Latest Odisha News

BREAKING NEWS

Browsing Tag

Rourkela

ରାଉରକେଲାରେ ଧର୍ମେନ୍ଦ୍ରଙ୍କ ‘ହର ଘର ତ୍ରିରଙ୍ଗା’ ଯାତ୍ରା

ଭୁବନେଶ୍ୱର: ହାତରେ ତ୍ରିରଙ୍ଗା ମୁହଁରେ ଜାତୀୟତା ବୋଧ ନାରାରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲାରେ ଆରମ୍ଭ କରିଛନ୍ତି 'ହର ଘର ତ୍ରିରଙ୍ଗା ଶୋଭାଯାତ୍ରା' । ଏହା ସହ ରାଉରକେଲାର ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି ।…

ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସର “ଅର୍ବାନ-୯୫ ଏକାଡେମୀ ରେସିଡେନ୍ସି ୱିକରେ ରାଉରକେଲା

ରାଉରକେଲା : ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସ ପକ୍ଷରୁ କରାଯାଇଥିବା "ଅର୍ବାନ-୯୫ ଏକାଡେମୀ ରେସିଡେନ୍ସି ୱିକ' କାର୍ଯ୍ୟକ୍ରମରେ ସ୍ମାର୍ଟ ସିଟି ରାଉରକେଲା ବିଶ୍ୱର ପ୍ରମୁଖ ୧୦ଟି ସହର ଭିତରେ ସ୍ଥାନ ପାଇଛି । ଅକ୍ଟୋବର ୧୦ରୁ ୧୪ ତାରିଖ ଯାଏଁ ଲଣ୍ଡନଠାରେ ହେବାକୁ ଥିବା ଏହି "ସହରା ଳ…

ଘରୋଇ ସ୍କୁଲ୍ ଫାଟକ ଭାଙ୍ଗିଯାଇ ସୁରକ୍ଷାକର୍ମୀଙ୍କ ସହ ନାବାଳକର ମୃତ୍ୟୁ

ରାଉରକେଲା: ରାଉରକେଲା ସେକ୍ଟର-୯ ସ୍ଥିତ ବିକାଶ ଇଣ୍ଡ ଗ୍ଲୋବାଲ ସ୍କୁଲରେ ଅଘଟଣ ଘଟିଛି । ଗୁରୁବାର ବିଳମ୍ବିତ ରାତିରେ ସ୍କୁଲ ମୁଖ୍ୟ ଫାଟକ ଭାଙ୍ଗି ତଳେ ପଡ଼ିଯିବାରୁ ୨ ଜଣଙ୍କ ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଲେ ସୁରକ୍ଷାକର୍ମୀ ଗାନ୍ଧୀରାମ ରାଉତ (୫୮) ଓ ଅନ୍ୟଜଣେ ସୁରକ୍ଷାକର୍ମୀଙ୍କ ପୁଅ…

ରାଉରକେଲା ମହାନଗରରେ ‘ଗାଁ ଆମ୍ବର ପସରା’

ରାଉରକେଲା: ରାଉରକେଲା ଉଦିତ୍ ନଗରସ୍ଥିତ ସିଟି ଲାଇଭଲିହୁଡ୍ ସେଣ୍ଟରଠାରେ ଖୋଲିଛି ‘ଗାଁ ଆମ୍ବ ପସରା’। ରାଉରକେଲା ମହାନଗର ନିଗମ, ଓରମାସ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ଏହା ଖୋଲାଯାଇଛି। ମଙ୍ଗଳବାର ଦିନ ଏହି ଷ୍ଟଲକୁ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଉଦଘାଟନ କରିଛନ୍ତି। ବର୍ତ୍ତମାନ…

ପରଲୋକରେ ଭାବଗ୍ରାହୀ ମହାପାତ୍ର

ରାଉରକେଲା : ବିଶିଷ୍ଟ ବୈଜ୍ଞାନିକ ତଥା ସାମାଜିକ ଆନ୍ଦୋଳନର ସାରଥୀ ଡ.ଭାବଗ୍ରାହୀ ମହାପାତ୍ରଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ସ୍ୱର୍ଗତଃ ମହାପାତ୍ର ଗଙ୍ଗାଧର ମେହେର ମହାବିଦ୍ୟାଳୟର ପ୍ରଥମ ବ୍ୟାଚର ଛାତ୍ର ଥିଲେ। ଶିକ୍ଷା ସମାପ୍ତି ପରେ ରାଉରକେଲା ଇସ୍ପାତ…

