Latest Odisha News
Browsing Tag

russia-ukraine-war

ସଂକଟରେ ଚେର୍ଣ୍ଣୋବିଲ୍ ପରମାଣୁ ପ୍ଲାଣ୍ଟ, ଗୁରୁତ୍ୱପୂର୍ଣ୍ଣ ଉପକରଣ ନେଇଗଲା ରୁଷ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନରେ ଆତଙ୍କରାଜ ଚଳାଇଛି ରୁଷ୍ । ଗୋଟିଏ ପରେ ଗୋଟିଏ ସହରକୁ କବଜା କରିବା ପାଇଁ ସୈନ୍ୟବଳ ଲଗାଇଛି । ରୁଷର ଟାର୍ଗେଟରେ ନ୍ୟୁକ୍ଲିୟର ପ୍ଲାଣ୍ଟ । ଚେର୍ଣ୍ଣୋବିଲ୍ ପରମାଣୁ ପ୍ଲାଣ୍ଟକୁ ନିଜ ଅକ୍ତିଆରରେ ରଖିଛି ରୁଷ ସେନା । ସେଠାରୁ ରିମୋଟ୍ ଡାଟା ଟ୍ରାନ୍ସମିସନ…

ୟୁକ୍ରେନର ୬୧ଟି ହସ୍ପିଟାଲକୁ ଛାରଖାର କଲାଣି ରୁଷ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନ୍-ରୁଷ୍ ଭିତରେ ୧୪ ଦିନ ହେଲାଣି ଘମାଘୋଟ ଯୁଦ୍ଧ ଚାଲିଛି । ପୁଟିନ୍ ସେନାର ଘନ ଘନ ଆକ୍ରମଣରେ ୟୁକ୍ରେନର ବହୁ ସହର ଛାରଖାର । ଗୋଟିଏ ପରେ ଗୋଟିଏ ସହରରେ ଯୁଦ୍ଧ ବିଭୀଷିକା ବଢ଼ି ଚାଲିଛି । ଆବାସିକ ସ୍ଥାନ ଉପରେ ଖସୁଛି ବଡ଼ ବଡ଼ ବୋମା ଓ ରକେଟ୍ । ହସ୍ପିଟାଲରେ…

ୟୁକ୍ରେନ ସେନାରେ ତାମିଲନାଡୁ ଛାତ୍ର, ରୁଷ୍ ବିରୋଧରେ ଲଢ଼ିବେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୁଷ୍ ବିରୋଧରେ ଲଢ଼ିବେ ତାମିଲନାଡୁ ଛାତ୍ର । ୟୁକ୍ରେନ୍ ପାରା ମିଲିଟାରୀ ଫୋର୍ସରେ ଯୋଗ ଦେଇଛନ୍ତି ତାମିଲନାଡୁର ୨୧ ବର୍ଷୀୟ ଛାତ୍ର ସୈନିକେଶ ରବିଚନ୍ଦ୍ରନ୍ । କୋଏମ୍ବାଟୁର ଜିଲ୍ଲାରେ ତାଙ୍କ ଘର । ସୈନିକେଶ ୨୦୨୮ରେ ୟୁକ୍ରେନ୍ ଯାଇଥିଲେ । ଖାରକିଭରେ ନ୍ୟାସନାଲ୍…

ଯୁଦ୍ଧ ବନ୍ଦ ପାଇଁ ୟୁକ୍ରେନ୍ ଆଗରେ ୪ଟି ସର୍ତ୍ତ ରଖିଲା ରୁଷ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ୧୩ ଦିନ ହେଲାଣି ରୁଷ୍-ୟୁକ୍ରେନ୍ ଭିତରେ ଘମାଘୋଟ ଯୁଦ୍ଧ ଚାଲିଛି । ୟୁକ୍ରେନର ବହୁ ସହରକୁ ଛାରଖାର କରି ଦେଲାଣି ପୁଟିନ୍ ସେନା । ଯୁଦ୍ଧ ବନ୍ଦ ପାଇଁ ଏବେ ୟୁକ୍ରେନ୍ ଆଗରେ ୪ଟି ସର୍ତ୍ତ ରଖିଛି ରୁଷ୍ । ସାମରିକ କାର୍ୟ୍ୟାନୁଷ୍ଠାନ ବନ୍ଦ କରିବାକୁ ୟୁକ୍ରେନକୁ କହିଛି…

ୟୁକ୍ରେନର ୪ ସହରରେ ସାମୟିକ ଯୁଦ୍ଧବିରତି ଘୋଷଣା କଲା ରୁଷ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୁଷ୍-ୟୁକ୍ରେନ୍ ଭିତରେ ୧୨ ଦିନ ହେଲାଣି ଘମାଘୋଟ ଯୁଦ୍ଧ ଚାଲିଛି । ଘନ ଘନ ମିସାଇଲ୍, ରକେଟ୍ ମାଡ଼ ହେଉଛି । ଟ୍ୟାଙ୍କରୁ ହେଉଛି ହମଲା । ଏହାରି ଭିତରେ ୟୁକ୍ରେନରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଉଛି । ଆଜି ଦିନ ସାଢ଼େ ୧୨ଟାରୁ ଯୁଦ୍ଧଗ୍ରସ୍ତ ୪ଟି…

