Latest Odisha News

BREAKING NEWS

Browsing Tag

report

ବଡମ୍ବା ହାଜତ ମୃତ୍ୟୁ ମାମଲା, କଟକ ଜିଲ୍ଲାପାଳ ଏବଂ ପିସିସିଏଫଙ୍କୁ ଏନଏଚଆରସିଙ୍କ ରିପୋର୍ଟ ତଲବ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ବଡ଼ମ୍ବା ଜଙ୍ଗଲ ବିଭାଗ ହାଜତରେ ଧନେଶ୍ୱର ବେହେରାଙ୍କ ମୃତ୍ୟୁ ଘଟଣାରେ ଶୁକ୍ରବାର କଟକ ଜିଲ୍ଲାପାଳ ଏବଂ ପିସିସିଏଫ୍‌ଙ୍କୁ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।…

ବନ୍ୟାରେ ଭାଙ୍ଗିଛି ୧୪ ହଜାର ୨୩୫ ଘର

ଭୁବନେଶ୍ୱର : ପ୍ରବଳ ବର୍ଷା ପରେ ରାଜ୍ୟରେ ବନ୍ୟାର ବିଭୀଷିକା ସୃଷ୍ଟି ହୋଇଥିଲା  । ଏଥିରେ ରାଜ୍ୟରେ ଅନେକ ଧନ ଜୀବନ ନଷ୍ଟ ହୋଇଥିଲା ।  ଆଜି ରାଜ୍ୟରେ ହୋଇଥିବା ବନ୍ୟାର କ୍ଷୟକ୍ଷତି ରିପୋର୍ଟ ଆସିଛି। ବନ୍ୟାରେ ୧୪ ହଜାର ୨୩୫ ଘର ଭାଙ୍ଗିଛି । ଏଥିରେ ୧ଲକ୍ଷ ୨୬ ହଜାର ୧୬୨ ହେକ୍ଟର ଚାଷଜମି…

400 ଟପିଲା ଦୈନିକ କୋଭିଡ ସଂକ୍ରମଣ: ସତର୍କ ରହିବା ଜରୁରୀ

ଭୁବନେଶ୍ବର:  ରାଜ୍ୟରେ ଦିନକୁ ଦିନ  ଉପରମୁହାଁ କରୋନା ସଂକ୍ରମଣ ହେବାରେ ଲାଗିଛି । ଦିନକୁ ଦିନ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଥିବାରୁ ସତର୍କ ରହିବା ଜରୁରୀ ବୋଲି ଏବେ ସରକାରଙ୍କ ପକ୍ଷରୁ ପୁଣି ବାରମ୍ବାର କୁହାଯାଉଛି ।  ଗୋଟିଏ ଦିନରେ 401  କୋଭିଡ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ଓଡ଼ିଶାରେ ଅଧାରୁ ସ୍କୁଲ ଛାଡିଥିବା ପିଲାଙ୍କ ତାଲିକା ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଓଡ଼ିଶାରେ ଅଧାରୁ ପାଠ ପଢ଼ା ଛାଡି ଥିବା ପିଲାଙ୍କ ତାଲିକ ଦାଖଲ କଲେ ରାଜ୍ୟ ସରକାର। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି କି ୨୦୨୦-୨୧ରେ ପିଲା ଅଧାରୁ ପାଠ ପଢ଼ା ଛାଡି ଦେଇଛନ୍ତି। କରୋନା କାଳରେ ପିଲାମାନେ ପାଠପଢ଼ା ଛାଡୁଛନ୍ତି। ଏହି ରିପୋର୍ଟ ଅନୁସାରେ…