Latest Odisha News
Browsing Tag

Rayagada

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ଶାନ୍ତି ଦେବୀଙ୍କୁ ଜାଣନ୍ତୁ…

ରାୟଗଡ଼ା: ୨୦୨୧ ମସିହା ପାଇଁ ପଦ୍ମଶ୍ରୀ ସମ୍ମାନ ପାଇଁ ସମାଜସେବୀ ଶାନ୍ତି ଦେବୀ । ରାୟଗଡ଼ା ଜିଲ୍ଲା ଗୁଣପୁରର ସମାଜସେବୀ ଶାନ୍ତି ଦେବୀ ସେବା ସମାଜରେ କାମ କରନ୍ତି । ସେ ଅଗ୍ରଗ୍ରାମୀ ପରିଚାଳନା ପରିଷଦର ଉପ-ସଭାପତି ଅଟନ୍ତି । ପୂର୍ବରୁ ଶାନ୍ତି ଦେବୀଙ୍କୁ ୧୯୯୪ ମସିହାରେ ଜମନଲାଲ୍ ବଜାଜା…

ରାୟଗଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା ନେଲା ୨ ଶ୍ରମିକଙ୍କ ଜୀବନ, ୨ ଜଣ ଗୁରୁତର

ରାୟଗଡ଼ା: ଟ୍ରକ ଓ ଟ୍ରାକର ମଧ୍ୟରେ ଧକ୍କା । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ । ମୃତକଙ୍କ ମଧ୍ୟରେ ଜଣେ ଚ୍ରାକ୍ଟର ଡ୍ରାଇଭର ଓ ଜଣେ ଶ୍ରମିକ ଅଛନ୍ତି । ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ କାଳିଆପଡା ଘାଟିରେ ଏହି ଦୁର୍ଘଟଣା ହୋଇଛି । ଏଥିରେ ଅନ୍ୟ ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି ।…

ମୂଲ୍ୟବାନ ରତ୍ନପଥର ଚାଲାଣ ଅଭିଯୋଗରେ ବନ୍ଧା ହେଲେ ଶିକ୍ଷକ

ରାୟଗଡ଼ା: ମୂଲ୍ୟବାନ ରତ୍ନ ପଥର ଜବତ ଘଟଣାରେ ଆଉ ଦୁଇ ଜଣ ଗିରଫ । ଏମାନଙ୍କ ଭିତରେ ଜଣେ ଶିକ୍ଷକ ଅଛନ୍ତି । ତାଙ୍କ ନାଁ ରାଧାମୋହନ ମାହାନା ଓ ଘର ବୌଦ୍ଧ ଜିଲ୍ଲାରେ । ସେ ଜଣେ ବ୍ଲକଗ୍ରାଣ୍ଟ ଶିକ୍ଷକ । ଅନ୍ୟ ଜଣେ ହେଲେ ମୁନିଗୁଡ଼ାର ସୁବାସ ରତ୍ନଲୁ । ଏଦୁହେଁ ରତ୍ନ ପଥର ଯୋଗାଣ କରୁଥିଲେ ।…

ରାୟଗଡାରେ ଭାରସାମ୍ୟ ହରାଇ ଓଲଟିଲା ବସ୍‌, ୩ ମୃତ

ରାୟଗଡା: ବିଷମକଟକ ହଜାରୀଡାଙ୍ଗ ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଲକ୍ଷ୍ମୀପୁରରୁ କଟକ ଯାଉଥିବା ବେଳେ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିବା ସୂଚନା ମିଳିଛି । ଦୁଇ ଜଣ ଯାତ୍ରୀ ଓ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେ ବି ଅନେକ ଯାତ୍ରୀ ଚାପି ହୋଇରହିଛନ୍ତି ।…