ବାତ୍ୟା ‘ୟାସ୍’ ପରେ ଭୁବନେଶ୍ୱର ଓ ରାଉରକେଲାରେ ଟୀକାକରଣ ଆରମ୍ଭ

ଭୁବନେଶ୍ୱର/ରାଉରକେଲା: ବାତ୍ୟା 'ୟାସ୍' ପରେ ଭୁବନେଶ୍ୱର ଏବଂ ରାଉରକେଲାରେ ବନ୍ଦ ରହିଥିବା ଟୀକାକରଣ କାର୍ଯ୍ୟକ୍ରମ ପୁଣିଥରେ ଆରମ୍ଭ ହୋଇଛି। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅଧୀନରେ ଥିବା ସମସ୍ତ କେନ୍ଦ୍ରରେ କାର୍ଯ୍ୟସୂଚୀ ଅନୁଯାୟୀ ଗୁରୁବାର ଏବଂ ଶୁକ୍ରବାର ଦିନ…

ସୁନାଫୁଲ ସାହିତ୍ୟ ସଂସଦ ପକ୍ଷରୁ ଆଧ୍ୟାତ୍ମିକ ଆଲୋଚନାଚକ୍ର

ରାଉରକେଲା : ବିଶିଷ୍ଟ ସାହିତ୍ୟ ଅନୁଷ୍ଠାନ 'ସୁନାଫୁଲ ସାହିତ୍ୟ ସଂସଦ' ପକ୍ଷରୁ ଅନଲାଇନ ମାଧ୍ୟମରେ 'ହିନ୍ଦୁ ସଂସ୍କୃତିରେ ଅନ୍ତିମ ସଂସ୍କାର ଓ କରୋନା ବିପତ୍ତିରେ ମାନବିକତା' ଶୀର୍ଷକରେ ଏକ ଆଧ୍ୟାତ୍ମିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ଯୁବ ଆର୍ଯ୍ୟ ସମାଜ ଓ…

ଗଡିଲା ସଂଜିବନୀ ରଥ, ଶଯ୍ୟାଶାୟୀ ଓ ଭିନ୍ନକ୍ଷମଙ୍କୁ ଘରେ ଦିଆଯିବ କୋଭିଡ୍ ଟିକା

ରାଉରକେଲା: କୋଭିଡ୍ ଟିକାଦାନ କ୍ଷେତ୍ରରେ ରାଉରକେଲା ପ୍ରଶାସନ ତରଫରୁ ଅଭିନବ ପଦକ୍ଷେପ । ଏଥର ଘରେ ଟିକାଦାନ କରିବ ସଂଜିବନୀ ରଥ । ଶଯ୍ୟାଶାୟୀ, ଭିନ୍ନକ୍ଷମ ଓ ଅତ୍ୟନ୍ତ ବାର୍ଦ୍ଧକ୍ୟ କାରଣରୁ ଟୀକାକରଣ କେନ୍ଦ୍ର୍ରକୁ ଆସିପାରୁନଥିବା ବ୍ୟକ୍ତିଙ୍କୁ ହିଁ ଏହି ସେବା ଯୋଗାଇଦିଆଯିବ । ଏଥିପାଇଁ…

ରାଉରକେଲାର ୩ଟି ଅଞ୍ଚଳରୁ ହଟିଲା କୋଭିଡ୍ କଣ୍ଟେନମେଣ୍ଟ

ରାଉରକେଲା: କୋଭିଡ୍ ସଂକ୍ରମଣ ରୋକିବା ପାଇଁ ରାଉରକେଲା ମହାନଗର ନିଗମର ବିଭିନ୍ନ ଅଞ୍ଚଳକୁ ଆବଶ୍ୟକସ୍ଥଳେ ମାଇକ୍ରୋ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଉଛି। ସୂଚନା ଅନୁଯାୟୀ ଗତ କିଛିଦିନ ତଳେ କଣ୍ଟେନମେଣ୍ଟ ଲାଗୁ ହୋଇଥିବା ସେକ୍ଟର ୧୭, ସେକ୍ଟର-୬ ଏବଂ ଛେଣ୍ଡସ୍ଥିତ ଏଲସିଆର କ୍ଵାର୍ଟର…

ରାଉରକେଲାରେ ୧୮+ ବର୍ଗଙ୍କୁ ଟିକାକରଣ, ଦ୍ୱିତୀୟ ଦିନରେ ନେଲେ ୩୨୬୩ ଜଣ

ରାଉରକେଲା: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ମହାନଗର ନିଗମରେ ୧୮ରୁ ୪୪ ବର୍ଷ ବର୍ଗଙ୍କୁ କୋଭିଡ୍ ଟିକା ଦିଆଯାଉଛି। ଗୁରୁବାର ଦିନ ମୋଟ ୩୨୬୩ ଜଣ ଟିକା ନେଇଛନ୍ତି। ସୂଚନା ଅନୁଯାୟୀ, ଟିକାକରଣ ପାଇଁ ରାଉରକେଲା ସହରରେ ୮ଟି କେନ୍ଦ୍ର କରାଯାଇଛି। ଯେଉଁମାନେ ଅନଲାଇନ ପଞ୍ଜୀକରଣ…