୨୦୨୪ ପୂର୍ବରୁ ୫୦ ପ୍ରତିଶତ ହ୍ରାସ ପାଇବ ସଡକ ଦୁର୍ଘଟଣା!
ନୂଆଦିଲ୍ଲୀ: ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଗୁରୁବାର କହିଛନ୍ତି ଯେ ୨୦୨୪ ସୁଦ୍ଧା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ ୫୦ ପ୍ରତିଶତ ହ୍ରାସ କରିବା ପାଇଁ କେନ୍ଦ୍ରର ଲକ୍ଷ୍ୟ ରଖିଛି।
ପ୍ରତ୍ୟେକ ରାଜ୍ୟ, ଜିଲ୍ଲା ଏବଂ ସହରରେ ବ୍ଲାକ୍ ସ୍ପଟ୍ ଚିହ୍ନଟ କରିବାର ଆବଶ୍ୟକତା…