Latest Odisha News

BREAKING NEWS

Browsing Tag

Rourkela

ପ୍ରଥମ ଓଡ଼ିଆ ଭାବେ BAIର ଉପସଭାପତି ହେଲେ ଅନିନ୍ଦିତା ପୂଜାରୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓକିଲ ଅନିନ୍ଦିତା ପୂଜାରୀ ପ୍ରଥମ ଓଡ଼ିଆ ଭାବେ ଦ ବାର୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ବିଏଆଇ)ର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ବିଏଆଇର ଉପସଭାପତି ପଦରେ ଅନିନ୍ଦିତା ୨ ବର୍ଷ ରହିବେ । ଏହା ପୂର୍ବରୁ ଅନିନ୍ଦିତା ଦୁଇଥର ବିଏଆଇର ସାଧାରଣ ସମ୍ପାଦିକା ଭାବେ…

ବିବାହ ଭୋଜିରେ ସୁନାଗହଣା ଚୋରି କରୁଥିଲେ ୱେଟର, ବାନ୍ଧିଲା ପୋଲିସ

ରାଉରକେଲା: ୱେଟର ବେଶରେ ଲୁଟେରା । ବିବାହ ଭୋଜିରେ ୱେଟର ଭାବେ କାମ କରୁଥିଲେ, ହେଲେ ମନ ରହୁଥିଲା ଚୋରିରେ । ଏଭଳି ଏକ ଗ୍ୟାଙ୍ଗର ୩ ଜଣ ଚୋରଙ୍କୁ ଗିରଫ କରିଛି ରଘୁନାଥପାଲ୍ଲୀ ଥାନା ପୋଲିସ । ସେମାନଙ୍କ ଠାରୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା ସହ ମୋବାଇଲ୍, ସ୍ମାର୍ଟ ୱାଚ୍ ଜବତ…

ବଦଳୁଛି କି ଦିଲୀପ ରାୟଙ୍କ ମୁଡ୍ ?

ଭୁବନେଶ୍ୱର: ହକି ବିଶ୍ୱକପ୍ ଆରମ୍ଭ ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଉରକେଲା ବିଧାୟକଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର୍ ଧରିଛି । ନିକଟରେ ଦିଲୀପଙ୍କ ଜନ୍ମଦିନରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ମୋରଡ଼ା ବିଧାୟକ ପ୍ରବୀଣ ଭଞ୍ଜଦେଓ ଏକାଠି ହୋଇଥିଲେ ।…

ହକି ପୂର୍ବରୁ ଅଘଟଣ, ବିର୍ସା ମୁଣ୍ଡା ଷ୍ଟାଡିୟମରେ କରେଣ୍ଟ ଲାଗି ଶ୍ରମିକ ମୃତ

ରାଉରକେଲା: ଆଉ ୨ ଦିନ ପରେ ଆରମ୍ଭ ହେବ ବିଶ୍ୱକପ୍ ହକି । ଏଥିପାଇଁ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍ ପ୍ରସ୍ତୁତ ରହିଛି । ୫ ଦିନ ତଳେ ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଆସି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଉଦଘାଟନ କରିଥିଲେ ।…

ବସ୍ତି ଉଚ୍ଛେଦକୁ ନେଇ ରାଉରକେଲାରେ ଉତ୍ତେଜନା, ମହିଳାଙ୍କ ଆତ୍ମହୁତି ଉଦ୍ୟମ

ରାଉରକେଲା: ପ୍ରଥମେ ଥଇଥାନ କର ପରେ ଉଚ୍ଛେଦ କରିବ । ରାଉରକେଲାରେ ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା ପ୍ରକାଶ ପାଇଛି । ବସ୍ତି ଉଚ୍ଛେଦକୁ ବିରୋଧ କରି ପିଲାଠୁ ବୁଢ଼ା ଏକାଠି ହୋଇଛନ୍ତି । ପ୍ରବଳ ବିରୋଧ ଉତ୍ତେଜନା ଭିତରେ ପ୍ରଶାସନ ରାଉରକେଲାର ଗଣେଣ ବସ୍ତିରେ ବୁଲଡୋଜର ବୁଲାଇଛି ପ୍ରଶାସନ ।…

ପୂରଣ ହେବ କି ଭାରତର ୪୮ ବର୍ଷର ସ୍ୱପ୍ନ ?

ଭୁବନେଶ୍ୱର: ଆଉ ମାତ୍ର ୩ ଦିନ । ଆରମ୍ଭ ହେବ ହକି ବିଶ୍ୱକପ୍ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ସମସ୍ତ ମ୍ୟାଚ । ୨୦୧୮ ହକି ବିଶ୍ୱକପ୍ ପରେ ଓଡ଼ିଶାରେ ଲଗାତାର ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ୍ ଖେଳ ହେବାକୁ ଯାଉଛି । ବିଶ୍ୱର…

ରାଉରକେଲାରେ ମୋ ବସ୍ ସେବାର ଶୁଭାରମ୍ଭ

ରାଉରକେଲା: ବିଗତ ୪ ବର୍ଷ ଧରି କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ଓଡ଼ିଶାର ରାଜଧାନୀ ଅଞ୍ଚଳରେ ମୋ ବସ୍ ସେବା ପ୍ରଦାନ କରାଯାଉଛି । ଯେଉଁଥିରେ ସାମିଲ ରହିଛି ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପିପିଲି, ପୁରୀ ଓ କୋଣାର୍କ । ଏହା ନାଗରିକମାନଙ୍କ ଦୈନନ୍ଦିନ ଗମନାଗମନ…

ଭାରତର ସବୁଠାରୁ ବଡ ହକି ଷ୍ଟାଡିୟମକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା: ଜାନୁଆରୀ ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଏବଂ ବିର୍ସା ମୁଣ୍ଡା ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ । ଏହାକୁ ଦୃଷ୍ଟିରେ ରଖି ମାତ୍ର ୧୫ ମାସ ମଧ୍ୟରେ ନିର୍ମିତ ହୋଇଛି ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ । ଭାରତର…

ହକି ବିଶ୍ୱକପ୍ ସମୟରେ ବନ୍ଦ ରହିବ ୨୨ ସ୍ପଞ୍ଜ କାରଖାନା

ରାଉରକେଲା: ଜାନୁଆରୀ ୧୩ରୁ ଆରମ୍ଭ ହେବ ହକି ବିଶ୍ୱକପ୍ । ଭୁବନେଶ୍ୱର ସହ ରାଉରକେଲାରେ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ହକି ବିଶ୍ୱକପ୍ ସମୟରେ ରାଉରକେଲାରେ ଥିବା ୨୨ ସ୍ପଞ୍ଜ ଆଇରନ୍ କାରଖାନା ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ମ୍ୟାଚ୍ ସମୟରେ…

ବିର୍ସା ମୁଣ୍ଡା ଷ୍ଟାଡିୟମ ସହ ରାଉରକେଲା ବିମାନବନ୍ଦର ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଉରକେଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସାଶନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ 5T ଭି.କେ ପାଣ୍ଡିଆନ୍ । ଉଭୟ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣ…