Latest Odisha News

BREAKING NEWS

Browsing Tag

Rourkela

ରାଉରକେଲାରୁ ୧୬ ଲକ୍ଷରୁ ଅଧିକ ମୂଲ୍ୟର ଜାଲ୍ ନୋଟ ଜବତ, ଜଣେ ଗିରଫ

ଭୁବନେଶ୍ୱର: ରାଉରକେଲାରୁ ଲକ୍ଷାଧିକ ଟଙ୍କାର ନକଲି ନୋଟ୍ ଜବତ ହୋଇଛି । ରାଉରକେଲା ପୋଲିସ ସହାୟତାରେ ଏସଟିଏଫ୍ ସହରର ସେକ୍ଟର-୧୭ ଅଞ୍ଚଳରେ ରେଡ୍ କରିଥିଲା । ରେଡ୍ ବେଳେ ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ କରାଯାଇଛି । ମାମଲାରେ STF ଦିଲ୍ଲୀର ଏସକେ ଅହମ୍ମଦଙ୍କୁ ଗିରଫ କରିଛି ।…

ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଅନୁଧ୍ୟାନ କଲା FIH

ରାଉରକେଲା: ଇଣ୍ଟରନ୍ୟାସନାଲ୍ ହକି ଫେଡରେସନ୍ ଟିମ୍ ରାଉରକେଲା ସ୍ଥିତ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍ ବୁଲି ଦେଖିଛନ୍ତି । ୨୦୨୩ ପୁରୁଷ ହକି ବିଶ୍ୱକପ୍ ଓଡ଼ିଶାରେ ଆୟୋଜିତ ହେବ । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ସହ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ ।…

ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ନେଇ ସତର୍କ କଲା UGC

ଭୁବନେଶ୍ୱର: ଦେଶରେ ୨୧ଟି ନକଲି ବିଶ୍ୱବିଦ୍ୟାଳୟ ରହିଛି । ଏନେଇ ୟୁନିଭରସିଟି ଗ୍ରାଣ୍ଟ କମିଶନ (UGC) ସତର୍କ କରାଇଛନ୍ତି । ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ଥିବା ଜଣାପଡ଼ିଛି । ଗୋଟିଏ ରାଉରକେଲା ଓ ଗୋଟିଏ ନକଲି ବିଶ୍ୱବିଦ୍ୟାଳୟ ବାରିପଦାରେ ରହିଛି । ରାଉରକେଲାରେ ନବଭାରତ ଶିକ୍ଷା…

ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍: ଦେଖନ୍ତୁ ଭିଡିଓ

ରାଉରକେଲା: ପୁରୁଷ ହକି ବିଶ୍ୱକପ 2023  ପାଇଁ ସଜେଇ ହେଉଛି ରାଉରକେଲା । ଏଥିପାଇଁ ସମସ୍ତେ  ଉତ୍ସାହିତ ବି ଅଛନ୍ତି । ବିଶ୍ବସ୍ତରୀୟ ଷ୍ଟାଡିୟମ ସହ ଅନ୍ୟାନ୍ୟ ସୁବିଧା ଏଠାରେ ଉପଲବ୍ଧ ହୋଇଛି । ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ଏବେ ଖେଳାଳିଙ୍କ ଅପେକ୍ଷାରେ ଅଛି ।   …

ରାଉରକେଲାରେ ଧର୍ମେନ୍ଦ୍ରଙ୍କ ‘ହର ଘର ତ୍ରିରଙ୍ଗା’ ଯାତ୍ରା

ଭୁବନେଶ୍ୱର: ହାତରେ ତ୍ରିରଙ୍ଗା ମୁହଁରେ ଜାତୀୟତା ବୋଧ ନାରାରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲାରେ ଆରମ୍ଭ କରିଛନ୍ତି 'ହର ଘର ତ୍ରିରଙ୍ଗା ଶୋଭାଯାତ୍ରା' । ଏହା ସହ ରାଉରକେଲାର ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି ।…

ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସର “ଅର୍ବାନ-୯୫ ଏକାଡେମୀ ରେସିଡେନ୍ସି ୱିକରେ ରାଉରକେଲା

