,…

କରୋନା ନେଲା ଆଉ ଜଣେ ବରିଷ୍ଠ ସାମ୍ବାଦିକଙ୍କ ଜୀବନ

ରାୟଗଡ଼ା: କରୋନା କବଳରେ କୋଭିଡ୍ ଯୋଦ୍ଧା । ରାଜ୍ୟରେ କରୋନା ମହାମାରୀ ଜଣଙ୍କ ପରେ ଜଣେ ସାମ୍ବାଦିକଙ୍କ ଜୀବନ ନେଇ ଚାଲିଛି । କରୋନାରେ ରାୟଗଡ଼ା ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ବେଙ୍ଗଳୁରୁରେ ଚିକିତ୍ସାଧୀନ ଅବସ୍ଥାରେ ବରିଷ୍ଠ ସାମ୍ବାଦିକ ଶରତ…

ଏହି ଜିଲ୍ଲାରୁ ଚିହ୍ନଟ ହେଲେ କୁମ୍ଭ ମେଳାରୁ ଫେରିଥିବା ୧୦ ଜଣ ପଜିଟିଭ୍

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକକୁ କୁମ୍ଭ ମେଳାରୁ ୨୯ ଜଣ ଫେରିଥିବା ବେଳେ ୧୦ ଜଣଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଛି । ୨୯ ଜଣ ରବିବାର ଜିଲ୍ଲାକୁ ଫେରିଥିଲେ । ଆଣ୍ଟିଜେନ୍ ଟେଷ୍ଟରେ ସେମାନଙ୍କ ରିପୋର୍ଟ ପଜିଟଭ୍ ଆସିଛି । କୁମ୍ଭ ମେଳାରୁ ରାୟଗଡ଼ା ଜିଲ୍ଲାକୁ ପ୍ରାୟ ୭୦…

କୋଭିଡ୍ ନିୟମ ଉଲ୍ଲଂଘନ କରିବାରୁ ସିନେମା ହଲ୍ ସିଲ୍

ରାୟଗଡ଼ା: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ କୋଭିଡ୍ ନିୟମ ପାଳନ ପାଇଁ ବାରମ୍ବାର ପ୍ରଶାସନ ଅନୁରୋଧ କରୁଛି । ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ମୁଖ୍ୟତଃ ବଜାର, ସପିଂ ମଲରେ ଏହାର ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି ।…

ସହିଦ ପୋଲିସ ପରିବାର ବର୍ଗଙ୍କୁ ଭେଟିଲେ ଡିଜିପି, ବଣ୍ଡା ଆଦିବାସୀଙ୍କ ସହ କଲେ ଭାବ ବିନିମୟ

ଭୁବନେଶ୍ୱର: ପୋଲିସ ଡିଜି ଅଭୟ ଆଜି ଦିନିକିଆ ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଗସ୍ତରେ ଯାଇଥିଲେ । ୩ ଜିଲ୍ଲା ଗସ୍ତ ବେଳେ ପୋଲିସ ମହାନିର୍ଦ୍ଦେଶକ ବିଭିନ୍ନ ଥାନା ପରିଦର୍ଶନ କରିଛନ୍ତି । ରାୟଗଡ଼ାରେ ଡିଜିପି ସହିଦଙ୍କ ପରିବାରଙ୍କୁ ଭେଟିବା ସହ ବିଏସଏଫ, ସିଆରପିଏଫ୍, ଓଏସଏପି ଯବାନଙ୍କୁ…

ରାୟଗଡାରେ ଏକ ପ୍ଲାନେଟାରିଅମ ଏବଂ ଜୟପୁରରେ ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ରାୟଗଡାରେ ଏକ ପ୍ଲାନେଟାରିଅମ ଏବଂ କୋରାପୁଟ ଜିଲ୍ଲାର ଜୟପୁରରେ ଏକ ଜିଲ୍ଲା ବିଜ୍ଞାନ କେନ୍ଦ୍ର ପାଇଁ ଭିତ୍ତି ପ୍ରସ୍ତର ରଖିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷାରେ ମନୋନିବେଶ…

ବିଷମକଟକ ନିକଟରେ ଓଲଟିଲା ବସ୍‌, ୬ ଗୁରୁତର

ରାୟଗଡ଼ା: ବିଷମକଟକ ଥାନା ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଛି । ଅନେକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ଜଣ ଯାତ୍ରୀ ଗୁରୁତର ହୋଇପଡିଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ରାୟଗଡା ମେଡିକାଲରେ ଭର୍ତ୍ତି କରାଯାଇଛି । ରଘୁନାଥ ନାମକ ଏହି ବସଟି କଟକରୁ…

ରାୟଗଡାରେ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ

ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁ । ରାୟଗଡା ଜିଲ୍ଲା ମୁନିଗୁଡା ରେଳ ଷ୍ଟେସନ ନିକଟ ମୁନିଖୋଲରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି ।  ରେଳଧାରଣା କାମ ଚାଲିଥିବା ବେଳେ ଟ୍ରେନ୍‌ ଟି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଖବରପାଇ ରେଳବାଇ କର୍ମଚାରୀମାନେ ଘଟଣାସ୍ଥଳରେ…