Latest Odisha News

BREAKING NEWS

Browsing Tag

Remdesivir

ରେମଡେସିଭିର କଳାବଜାରୀ ବେଳେ ଆସିଣ୍ଟାଣ୍ଟ ବ୍ୟାଙ୍କ ମ୍ୟାନେଜର ଗିରଫ

ଲକ୍ଷ୍ନୌ: କରୋନା ସଂକଟ କାଳରେ ଅକ୍ସିଜେନ୍, ରେମଡେସିଭିର ଭଳି ଇଞ୍ଜେକ୍ସନର ଚାହିଦା ବଢ଼ିଛି । ପ୍ରିୟ ପରିଜନଙ୍କୁ ବଞ୍ଚାଇବା ଲାଗି ଲୋକେ ଔଷଧ ଖୋଜୁଥିବା ଫାଇଦା ନେଉଛନ୍ତି ଠକ । ଲକ୍ଷ୍ନୌରେ ରେମଡେସିଭିର କଳାବଜାରୀ କରୁଥିବା ବ୍ୟାଙ୍କ ଅଫ୍ ବରୋଦାରେ ଆସିଣ୍ଟାଣ୍ଟ ମ୍ୟାନେଜରଙ୍କୁ ଗିରଫ…

ଶୋଇଛି ସରକାର ? କରୋନା ରୋଗୀଙ୍କୁ ମିଳୁନି, ନଦୀରେ ଭାସୁଛି ରେମଡେସିଭର ଇଞ୍ଜେକ୍ସନ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ସମସ୍ତଙ୍କ ନିଦ ହଜାଇ ଦେଇଛି । ଦେଶରେ ଅକ୍ସିଜେନ୍, ବେଡଠୁ ନେଇ ଔଷଧ ସବୁକିଛିର ଅଭାବ ଦେଖା ଦେଇଛି । କେଉଁଠି ଅକ୍ସିଜେନ୍ ପାଇଁ ଛଟପଟ ହୋଇ ଜୀବନ ଯାଉଛି ତ ଆଉ କେଉଁଠି ଔଷଧ ପାଇଁ । ଏହାରି ଭିତରେ ପଞ୍ଜାବର ଏକ ଭିଡିଓକୁ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ…

ପୁଅକୁ ବଞ୍ଚାଇବା ଲାଗି ରେମଡେସିଭିର ପାଇଁ ଅଫିସରଙ୍କ ପାଦ ଧରିଲେ ମାଆ, ତଥାପି ବଞ୍ଚିଲାନି ଜୀବନ

ନୋଏଡା: କାନ୍ଦି କାନ୍ଦି ପୁଅର ଜୀବନ ବଞ୍ଚାଇବାକୁ ଅଫିସରଙ୍କ ପାଦ ଧରିଲେ ମାଆ । ଆଶା ପୁଅର ଜୀବନ ପାଇଁ ଅଫିସର ଦେବେ ରେମଡେସିଭିର । କରୋନା କାଳରେ ଦେଶର ସ୍ୱାସ୍ଥ୍ୟସେବା କେତେ ମଜଭୁତ୍ ତାହା ପଦାରେ ପଡ଼ିଛି । ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସରକାର କହୁଛନ୍ତି । ହେଲେ ବାସ୍ତବତା ଢେର୍ ଭିନ୍ନ…

ରାଜ୍ୟରେ ଯଥେଷ୍ଟ ପରିମାଣରେ ଉପଲବ୍ଧ ଅଛି ରେମଡେସିଭିର ଓ ଫାଭିପିରାଭିର: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିବା ବେଳେ ଏବେ ଯଥେଷ୍ଟ ପରିମାଣର ଔଷଧ ମହଜୁଦ୍ ରହିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ରାଜ୍ୟରେ ବର୍ତ୍ତମାନ ଯଥେଷ୍ଟ ରେମଡେସିଭିର ଇଞ୍ଜେକ୍ସନ୍ ଏବଂ ଫାଭିପିରାଭିର ଟାବଲେଟ୍ ରାଜ୍ୟ ଔଷଧ ନିଗମ ନିକଟରେ…