ରାଉରକେଲା : ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସ ପକ୍ଷରୁ କରାଯାଇଥିବା "ଅର୍ବାନ-୯୫ ଏକାଡେମୀ ରେସିଡେନ୍ସି ୱିକ' କାର୍ଯ୍ୟକ୍ରମରେ ସ୍ମାର୍ଟ ସିଟି ରାଉରକେଲା ବିଶ୍ୱର ପ୍ରମୁଖ ୧୦ଟି ସହର ଭିତରେ ସ୍ଥାନ ପାଇଛି । ଅକ୍ଟୋବର ୧୦ରୁ ୧୪ ତାରିଖ ଯାଏଁ ଲଣ୍ଡନଠାରେ ହେବାକୁ ଥିବା ଏହି "ସହରା ଳ…

ଘରୋଇ ସ୍କୁଲ୍ ଫାଟକ ଭାଙ୍ଗିଯାଇ ସୁରକ୍ଷାକର୍ମୀଙ୍କ ସହ ନାବାଳକର ମୃତ୍ୟୁ

ରାଉରକେଲା: ରାଉରକେଲା ସେକ୍ଟର-୯ ସ୍ଥିତ ବିକାଶ ଇଣ୍ଡ ଗ୍ଲୋବାଲ ସ୍କୁଲରେ ଅଘଟଣ ଘଟିଛି । ଗୁରୁବାର ବିଳମ୍ବିତ ରାତିରେ ସ୍କୁଲ ମୁଖ୍ୟ ଫାଟକ ଭାଙ୍ଗି ତଳେ ପଡ଼ିଯିବାରୁ ୨ ଜଣଙ୍କ ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଲେ ସୁରକ୍ଷାକର୍ମୀ ଗାନ୍ଧୀରାମ ରାଉତ (୫୮) ଓ ଅନ୍ୟଜଣେ ସୁରକ୍ଷାକର୍ମୀଙ୍କ ପୁଅ…

ରାଉରକେଲା ମହାନଗରରେ ‘ଗାଁ ଆମ୍ବର ପସରା’

ରାଉରକେଲା: ରାଉରକେଲା ଉଦିତ୍ ନଗରସ୍ଥିତ ସିଟି ଲାଇଭଲିହୁଡ୍ ସେଣ୍ଟରଠାରେ ଖୋଲିଛି ‘ଗାଁ ଆମ୍ବ ପସରା’। ରାଉରକେଲା ମହାନଗର ନିଗମ, ଓରମାସ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ଏହା ଖୋଲାଯାଇଛି। ମଙ୍ଗଳବାର ଦିନ ଏହି ଷ୍ଟଲକୁ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଉଦଘାଟନ କରିଛନ୍ତି। ବର୍ତ୍ତମାନ…

ପରଲୋକରେ ଭାବଗ୍ରାହୀ ମହାପାତ୍ର

ରାଉରକେଲା : ବିଶିଷ୍ଟ ବୈଜ୍ଞାନିକ ତଥା ସାମାଜିକ ଆନ୍ଦୋଳନର ସାରଥୀ ଡ.ଭାବଗ୍ରାହୀ ମହାପାତ୍ରଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ସ୍ୱର୍ଗତଃ ମହାପାତ୍ର ଗଙ୍ଗାଧର ମେହେର ମହାବିଦ୍ୟାଳୟର ପ୍ରଥମ ବ୍ୟାଚର ଛାତ୍ର ଥିଲେ। ଶିକ୍ଷା ସମାପ୍ତି ପରେ ରାଉରକେଲା ଇସ୍ପାତ…

ବାତ୍ୟା ‘ୟାସ୍’ ପରେ ଭୁବନେଶ୍ୱର ଓ ରାଉରକେଲାରେ ଟୀକାକରଣ ଆରମ୍ଭ

ଭୁବନେଶ୍ୱର/ରାଉରକେଲା: ବାତ୍ୟା 'ୟାସ୍' ପରେ ଭୁବନେଶ୍ୱର ଏବଂ ରାଉରକେଲାରେ ବନ୍ଦ ରହିଥିବା ଟୀକାକରଣ କାର୍ଯ୍ୟକ୍ରମ ପୁଣିଥରେ ଆରମ୍ଭ ହୋଇଛି। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅଧୀନରେ ଥିବା ସମସ୍ତ କେନ୍ଦ୍ରରେ କାର୍ଯ୍ୟସୂଚୀ ଅନୁଯାୟୀ ଗୁରୁବାର ଏବଂ ଶୁକ୍ରବାର ଦିନ…