Latest Odisha News
Browsing Tag

Rishabh Pant

୨୭ କୋଟିରୁ ରିଷଭ ପନ୍ତଙ୍କୁ ମିଳିବ କେତେ ଟଙ୍କା?

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ପରବର୍ତ୍ତୀ ସିଜନ୍ ପାଇଁ ଫ୍ରାଞ୍ଚାଇଜ୍ ଦଳମାନେ ନିଲାମରେ ଖେଳାଳିଙ୍କ ଉପରେ ମନଖୋଲା ଖର୍ଚ୍ଚ କରୁଛନ୍ତି। ଏହାରି ମଧ୍ଯରେ ଆଇପିଏଲର ଇତିହାସରେ ରିଷଭ ପନ୍ତଙ୍କୁ ସବୁଠାରୁ ଦାମୀ ଖେଳାଳି ଭାବେ ଲକ୍ଷ୍ନୌ ସୁପର ଜିଆଣ୍ଟସ ୨୭ କୋଟି ଟଙ୍କାରେ କିଣିଛନ୍ତି।…

ଦୁର୍ଘଟଣାରୁ ବଞ୍ଚାଇଥିବା ବ୍ୟକ୍ତିଙ୍କୁ ସ୍ପେଶାଲ ଗିଫ୍ଟ ଦେଲେ ପନ୍ତ

ନୂଆଦିଲ୍ଲୀ: ୨୦୨୨ ମସିହାରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କର ଏକ କାର ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହେବାସହ କାରରେ ନିଆଁ ମଧ୍ଯ ଲାଗିଯାଇଥିଲା। ସେହି ସମୟରେ ତାଙ୍କୁ ଦୁଇ ଜଣ ଲୋକ ଉଦ୍ଧାର କରିଥିଲେ। ପନ୍ତ ତାଙ୍କ ଜୀବନ ରକ୍ଷା…

ଋଷବଙ୍କ ବିରୋଧରେ ଲାଗିବ କି ଓଭର ସ୍ପିଡିଂ ମାମଲା ?

ନୂଆଦିଲ୍ଲୀ: ଦୁର୍ଘଟଣାର ଶିକାର ହୋଇ କ୍ରିକେଟର ଋଷବ ପନ୍ତ ଗତକାଲିଠାରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଋଷବଙ୍କ ଦୁର୍ଘଟଣା ଖୁବ ଭୟଙ୍କର ଥିଲା । ଅଳ୍ପକେ ବର୍ତ୍ତି ଯାଇଥିଲା ପନ୍ତଙ୍କ ଜୀବନ । ଦୁର୍ଘଟଣାକୁ ନେଇ ଅନେକ କିଛି ଶୁଣିବାକୁ ମିଳୁଛି । ଋଷବ କାରରେ ଏକୁଟିଆ ଥିଲେ । ଗାଡିର…

ଋଷଭ ପନ୍ତଙ୍କ ଦମଦାର ବ୍ୟାଟିଂରେ ଭାରତ ଜିତିଲା

ଓଡ଼ିଶା ସମ୍ବାଦ ବ୍ୟୁରୋ:  ୩ୟ ତଥା ଶେଷ ଦିନିକିଆରେ ଭାରତ 5 ୱିକେଟ୍‌ରେ ବିଜୟୀ ହୋଇଛି ।  ଭାରତ 260 ରନ୍‌ର ବିଜୟ ଲକ୍ଷ୍ୟକୁ ସହଜରେ ଜିତିନେଇଛି । 42.1 ଓଭରରେ 5 ଉଇକେଟ ହରାଇ ଭାରତ 261 ରନ କରି ମ୍ୟାଚ ଜିତିଛି ।  ଋଷଭ ପନ୍ତ ଦମଦାର ବ୍ୟାଟିଂ କରି  ଶତକ ହାସଲ କରିବା ସହ 113 ବଲ ଖେଳି …

ୱେଷ୍ଟଇଣ୍ଡିଜ ବିପକ୍ଷ T20 ସିରିଜରେ ରିଷଭ ପନ୍ଥ ଉପ-ଅଧିନାୟକ

କୋଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ଭାରତୀୟ ଦଳର ଉପଅଧିନାୟକ ହେଲେ ରିଷଭ ପନ୍ଥ । ତାଙ୍କୁ ନିଯୁକ୍ତି ଦେଇଛି ବିସିସିଆଇ । ଲୋକେଶ ରାହୁଲଙ୍କ ଅନୁପସ୍ଥିତିରେ ତାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ଆସନ୍ତାକାଲିଠୁ ଆରମ୍ଭ ହେବ ଭାରତ-ୱେଷ୍ଟଇଣ୍ଡିଜ୍ ଟି-ଟ୍ୱେଣ୍ଟି ସିରିଜ ।…

ରିଷଭ ପନ୍ଥ କରୋନା ପଜିଟିଭ୍, ଇଂଲଣ୍ଡ ସିରିଜ ପୂର୍ବରୁ ବଢ଼ିଲା ଟିମ୍ ଇଣ୍ଡିଆ ଟେନସନ୍

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ କରୋନା ଦେଇଛି ଝଟକା । କରୋନା ସଂକ୍ରମିତ ହୋଇଛନ୍ତି ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ଥ । ଏହା ପୂର୍ବରୁ ଦୁଇ ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଥିଲା । ସେମାନଙ୍କ ଭିତରେ ଜଣେ ସୁସ୍ଥ…

ଧୋନିଙ୍କୁ ପଛରେ ଛାଡ଼ିଲେ ରିଷଭ ପନ୍ଥ

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ହଜାରେ ରନ୍ ପୂରଣ କରିଛନ୍ତି ରିଷଭ ପନ୍ଥ । ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ୍ ଟେଷ୍ଟରେ ସେ ହଜାରେ ରନ୍ ଅତିକ୍ରମ କରିଛନ୍ତି । ୨୭ଟି ଇନିଂସରେ ଏହି ସଫଳତା ହାସଲ କରିଛନ୍ତି ରିଷଭ ପନ୍ଥ । ଟେଷ୍ଟରେ ଦ୍ରୁତ ହଜାରେ ରନ୍ କରିବାରେ ସେ ପ୍ରଥମ ଭାରତୀୟ ଓ୍ୱିକେଟ କିପର…