ପାଣି ଗରମ କରୁଥିବା ବେଳେ ଚାଲିଗଲା ମା’-ଝିଅଙ୍କ ଜୀବନ

ରାୟଗଡା: ରାୟଗଡା ଜିଲ୍ଲା ପଦ୍ମପୁର ଥାନା ସାଇନଗରରେ ଘଟିଛି ଅଭାବନୀୟ ଘଟଣା । ମା’-ଝିଅଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ଘର ଭିତରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉଭୟଙ୍କ ମୃତ୍ୟୁର କାରଣ ଜଣା ପଡ଼ି ନାହିଁ। ତେବେ ପାଣି ଗରମ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି…

ଗୁମ୍ମା ଘାଟିରେ ଓଳଟିଲା ବସ୍‌, ୪ ପ୍ରବାସୀ ଶ୍ରମିକ ଗୁରୁତର

ରାୟଗଡା: ରାୟଗଡା ଜିଲ୍ଲା ୩୨୬ ନମ୍ବର ରାଜପଥ ଗୁମ୍ମା ଘାଟିରେ ପ୍ରବାସୀ ଶ୍ରମିକକୁ ନେଇ ଯାଉଥିବା ଏକ ବସ୍ ଓଲଟିପଡିଛି । ଏଥିରେ ୪ ଶ୍ରମିକ ଗୁରୁତର ହୋଇଛନ୍ତି । ରାୟଗଡା ପୋଲିସ ଆହତମାନଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ବସରେ ପ୍ରବାସୀ ଶ୍ରମିକମାନେ ବୌଦ୍ଧ ଓ…

ଝାମ୍ପି ନେଲ ୨୪ ଲକ୍ଷ

ରାୟଗଡା: ୨୪ ଲକ୍ଷ ଟଙ୍କା ଝାମ୍ପି ନେଲେ ଲୁଟେରା । ଦୁର୍ବୃତ୍ତ ରାୟଗଡା ଉପକଣ୍ଠ ଏଫସିଆଇ ଛକ ନିକଟସ୍ଥ ଏକ ଘରୋଇ ସଂସ୍ଥା ସିଏମଏମ ଇନ୍ଫୋ ଟେକ ସଂସ୍ଥା କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଦୁବୃତ୍ତ । ରାୟଗଡ଼ା ସହରର ଏଫ୍‌ସିଆଇ ଛକରେ ଗତକାଲି ଅପରାହ୍ନ ସମୟରେ ଟଙ୍କା ଲୁଟ୍ ହୋଇଥିବା…

ରାୟଗଡା କୋଲନରା ତହସିଲଦାରଙ୍କୁ କରୋନା, ତହସିଲ ଅଫିସ୍ ସିଲ୍

ରାୟଗଡା: ରାୟଗଡା ଜିଲ୍ଲା କୋଲନରାର ତହସିଲଦାର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି । କୋଲନରାର ତହସିଲଦାରଙ୍କ ସମେତ ୨ଜଣଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ସେମାନଙ୍କୁ କୋଭିଡ…

ରାୟଗଡାରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ରାୟଗଡା: ରାୟଗଡା ଟାଉନ୍ ଅଞ୍ଚଳରେ ପୋଲିସର ଏନକାଉଣ୍ଟରରେ ସୋମବାର ସକାଳେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ଏଚ୍ ଶିବା ବୋଲି ଜଣାପଡିଛି । ଆହତ ଅପରାଧୀର ଗୋଡରେ ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ରାୟଗଡାରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର

ରାୟଗଡା: ରାୟଗଡା ଜିଲ୍ଲା ଗୁଣୁପୁର ସ୍ଥିତ ଗୁଡାରୀ ଅଞ୍ଚଳରୁ ଶୁକ୍ରବାର ଦିନ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ସ୍ଥାନୀୟ ବାସିନ୍ଦାମାନେ ଆଜି ସକାଳେ ଦଣ୍ଡାସି ସାହି ନିକଟ ଏକ ପରିତ୍ୟକ୍ତ ସ୍ଥାନରୁ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ । ପରେ…