ୟୁକ୍ରେନ ୱାର ଜୋନରେ ଫସିଥିବା ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ଜାରି

ଦିଲ୍ଲୀ : ୟୁକ୍ରେନର ୱାର ଜୋନରେ ଫସିଥିବା ଥିବା ଭାରତୀୟମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଜି ଦୁଇଟି ସ୍ୱତନ୍ତ୍ର ବିମାନରେ  ଭାରତୀୟ ଦେଶକୁ ଫେରିଛନ୍ତି । ହଙ୍ଗେରୀ ରାଜଧାନୀ ବୁଦାପେଷ୍ଟରୁ ଏକ ସ୍ୱତନ୍ତ୍ର ବିମାନରେ ୧୮୩ ଜଣ ଭାରତୀୟ ଫେରିଛନ୍ତି । ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ…

ବାଇଡେନଙ୍କ ସହ କଥା ହେଲେ ଜେଲେନସ୍କି

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନ୍ ଉପରେ ଜୋରଦାର ହମଲା ଜାରି ରଖିଛି ରୁଷ୍ । ଯୁଦ୍ଧ ଭିତରେ ପାଶ୍ଚାତ୍ୟ ଦେଶକୁ ସହାୟତା ଓ ସହଯୋଗ ମାଗୁଛନ୍ତି ୟୁକ୍ରେନ୍ ରାଷ୍ଚ୍ରପତି ଜେଲେନସ୍କି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଫୋନ୍ କରି କଥା ହୋଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି । ଏହି ଆଲୋଚନା…

କିଭରେ ହାଇଡ୍ରୋ ଇଲେକଟ୍ରିକ୍ ପାୱାର ପ୍ଲାଣ୍ଟ ଦଖଲ ଅଭିମୁଖେ ରୁଷ ସେନା

କିଭ୍(ୟୁକ୍ରେନ): ଚାରିପଟରୁ ୟୁକ୍ରେନରୁ ଘେରି ହମଲା କରୁଛି ରୁଷ୍ । ଗୋଟିଏ ପରେ ଗୋଟିଏ ସହରକୁ କବଜା କରୁଛି । ଏବେ କିଭ ପାଖରେ ଥିବା କାନିଭ୍ ହାଇଡ୍ରୋ ଇଲେକଟ୍ରିକ୍ ପାୱାର ପ୍ଲାଣ୍ଟକୁ ଦଖଲରେ ନେବା ପାଇଁ ଆଗକୁ ବଢୁଛି ରୁଷ୍ ସେନା । ୟୁକ୍ରେନ୍ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।…

ୟୁରୋପୀୟ ଦେଶକୁ ନାଲି ଆଖି ଦେଖାଇଲେ ପୁଟିନ୍

ମସ୍କୋ: ୟୁକ୍ରେନ୍ ସହ ଯୁଦ୍ଧ ଭିତରେ ୟୁରୋପୀୟ ରାଷ୍ଟ୍ରକୁ ଧମକାଇଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୟୁକ୍ରେନ୍ ଉପରେ ହମଲା ପାଇଁ ରୁଷ ଉପରେ ବିଭିନ୍ନ ଦେଶ ଅର୍ଥନୈତିକ କଟକଣା ଲଗାଇଛନ୍ତି । ରୁଷ୍ ପାଇଁ କିଛି ଦେଶ ବାୟୁସୀମା ବନ୍ଦ କରିଛନ୍ତି । ଏମିତି ସ୍ଥିତିରେ ପୁଟିନ୍…

ୟୁକ୍ରେନର ସୁମି ସହର ଉପରେ ରୁଷ୍ ଆଖି, ଜାରି ହେଲା ଆକ୍ରମଣ ଆଲର୍ଟ

କିଭ୍(ୟୁକ୍ରେନ): ରୁଷ୍-ୟୁକ୍ରେନ୍ ଯୁଦ୍ଧର ଆଜି ଦଶମ ଦିନ । ଘମାସାନ ଲଢ଼େଇ ଚାଲିଛି । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ଟାର୍ଗେଟ କରୁଛୁ ରୁଷ ସେନା । ଏବେ ୟୁକ୍ରେନର ଉତ୍ତରରେ ଖାରକିଭକୁ ଲାଗି ଥିବା ସୁମି ସହର ଉପରେ ଆକ୍ରମଣ ଆରମ୍ଭ ହୋଇଛି । ଆଗକୁ ଜୋରଦାର ହମଲା କରିପାରେ ରୁଷ୍ ।…