ରେମଡେସିଭିର କଳା ବଜାରି ଅଭିଯୋଗରେ ଡାକ୍ତର ଗିରଫ

ନୂଆଦିଲ୍ଲୀ: କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ଅଧିକ ଚାହିଦା ଥିବା ରେମଡେସିଭିରର କଳା ବଜାରି ଅଭିଯୋଗରେ ସୁରଟରେ ଜଣେ ଡାକ୍ତର ଏବଂ ଅନ୍ୟ ତିନି ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। କ୍ରାଇମବ୍ରାଞ୍ଚର ଏକ ଟିମ୍ ଶନିବାର ଗୁଜୁରାଟର ବିଭିନ୍ନ ଅଞ୍ଚଳର ଚାରି ଜଣଙ୍କୁ ଏହି କଳା ବଜାରି…

ନକଲି ରେମଡେସିଭିର ବିକ୍ରି କରି ନର୍ସ ଗିରଫ

ନୂଆଦିଲ୍ଲୀ: ଲୁଣିଆ ପାଣି ଏବଂ ଆଣ୍ଟିବାୟୋଟିକ୍ ସହିତ ଖାଲି ପାତ୍ର ଭର୍ତ୍ତି କରି ନକଲି ରେମଡେସିଭିର ବିକ୍ରୟ ଅଭିଯୋଗରେ କର୍ଣ୍ଣାଟକ ପୋଲିସ ମୈସୁରୁର ଜଣେ ନର୍ସଙ୍କୁ ଗିରଫ କରିଛି। କୋଭିଡ ମାମଲା ସଂଖ୍ୟା ବୃଦ୍ଧି ହେତୁ ଜୀବନ୍ତ ସଂରକ୍ଷଣ ଔଷଧର ଚାହିଦା ବଢିବା ପରେ ପୋଲିସ ମୈସୁରୁରେ…

ରେମଡିସିଭିର ଉତ୍ପାଦନ ବୃଦ୍ଧିକୁ ସରକାରଙ୍କ ଅନୁମୋଦନ

ନୂଆଦିଲ୍ଲୀ : ଦେଶରେ ଦୃତ ଗତିରେ ବ୍ୟାପୁଛି କରୋନା ମହାମାରୀ । ସଂକ୍ରମଣ ବଢୁଥିବାରୁ ସରକାରଙ୍କ ଚିନ୍ତା ବି ବଢ଼ିଲାଣି । କିପରି ମହାମାରୀକୁ ମୁକାବିଲା କରାଯିବ ସେନେଇ ଟିକାକରଣ ଅଭିଯାନକୁ ବ୍ୟାପକ କରାଯାଉଛି । ହେଲେ ଏବେ ଟିକାର ଅଭାବ ଦେଖାଦେବା ପରେ ରେମଡିସିଭିର ଟିକା ତିଆରି କରୁଥିବା…

କରୋନା ରୋଗୀଙ୍କ ଉପରେ କାମ ଦେଉନି ରେମଡେସିଭିର୍

ନୂଆଦିଲ୍ଲୀ: କରୋନା ଚିକିତ୍ସା କ୍ଷେତ୍ରରେ ଫଳପ୍ରଦ ହେଉ ନାହିଁ ରେମଡେସିଭ୍ । କୋରାନ ଆକ୍ରାନ୍ତଙ୍କ ଉପରେ ରେମଡେସିଭିର‌ର ସ୍ୱଳ୍ପ କିମ୍ବା ଶୂନ୍ୟ ପ୍ରଭାବ ରହିଛି । ଏହି ତଥ୍ୟ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହାସହ WHO କହିଛି, କରୋନା ଆକ୍ରାନ୍ତଙ୍କୁ ବଞ୍ଚାଇ ରଖିବା ଅର୍ଥାତ…

କରୋନା ଚିକିତ୍ସା ପାଇଁ ‘Covifor’ ଇଞ୍ଜେକସନକୁ ମିଳିଲା ଗ୍ରୀନ୍ ସିଗନାଲ୍

କରୋନା ଲଢ଼େଇ ବେଳେ ଚିକିତ୍ସା ନେଇ ନୂଆ ନୂଆ ଆଶା ସଞ୍ଚାର ହେଉଛି । ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ କମ୍ପାନୀର 'FabiFlu' ପରେ ଆଉ ଏକ ଆଣ୍ଟିଭାଇରାଲ୍ ମେଡିସିନ୍ ବିକ୍ରି ପାଇଁ ଅନୁମତି ପାଇଛି ଭାରତୀୟ ଔଷଧ ନିର୍ମାତା କମ୍ପାନୀ ହେଟରୋ । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରେମଡେଶିଭିର…